fbpx
Browsing Category

Top Stories

୯୦ ବର୍ଷରେ ପଦାର୍ପଣ କଲା ଭାରତୀୟ ବାୟୁସେନା: ଚଣ୍ଡୀଗଡ଼ ଆକାଶରେ ନିଜର ଶକ୍ତି ଦେଖାଉଛନ୍ତି ବାୟୁ ବୀର

ଚଣ୍ଡିଗଡ: ଆଜି ହେଉଛି ୯୦ ତମ ଭାରତୀୟ ବାୟୁସେନା ଦିବସ । ଶତ୍ରୁ ଦେଶକୁ ମାତ ଦେବା ପାଇଁ ସଦା ସର୍ବଦା ପ୍ରସ୍ତୁତ ରହୁଥିବା ଭାରତୀୟ ବାୟୁସେନା ଆଜି ୯୦ ବର୍ଷରେ ପଦାର୍ପଣ କରିଛି । ତେବେ ଭାରତୀୟ ବାୟୁ ସେନା ହେଉଛି…

ଦ୍ୱିତୀୟ ଦିନିକିଆ ଦେଖିିବେ M S Dhoni! ରାଞ୍ଚିରେ ହେବ ଭାରତ-ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଯୁଦ୍ଧ

ରାଞ୍ଚି: ଦ୍ୱିତୀୟ ଦିନିକିଆ ପାଇଁ ଏବେ ରାଞ୍ଚିରେ ପହଞ୍ଚି ସାରିଛି ଭାରତୀୟ କ୍ରିକେଟ ଟିମ । ଏଠାରେ ସିରିଜର ଦ୍ୱିତୀୟ ମ୍ୟାଚ ଖେଳିବେ ଭାରତ-ଦକ୍ଷିଣ ଆଫ୍ରିକା । ଶିଖର ଧୱନଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

Airtel 5G ଏହି ସ୍ମାର୍ଟଫୋନରେ କାମ କରିବ: ଜାଣନ୍ତୁ ଆପଣଙ୍କ ଫୋନ ବିଷୟରେ…

ନୂଆଦିଲ୍ଲୀ: ଦେଶର ମୋଟ ୮ଟି ସହରରେ ଆରମ୍ଭ ହୋଇଛି ଏୟାରଟେଲ ଫାଇଭ-ଜି ପ୍ଲସ ସେବା । ରାଜଧାନୀ ଦିଲ୍ଲୀ, ବାରଣାସୀ ସମେତ ୮ଟି ସହରର ୟୁଜର୍ସ ଏବେ ଏହାର ଲାଭ ଉଠାଇ ପାରୁଛନ୍ତି । ଏବେ ୟୁଜର୍ସମାନଙ୍କୁ ଏହି ୫ଜି ସେବା…

ଶନିବାର ଦିନ ୫ ରାଶିର ଲୋକ ଆପଣାନ୍ତୁ ଏହି ଉପାୟ: ପଡ଼ିବନି ଶନିଦେବଙ୍କ ଅଶୁଭ ପ୍ରଭାବ

ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ । କୁହାଯାଏ ଯେ, ଶନି ଦେବ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଅନୁଯାୟୀ ଫଳ ଦିଅନ୍ତି । ଯେଉଁମାନେ ଭଲ କାମ କରନ୍ତି ସେମାନେ ଶୁଭ ଫଳ ପାଆନ୍ତି…

ଛିଡା ହେବାପରେ ହଠାତ୍ ମୁଣ୍ଡ ବୁଲାଇ ଦେଉଛି କି ? ହୋଇଯାଆନ୍ତୁ ସତର୍କ, ହୋଇପାରେ ଏହି ସମସ୍ୟା

ଆଜିକାଲିର ଅସ୍ୱସ୍ଥ୍ୟକର ଜୀବନ ଶୈଳୀ ଏବଂ ଭୁଲ ଖାଦ୍ୟ ଅଭ୍ୟାସ କାରଣରୁ ଆମେ ଅନେକ ପ୍ରକାର ଶାରିରୀକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯାହାଫଳରେ ଆମକୁ ଅନେକ ରୋଗ ହେବାର ଆଶଙ୍କା ରହିଥାଏ । ତେବେ ଆପଣ ଅନେକ ସମୟରେ ନଜର…

ଚଳିତମାସରେ ବିକ୍ରି ହେବାକୁ ଯାଉଛି ବଡ଼ ସରକାରୀ ବ୍ୟାଙ୍କ ! ପ୍ରସ୍ତୁତି ଆରମ୍ଭ, ଆପଣଙ୍କର ନାହିଁ ତ ଆକାଉଣ୍ଟ ?

ନୂଆଦିଲ୍ଲୀ: ଘରୋଇଗରଣ ବିରୋଧରେ ସରକାରୀ କର୍ମଚାରୀମାନେ ଲଗାତାର ଧର୍ମଘଟ କରିବାରେ ଲାଗିଛନ୍ତି । ଏହା ପରେ ବି ସରାକର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସରକାର ଚଳିତମାସରେ ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ କରିବାକୁ…

ଗ୍ୟାସ୍ ସିଲିଣ୍ଡରକୁ ନେଇ ଆସିଲା ନୂଆ ନିୟମ: କେବଳ ଏହି ଲୋକଙ୍କୁ ମିଳିବ ସବସିଡିର ଟଙ୍କା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ବର୍ଷକରେ କେତୋଟି ସିଲିଣ୍ଡର ନେଇପାରିବେ ଜାଣିଛନ୍ତି କି ? ଏହାକୁ ନେଇ ନିୟମ ଜାରି ହୋଇଛି । ତେବେ ଆସନ୍ତୁ…

କେମିତି ହେଲା ମୃତ୍ୟୁ ଆଉ କେମିତି ଥିଲା ଶେଷ ୧୨ ଘଣ୍ଟା ? ସ୍ୱାମୀ ବିବେକାନନ୍ଦଙ୍କ ମୃତ୍ୟୁକୁ ନେଇ ରହିଛି ଅନେକ ପ୍ରଶ୍ନ…

ନିଜର ଶବ୍ଦ, ମୁହଁର ଚମକ ଏବଂ ବୁଦ୍ଧି କାରଣରୁ ସମସ୍ତଙ୍କ ମନରେ ଆଜି ପର୍ଯ୍ୟନ୍ତ ଜଣେ ମହାନ ପୁରୁଷ ହୋଇ ରହିପାରିଛନ୍ତି ସ୍ୱାମୀ ବିବେକାନନ୍ଦ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ, ଲାଲ ବାହାଦୁର ସାସ୍ତ୍ରୀ ଏବଂ…

ଗାଙ୍ଗୁଲିଙ୍କ ଚେୟାରରେ ବସିବେ ରୋଜର ବିନ୍ନୀ! ହେବେ BCCIର ନୂଆ ଅଧ୍ୟକ୍ଷ

ମୁମ୍ବାଇ: ଆସନ୍ତା ୧୮ ତାରିଖ ଦିନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ବର୍ତ୍ତମାନ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ଥିବା ବେଳେ ସେ ପୁଣି ଏହି ପଦରେ ରହିବେ…

୧୩ରୁ ଯୁକ୍ତ ୩, ୧୭ରୁ ପିଜି ପ୍ରଥମ ବର୍ଷ ପାଠପଢା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୩ ତାରିଖରୁ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ସେହିପରି ୧୭ ତାରିଖରୁ ପିଜି ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ଏସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା…