fbpx
Browsing Category

Top Stories

Breast Cancerକୁ ରୋକିବାରେ ରାମବାଣ ପରି କାମ ଦିଏ ଅଳସୀ !

ମହିଳାମାନଙ୍କଠାରେ ଦେଖାଯାଉଥିବା ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନସର୍ ଅନ୍ୟ ସାଧାରଣ କର୍କଟଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ଏହି କ୍ୟାନସର ଡିଏନ୍ଏର କ୍ଷତି କିମ୍ବା ଜେନେଟିକ୍ ପରିବର୍ତ୍ତନ କାରଣରୁ ହୋଇଥାଏ ।…

ସୁପ୍ରିମକୋର୍ଟ ନିଜର ‘ଲକ୍ଷ୍ମଣ ରେଖା ଜାଣିଛନ୍ତି’, ତଥାପି ନୋଟ୍ ବନ୍ଦୀ ମାମଲାରେ ଶୁଣାଣି ହେବ

ନୁଆଦିଲ୍ଲୀ: ୨୦୧୬ରେ ହୋଇଥିବା ବିମୁଦ୍ରାକରଣ ମାମଲା ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ସମ୍ବିଧାନ ଖଣ୍ଡପୀଠ ମନ୍ତବ୍ୟ ଦେଇ କହିଛନ୍ତୁି ଯେ, ସରକାରଙ୍କ ନୀତିଗତ ନିଷ୍ପତିର ନ୍ୟାୟିକ ସମିକ୍ଷାକୁ…

ICC T20 Rankingରେ ସୂର୍ଯ୍ୟକୁମାରଙ୍କ ଦବଦବା: ଏକମାତ୍ର ଭାରତୀୟ ଭାବେ ଟପ-୧୦ରେ ସାମିଲ

ନୂଆଦିଲ୍ଲୀ: ଆଇସିସିର ଟି-୨୦ ରାଙ୍କିଙ୍ଗରେ ଜଲୱା ଜାରି ରଖିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ । ଆଇସିସି ତରଫରୁ ଜାରି ହୋଇଥିବା ନୂଆ ତାଲିକାରେ ମଧ୍ୟ ସୂଯ୍ୟକୁମାର ନିଜ ଦବଦବା ବନେଇ…

ସ୍କୁଲରେ ଝିଟିପିଟି ପଡ଼ିଥିବା କ୍ଷୀର ପିଇଲେ ପିଲା: ଜଣଙ୍କ ପରେ ଜଣେ ଅସୁସ୍ଥ

ନୂଆଦିଲ୍ଲୀ: ସୀତାପୁର ଜିଲ୍ଲାର ଗୋନ୍ଦଲାମାଉ ବିକାଶଖଣ୍ଡର କମ୍ପୋଜିଟ ବିଦ୍ୟାଳୟ ଗୋପାଳପୁର ପଶ୍ଚିମୀ ସ୍କୁଲରେ ବଡ଼ ଅବହେଳା ହୋଇଥିବା ଦେଖିବାକୁ ମିଳିଛି । ଲଞ୍ଚ ସମୟରେ ଛୋଟଛୁଆଙ୍କୁ ଝିଟିପିଟି ପଡ଼ିଥିବା କ୍ଷୀର ପିଇବାକୁ…

ବୈବାହିକ ଜୀବନରେ ସୁଖ ଚାହାଁନ୍ତି କି ? ପତି-ପତ୍ନୀଙ୍କୁ କରିବାକୁ ପଡିବ ଏହି କାମ

ବିବାହିତ ଦମ୍ପତି ଓ ପ୍ରେମୀଯୁଗଳ ସେମାନଙ୍କ ସମ୍ପର୍କକୁ ମଜବୁତ କରିବା ପାଇଁ ଅନେକ ପଦକ୍ଷେପ ନିଅନ୍ତି । ବିବାହ ଉଭୟ ପତି ଓ ପତ୍ନୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ବେଳେବେଳେ ସାମାନ୍ୟ କାରଣକୁ ନେଇ ଉଭୟଙ୍କ…

ଦେଶରେ ଜାରି ରହିଛି ମହଙ୍ଗା ମାଡ଼: ସେପ୍ଟମ୍ବରରେ ଖୁଚୁରା ମୁଦ୍ରାସ୍ପିତି ୭.୪୧%ରେ ପହଞ୍ଚିଲା

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହଙ୍ଗା ମାଡ଼। କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କର ଶତ ପ୍ରଚେଷ୍ଟା ସତ୍ୱେ ଦେଶରେ ଦରଦାମ୍ ବୃଦ୍ଧି ଜାରି ରହିଛି। ସେପ୍ଟମ୍ବରରେ ଖୁଚୁରା ମୁଦ୍ରାସ୍ପିତି(ଜିନିଷର ଦରଦାମ୍ ହାର)…

ଜେଲରୁ ମୁକୁଳିବା ସୁଶୀଲଙ୍କ ପାଇଁ ହେଲା ଆହୁରି କଷ୍ଟକର: ହତ୍ୟା ମାମଲାରେ ହୋଇପାରେ ସଜା…

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କ ପାଇଁ ବଢିଛି ଅଡୁଆ । ଅନ୍ୟ ୧୭ ଜଣ ଅଭିଯୁକ୍ତଙ୍କ ସହିତ ସୁଶୀଲ କୁମାରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ମାମଲା ରୁଜୁ ହୋଇଛି । ତେଣୁ ଏବେ ସୁଶୀଲଙ୍କ ଜେଲରୁ…

ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ହେଲେ BJD ପ୍ରାର୍ଥୀ

ଧାମନଗର(ଓଡ଼ିଶା ଭାସ୍କର): ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗର ନିର୍ବାଚନୀ ମଣ୍ଡଳ ପାଇଁ ପୁଣି ଆରମ୍ଭ ହୋଇଛି ରାଜନୀତି । ଧାମନଗର ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା…

ବିଜ୍ଞାପନକୁ ନେଇ ବିବାଦ: ଧର୍ମୀୟ ଭାବନାକୁ ଆହତ ଅଭିଯୋଗରେ ଟ୍ରୋଲ ହେଲେ ଆମୀର ଖାନ-କିଆରା ଆଡଭାନୀ

ମୁମ୍ବାଇ: ଅଭିନେତା ଅମିର ଖାନ୍ ଏବଂ କିଆରା ଆଡଭାଣିଙ୍କ ଏକ ବିଜ୍ଞାପନ ଏବେ ଖୁବ୍ ଭାଇରାଲ ହେଉଛି। ଦୁହେଁ ଏହି ଭିଡିଓରେ ବର-କନ୍ୟା ବେଶରେ ନଜର ଆସିଛନ୍ତି। ଏହି ବିଜ୍ଞାପନ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ପ୍ରକାର…

ପିଏନବି ଗ୍ରାହକଙ୍କ ପାଇଁ ଖୁସିଖବର: ବ୍ୟାଙ୍କ ମାଗଣାରେ ଦେଉଛି ୮ ଲକ୍ଷ ଟଙ୍କାର ଫାଇଦା, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ବଡ଼ ଫାଇଦା ଦେଉଛି । ଯଦି ଆପଣ ମଧ୍ୟ ପିଏନବି ବ୍ୟାଙ୍କର ଗ୍ରାହକ, ତେବେ ଜରୁରୀକାଳୀନ ପରିସ୍ଥିତିରେ…