Browsing Category

Top Stories

ଭିକାରୀ ମହିଳାଙ୍କ ପାଖରୁ ବାହାରିଲା କୋଟିଏ ଟଙ୍କାର କ୍ୟାସ ଏବଂ ଦାମୀ କାର, ପୋଲିସ ନେଲା ଆକ୍ସନ

ନୂଆଦିଲ୍ଲୀ: ସଡ଼କ କଡ଼ରେ ବସୁଥିବା ଜଣେ ଭିକାରୀ ମହିଳାଙ୍କୁ ଗିରଫ କରିବା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି । ମହିଳାଙ୍କ ପାଖରେ ଭାରି ରକମର କ୍ୟାସ ମିଳିଛି । ଖାଲି ଏତିକି ନୁହେଁ ତାଙ୍କ ନିକଟରୁ ଗୋଟେ ଦାମି କାର ମଧ୍ୟ…

୩୦% ମହଙ୍ଗା ହେବ କେବୁଲ୍ ଏବଂ DTH ବିଲ୍! ଅସନ୍ତୋଷ ବ୍ୟକ୍ତ କଲେ ଟିଭି ଅପରେଟର, ଏବେ କୋର୍ଟ କରିବେ ଶୁଣାଣି

ନୂଆଦିଲ୍ଲୀ: ଟେଲିକମ୍ ରେଗୁଲେଟରୀ ଅଥରିଟୀ(ଟ୍ରାଇ) ଟିଭି ଚ୍ୟାନେଲ୍‌ର ଦାମ୍‌କୁ ନେଇ ଏକ ନୂଆ ଟାରିଫ ଅର୍ଡର ଜାରି କରିଛନ୍ତି। ଏହି ଆଦେଶ ସମସ୍ତ ଟିଭି ଅପରେଟର ଏବଂ କେବୁଲ୍ ଅପରେଟରଙ୍କ ଉପରେ ଫେବୃଆରୀ ୧ ତାରିଖରୁ…

ଲଣ୍ଡନରେ ଭଡ଼ାଟିଆଙ୍କୁ ମହଙ୍ଗା ମାଡ଼, ମାସିକ ଏତିକି ଟଙ୍କା ଦବାକୁ ପଡୁଛି ରେଣ୍ଟ

ଲଣ୍ଡନ: ବର୍ତ୍ତମାନ ଲଣ୍ଡନରେ ଭଡ଼ାଟିଆ ମାନଙ୍କୁ ମହଙ୍ଗା ମାଡ଼ ହୋଇଛି । ସେଠାରେ ଘର ଭଡ଼ା ହାରିହାରି ମାସିକ ୨,୫୦.୦୦ ଟଙ୍କାରେ ରେକର୍ଡ ସୃଷ୍ଟି କରିଛି । ଲଣ୍ଡନରେ ରହିବା ଦର ଶେଷ ଶୀର୍ଷ ରେ ରହିଛି । ତେବେ ବ୍ରିଟିଶ…

ଆଦାନି କମ୍ପାନୀଗୁଡିକର ସେୟାରରେ LICର ୧୮,୬୪୭ କୋଟି ବୁଡ଼ିଗଲା, ଦୁଇ ଦିନରେ ସ୍ଥିତି ବେହାଲ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିସର୍ଚ୍ଚ ପ୍ରକାଶ ପାଇବା ପରେ ଦୁଇ ଦିନରେ ଆଦାନୀ ସମୁହର ପ୍ରାୟ ୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇ ସାରିଲାଣି। ନିବେଶକମାନେ ସେମାନଙ୍କର ଟଙ୍କା ଆଦାନୀ ସମୁହରୁ କାଢି ନେଉଛନ୍ତି। ଏହାରି…

BJDର ଜଣେ ତୁଙ୍ଗ ନେତା ହୁସେନ ରବିଗାନ୍ଧୀଙ୍କ ପରଲୋକ

ଭୁବନେଶ୍ୱର: ରାଜନେତା ତଥା କବି ହୁସେନ ରବିଗାନ୍ଧୀଙ୍କ ପରଲୋକ ଘଟିଛି । ସୂଚନା ମୁତାବକ, କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ବିଶିଷ୍ଟ ସାହିତ୍ୟିକ ହୁସେନ ରବିଗାନ୍ଧୀ । ୭୫ ବର୍ଷ ବୟସରେ କଟକ ଏସସିବିରେ…

ଗୁଜୁରାଟ ଦଙ୍ଗାକୁ ରୋକିଥିଲେ ପିଏମ୍ ମୋଦୀ, BBC ଡକ୍ୟୁମେଣ୍ଟାରୀ ଅପମାନଜନକ: UK ସାଂସଦ

ନୂଆଦିଲ୍ଲୀ: ଗୁଜୁରାଟ ଦଙ୍ଗା ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ସମଗ୍ର ଦେଶରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଏବେ ଏହି ଡକ୍ୟୁମେଣ୍ଟାରୀକୁ ନେଇ ବ୍ରିଟେନ ସଂସଦର ସଦସ୍ୟ ବବ ବ୍ଲାକମ୍ୟାନ୍ ଏକ ବଡ଼ ବୟାନ…

ଆଦାନୀଙ୍କୁ ଟକ୍କର ଦେଇଥିବା ବ୍ୟକ୍ତି କିଏ ? ଯିଏ ଆଦାନୀ ସମୂହର ସାମ୍ରାଜ୍ୟକୁ ଦୋହଲାଇଦେଲା!

ନୂଆଦିଲ୍ଲୀ: ଆମେରିକାର ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ସାମାଜ୍ୟକୁ ଦୋହଲାଇ ଦେଇଛନ୍ତି । ଏହି ରିସର୍ଚ୍ଚ ଫାର୍ମ ଆଦାନୀ ସମୁହ ଉପରେ ଅନେକ ଗମ୍ଭୀର…

୭୭% ଭାରତୀୟ ମହିଳା ବିବାହ ପରେ ନିଜ ପାର୍ଟନରଙ୍କୁ ଦେଉଛନ୍ତି ଧୋକା: ଡେଟିଂ ଆପ୍ ସର୍ଭେରୁ ଖୁଲାସା

ଆମେମାନେ ପ୍ରାୟତଃ ସୋସିଆଲ ମିଡିଆ କିମ୍ବା ଖବରକାଗଜରେ ପରକୀୟା ପ୍ରୀତି ବିଷୟରେ ପଢ଼ିଥାଉ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବେ କି, ଭାରତରେ ପରକୀୟା ପ୍ର୍ରୀତି ବା ଅନୈତିକ ସମ୍ପର୍କ ମାମଲା ପ୍ରତିଦିନ ବଢ଼ିବାରେ ଲାଗିଛି ।…

ଏକାସାଙ୍ଗରେ ପଡୁଛି OPSC ଓ UPSC ପରୀକ୍ଷା: ତ୍ରୁଟିପୂର୍ଣ୍ଣ ପରୀକ୍ଷାସୂଚୀକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ବିଚିତ୍ର ପରୀକ୍ଷା ସୂଚୀ ଏବେ ନିଯୁକ୍ତି ଆଶାୟୀଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଯାଉଛି। ଏହାକୁ ନେଇ ଆଶାୟୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଓପିଏସ୍‌ସି କର୍ତ୍ତୃପକ୍ଷ…

(Video) ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ: ଡାକ୍ତର ଦମ୍ପତି ସମେତ ଜୀଅନ୍ତା ଜଳିଗଲେ ୬ ଜଣ

ଧାନବାଦ: ଝାଡ଼ଖଣ୍ଡର ଧାନବାଦ ଅନ୍ତର୍ଗତ ପୁରୁଣା ବଜାରସ୍ଥିତ ହଜ୍ରା ଡାକ୍ତରଖାନାରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହେବା ଫଳରେ ୨ ଡାକ୍ତରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବଡ଼ ଅଘଟଣରେ ଡାକ୍ତର…