fbpx
Browsing Category

Top Stories

ଦିପାବଳୀ ଯାତ୍ରା ହେଲା ଶେଷ ଯାତ୍ରା: ଲିଭିଗଲା ୧୪ ଜଣଙ୍କ ଜୀବନ, ୩୫ ଜଣ କରୁଛନ୍ତି ମରଣ ସହ ସଂଘର୍ଷ

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇଦିନ ପରେ ଦେଶବାସୀ ବଡ଼ ଧୁମଧାମରେ ମନାଇବେ ଆଲୋକର ପର୍ବ ଦିପାବଳୀ । ଏହି ଅବସରରେ ଦୂରଦୂରାନ୍ତାରେ ରହୁଥିବା ଲୋକମାନେ ଦୀପାବଳୀରେ ନିଜ ଘରକୁ ଆସିଥାନ୍ତି । ତେବେ ଦିପାବଳୀ ପାଇଁ ଘରକୁ…

ଓଡିଶାକୁ ନାହିଁ ବାତ୍ୟା ଭୟ , ଜନସାଧାରଣ ଆତଙ୍କିତ ହୁଅନ୍ତୁ ନାହିଁ: SRC

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିବାବେଳେ ଏସଆରସି ପ୍ରଦୀପ ଜେନା ବାତ୍ୟାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା…

ଆଜି ନିଯୁକ୍ତି ମେଳାର ଶୁଭାରମ୍ଭ କରିବେ ପିଏମ୍ ମୋଦୀ: ୩୮ଟି ମନ୍ତ୍ରଣାଳୟରେ ଦିଆଯିବ ୧୦ ଲକ୍ଷ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦେଶରେ ଆରମ୍ଭ ହେବ ନିଯୁକ୍ତି ମେଳା । ଏହି ମେଳାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ‘ନିଯୁକ୍ତି ମେଳା’ ମାଧ୍ୟମରେ ଦେଶର ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି…

ଦୀପାବଳି ପୂର୍ବରୁ SBI ଗ୍ରାହକଙ୍କ ପାଇଁ ଖୁସି ଖବର: ସ୍ଥିର ଜମା ଉପରେ ଏତିକି ପ୍ରତିଶତ ବଢ଼ିଲା ସୁଧହାର

ମୁମ୍ବାଇ: ଦୀପାବଳି ପୂର୍ବରୁ ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ଜମାକାରୀଙ୍କୁ ଭଲ ଖବର ଦେଇଛି। ବ୍ୟାଙ୍କ ସ୍ଥିର ଜମାର ସୁଧ ହାର ବୃଦ୍ଧି କରିଛି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଗ୍ରାହକମାନେ ବ୍ୟାଙ୍କରେ ଜମା ଆକାରରେ…

ଧନତେରାସ ପୂର୍ବରୁ ଷ୍ଟକ୍ ମାର୍କେଟରେ ଦୀପାବଳି: ସପ୍ତାହକରେ ୫ ଲକ୍ଷ କୋଟି ଟଙ୍କା ରୋଜଗାର କଲେ ନିବେଶକ

ମୁମ୍ବାଇ: ଦୀପାବଳି ପୂର୍ବରୁ ସପ୍ତାହର ଶେଷ ବାଣିଜ୍ୟ ଦିନରେ ବଜାର ଫ୍ଲାଟରେ ବନ୍ଦ ହୋଇଛି। ତେବେ ବ୍ୟାଙ୍କିଙ୍ଗ୍ ଷ୍ଟକ୍ ରେ ଶେଷ ଦିନରେ ଚମତ୍କାର ବୃଦ୍ଧି ଘଟିଥିଲା। ଆଜି ଦିନ ଶେଷ ସୁଦ୍ଧା, ସେନ୍ସେକ୍ସ ୧୦୪.୨୫ ପଏଣ୍ଟ…

Video: ରସିକିଆ ଡାକ୍ତରବାବୁଙ୍କ କଳା କାରନାମା, ରସିକିଆପଣ ଯୋଗୁଁ କୋଳଶୂନ୍ୟ ହୋଇଗଲେ ମହିଳା

ମେଡିକାଲରେ ସେବା ଆଳରେ ଡାକ୍ତରଙ୍କ ଅସଦାଚରଣ । ମହିଳା ରୋଗୀଙ୍କ ଉପରେ ଥିଲା ଡାକ୍ତରଙ୍କ ଲୋଲୁପ ଦୃଷ୍ଟି, ଯେଉଁଥିପାଇଁ ଜଣେ ମହିଳା ହୋଇଯାଇଛନ୍ତି କୋଳଶୂନ୍ୟ । ମହିଳାଙ୍କୁ ଅସଦାଚରଣ ସହ ଚିକିତ୍ସା ଅଭାବରୁ ମହିଳାଙ୍କ…

ଦୀପାବଳି ପାଇଁ ଆସିଲା ସ୍ୱତନ୍ତ୍ର ଗାଇଡଲାଇନ: ଜାଣନ୍ତୁ କ’ଣ

ଭୁବନେଶ୍ୱର: ଦୀପାବଳି ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି ହୋଇଛି । ରାତି ୮ରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାକୁ ଅନୁମତି ମିଳିଛି। ୧୨୫ ଡେସିବଲରୁ କମ ସାଉଣ୍ଡ ହୋଇଥିବା ଉଚିତ ବୋଲି ସୂଚନା ରହିଛି । ବେଆଇନ ବାଣ କାରବାର…

ଜମି ଫେରାଇବେ ରାଜ୍ୟ ସରକାର: ୨୦ ବର୍ଷ ତଳେ ଟାଟାଷ୍ଟିଲ ନେଇଥିଲା ଜମି

ଭୁବନେଶ୍ୱର: ବୃହତ ଇସ୍ପାତ ପ୍ରକଳ୍ପ ନିମନ୍ତେ IDCO ଦ୍ଵାରା ଅଧିକୃତ ହୋଇଥିବା ଜମିକୁ ଫେରାଇଦେବେ ରାଜ୍ୟ ସରକାର। ଏନେଇ ଆଜି କ୍ୟାବିନେଟରେ ନିଷ୍ପତି ହୋଇଛି। ଗଞ୍ଜାମ ଜିଲ୍ଲାର କାଳିପଲ୍ଲୀ ମୌଜାରେ ଟାଟାଷ୍ଟିଲ…

୫ଜି ସିମ୍ ଠକେଇ ବିରୋଧରେ ଲୋକଙ୍କୁ ଚେତାବନୀ ଦେଲେ ଓଡିଶା ସରକାର, ଜାଣନ୍ତୁ ଠକାମିରୁ କିପରି ବର୍ତ୍ତିବେ

ଭୁୁବନେଶ୍ୱର: ଦେଶରେ ବର୍ତ୍ତମାନ ନୂଆ ନୂଆ କରି ୫ଜି ସେବା ଆରମ୍ଭ ହେଉଛି। ଏହାର ସୁଯୋଗ ନେଇ ଲୁଟେରାମାନେ ମଧ୍ୟ ସକ୍ରିୟ ହୋଇଛନ୍ତି। ଏହାକୁ ନଜରରେ ରଖି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ଓଡିଶା…

ପଶ୍ଚିମ ଓଡ଼ିଶାରେ ୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶା ପାଇଁ ୯ଟି ପ୍ରକଳ୍ପ ଲୋକାର୍ପିତ କରିଥିବା ବେଳେ ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖିଛନ୍ତି । ଲୋକାର୍ପିତ ୯ଟି…