fbpx
Browsing Category

Top Stories

ପାକିସ୍ତାନ ଗସ୍ତରେ ଯିବାକୁ ପ୍ରସ୍ତୁତ ଭାରତୀୟ ଦଳ: ଅନୁମତି ଦେଲା ବିସିସିଆଇ, ସରକାର ନେବେ ନିଷ୍ପତି

ମୁମ୍ବାଇ: ପାକିସ୍ତାନ ଗସ୍ତରେ ଯିବ ଭାରତ। ଆସନ୍ତା ୨୦୨୩ରେ ହେବାକୁ ଥିବା ଏସିଆ କପରେ ପାକିସ୍ତାନ ଅଯଇପାରେ ଭାରତୀୟ ଟିମ୍। ଏଥିପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ରାଜୋ ହୋଇଥିବା ସୂଚନା ମିଳିଛି।…

ଚିନ୍ତାର ବିଷୟ: ହ୍ରାସ ପାଇଲା ଗହମ-ଚାଉଳର ଷ୍ଟକ୍,୫ ବର୍ଷରେ ସର୍ବନିମ୍ନସ୍ତରେ ପହଞ୍ଚିଲା  

ନୂଆଦିଲ୍ଲୀ: ଦେଶରେ ସରକାରୀ ଗୋଦାମଗୁଡିକରେ ମହଜୁଦ ଶସ୍ୟର ପରିମାଣ ଗତ ପାଞ୍ଚ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିଛି। ଦେଶରେ ୮୦ କୋଟି ଲୋକଙ୍କୁ ସବସିଡିରେ ଖାଦ୍ୟ ଯୋଗାଉଥିବା ସରକାରୀ କଳ ଉପରେ ଆଗାମୀ ଦିନରେ ବହୁତ…

ମୋଦୀ ସରକାରଙ୍କ ଏହି ଯୋଜନାରେ ମାସକୁ ମିଳିବ ୧୫ ହଜାର ଟଙ୍କା! ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ‘ଆୟୁଷ୍ମାନ ଭାରତ ଯୋଜନା'କୁ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି । ଏହି ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ଉନ୍ନତ ଚିକିତ୍ସାରେ ସାହାଯ୍ୟ କରାଯାଉଛି । ସ୍ୱାସ୍ଥ୍ୟ…

ବାଜିଲା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବିଗୁଲ, ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇଛନ୍ତି ନିର୍ବାଚନ ଆୟୋଗ। ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ଏହା ପୁର୍ବରୁ ୧୨ ନଭେମ୍ବରରେ…

ସରକାର ବଡ ନିଷ୍ପତି: ଛଟ ପୂଜା ପାଇଁ ୨୫ କୋଟି ଟଙ୍କା ସହ ପୂଜା ପାଇଁ ୧୧୦୦ ଟି ଘାଟ

ନୂଆଦିଲ୍ଲୀ:ଦିଲ୍ଲୀ ସରକାର ବଡ ନିଷ୍ପତି। ଛଟ ପୂଜା ପାଇଁ ଦେଲେ ୨୫ କୋଟି ଟଙ୍କା। ଅକ୍ଟୋବର ୩୦ ରୁ ୩୧ ରେ ଛଟ ପୂଜା ଅନୁଷ୍ଠିତ ହେବାକୁ ଯାଉଛି। ଦୀର୍ଘ ଦୁଇ ବର୍ଷ ପରେ ହେବାକୁ ଯାଉଛି ଛଟ ପୂଜା । କୋଭିଡ ପାଇଁ ପ୍ରାୟ…

ଭାରତ-ପାକ୍ ମୁକାବିଲାକୁ ନେଇ ମାରାମାରି, ମାତ୍ର ୧୦ ମିନିଟରେ ବିକ୍ରି ହେଲା ୯୦ ହଜାର ଟିକେଟ୍

ନୂଆଦିଲ୍ଲୀ: ଚଳିତ ମାସ ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଉଥିବା ଟି-୨୦ ବିଶ୍ଵ କପ୍ ୨୦୨୨କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ବିଶ୍ଵ କପ୍ ପାଇଁ ଅଦ୍ୟାବଧି ୬ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇ…

ରେଲୱେରେ ଚାକିରି କରିବାକୁ ଚାହୁଁଛନ୍ତି କି ? ୧୦ମ ଓ ITI ପାସ୍‌ ପ୍ରାର୍ଥୀଙ୍କ ପାଇଁ ବାହାରିଲା ନିଯୁକ୍ତି, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ରେଲୱେରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସିଖବର । ୧୦ମ ପାସ୍‌ ଏବଂ ଆଇଟିଆଇ ସାର୍ଟିଫିକେଟ୍‌ ପାଠ୍ୟକ୍ରମ ପୂରା କରିଥିବା ଆଶାୟୀଙ୍କ ପାଇଁ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ ରହିଛି । ଦକ୍ଷିଣ ରେଲେଓ୍ଵ…

ବୈଜ୍ଞାନିକଙ୍କ ବଡ଼ ସଫଳତା: ଏଣିକି ଚନ୍ଦ୍ର ପୃଷ୍ଠରେ ମଧ୍ୟ ହୋଇପାରିବ ଚାଷ କାର୍ଯ୍ୟ, ବଢ଼ିପାରିବ ବୃକ୍ଷଲତା

ନୂଆଦିଲ୍ଲୀ: ଆଜି ବିଜ୍ଞାନ ବହୁତ ଆଗକୁ ଯାଇ ସାରିଲାଣି । ବୈଜ୍ଞାନିକମାନେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଛନ୍ତି । ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ମଣିଷର ଜୀବନ ଧାରଣ ନେଇ ବିଶ୍ୱର ବୈଜ୍ଞାନିକମାନେ ସର୍ବଦା…

(Video) ଚାନ୍ଦା ଆଦାୟ ବେଳେ ଧକ୍କା ଦେଲା କଣ୍ଟେନର, ଅକାଳରେ ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି । ଗାଡ଼ି ଚାଳନାରେ ସାମାନ୍ୟ ବ୍ୟତିକ୍ରମ ବା ଅନ୍ୟମନସ୍କ କାରଣରୁ ବେଳେ ବଡ଼ ବଡ଼ ଦୁର୍ଘଟଣା ଘଟି ଅନେକ ମୃତାହତ ହୋଇଥାନ୍ତି ।…

OTDCର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଲେନିନ୍

ଭୁବନେଶ୍ୱର: OTDCର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ବ ନେଇଛନ୍ତି ଲେନିନ୍ ମହାନ୍ତି । ୩୭ତମ ଅଧ୍ୟକ୍ଷ ଭାବରେ ସେ ବିଧିବଦ୍ଧ ଭାବରେ ଦାୟିତ୍ବ ନେଇଛନ୍ତି । ଦାୟିତ୍ବ ନେବା ପରେ ଲେନିନ୍‌ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି…