Browsing Category

Top Stories

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦର୍ଶନ କଲେ ପହଣ୍ଡି ବିଜେ

ପୁରୀ: ଆଜି ପବିତ୍ର ସ୍ନାନପୂର୍ଣ୍ଣିମା। ଏନେଇ ପୁରୀ ବଡ଼ଦାଣ୍ଡରେ ଜନ ସମୁଦ୍ର ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ପୁରୀରେ ପହଞ୍ଚଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମଙ୍ଗଳ ଆଳତି ଦର୍ଶନ କରିଛନ୍ତି।…

ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ: ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଏହି ପରୀକ୍ଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ ସକ୍ରିୟ କୋଭିଡ-୧୯ ମାମଲା ୭,୦୦୦ ଅତିକ୍ରମ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟୁଥିବା ମନ୍ତ୍ରୀମାନଙ୍କ ପାଇଁ RT-PCR ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ…

ରୂପା ଭାଙ୍ଗୁଛି ରେକର୍ଡ ପରେ ରେକର୍ଡ, ଦୀପାବଳି ସୁଦ୍ଧା ମୂଲ୍ୟ ୧.୩୦ ଲକ୍ଷ ଟପିଯିବ!

ନୂଆଦିଲ୍ଲୀ: ରୂପାର ଚମକ ଆଜିକାଲି ନିବେଶକମାନଙ୍କୁ ଆକର୍ଷିତ କରୁଛି । ଲଗାତାର ରେକର୍ଡ ଭାଙ୍ଗି ଆସୁଥିବା ରୂପାର ମୂଲ୍ୟ ଏବେ ନୂତନ ଶିଖର ଆଡକୁ ଗତି କରୁଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଦୀପାବଳି…

ଶାଶୁଘରେ ପହଞ୍ଚିପାରିଲା ନାହିଁ ନବ ବଧୂ, ଶୋକରେ ପରିଣତ ହେଲା ବିବାହ ଉତ୍ସାହ, ଭୟଙ୍କର ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ୫ ମୃତ

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁର ଜିଲ୍ଲାରୁ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଖୁସି ଥିବା ପରିବାର ଦୁଃଖରେ ପରିଣତ ହୋଇଛି। ୧୪୮ ନମ୍ବର ଜାତୀୟ ରାଜପଥରେ ଏକ ଦ୍ରୁତଗତିରେ ଟ୍ରକ୍ ଆସି ଟ୍ରାଭେଲର ଉପରେ…

Paytm, Google Pay, PhonePe ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଅଗଷ୍ଟ ୧ ତାରିଖରୁ, ୟୁଜରମାନେ ଏହି କାମ କରିପାରିବେ ନାହିଁ…

ନୂଆଦିଲ୍ଲୀ: ଗୁଗୁଲ୍ ପେ, ଫୋନପେ, ପେଟିଏମ୍ ଭଳି ଆପ୍ ବ୍ୟବହାର କରୁଥିବା କୋଟି କୋଟି ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଅଗଷ୍ଟ ୧ ତାରିଖରୁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଏହାର ଆପ୍ଲିକେସନ…

“ଆମେ ଏବେ ଶାରୀରିକ ସମ୍ପର୍କ ରଖି ପାରିବା ନାହିଁ”, ଚଉଠି ରାତିରେ ରାଜାଙ୍କୁ ଏମିତି ଭୂଆଁ ବନାଇଥିଲେ ସୋନମ

ନୂଆଦିଲ୍ଲୀ: ଇନ୍ଦୋରର ପରିବହନ ବ୍ୟବସାୟୀ ରାଜା ରଘୁବଂଶୀ ଜୁନ୍ 2 ତାରିଖରେ ସୋନମ ରଘୁବଂଶୀଙ୍କୁ ବିବାହ କରି ଖୁବ ଖୁସି ଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ, ଯାହାଙ୍କ ସହିତ ସେ ସୁନ୍ଦର ସ୍ୱପ୍ନ ଦେଖିଥିଲେ, ସେ ତାଙ୍କୁ…

(Video) ରାଜା ରଘୁବଂଶୀ ହତ୍ୟା ମାମଲାର ଅଭିଯୁକ୍ତଙ୍କ ଉପରେ ରାଗିଗଲେ ବ୍ୟକ୍ତି, କ୍ୟାମେରା ସାମ୍ନାରେ ଚାପୁଡ଼ା ମାରିଲେେ

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଇନ୍ଦୋରର ଦେବୀ ଅହଲ୍ୟାବାଇ ହୋଲକର ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ରାଜା ରଘୁବଂଶୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ସେଠାରେ ଉପସ୍ଥିତ ଜଣେ ଯାତ୍ରୀ…

୧୦ ଦିନ ପରେ ପୁଣି ଫାଇନାଲ ଖେଳିବେ ଶ୍ରେୟସ ଆୟର, ଏଥର ଟ୍ରଫି ପକ୍କା!

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ଜୁନ୍ ୧୨ ତାରିଖରେ ଆଉ ଏକ ଫାଇନାଲ୍ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଏଥର ସେ ଜୁନ୍ ୧୨ ତାରିଖରେ ୱାଙ୍ଖେଡେ ଷ୍ଟାଡିୟମ୍ ପଡ଼ିଆରେ ଟାଇଟଲ୍ ଜିତିବାକୁ ପ୍ରବେଶ କରିବେ…

Axiom Mission-4 ପୁଣି ହେଲା ସ୍ଥଗିତ, ଶୁଭାଂଶୁ ଶୁକ୍ଳାଙ୍କୁ ଆଜି ସନ୍ଧ୍ୟାରେ ଭରିବାର ଥିଲା ଉଡାଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯିବା ସ୍ୱପ୍ନରେ ବ୍ରେକ୍ ଲାଗିଛି। ଶୁଭାଂଶୁ ଏବଂ ଅନ୍ୟ ୩ ଜଣଙ୍କୁ ନେଇ ଇଣ୍ଟରନେସନାଲ ସ୍ପେସ ଷ୍ଟେସନ ଯିବାକୁ ଥିବା ଅକ୍ସିଓମ-୪କୁ ସ୍ଥଗିତ…

ଅଫିସ ହେଉ କି ମଲ୍…ଏବେ 20°C ତଳେ ଚାଲିବନି AC!

ନୂଆଦିଲ୍ଲୀ: ଭାରତରେ ଏସି ବ୍ୟବହାରକୁ ନେଇ ଏକ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଛି । ଏବେ ଏସିର ତାପମାତ୍ରା 20 ଡିଗ୍ରୀ ସେଲସିୟସ୍ ରୁ କମ୍ ଏବଂ 28 ଡିଗ୍ରୀ ସେଲସିୟସ୍ ରୁ ଅଧିକ ରଖାଯାଇପାରିବ ନାହିଁ । ସେ ଘର,…