Browsing Category

Top Stories

ସାପ ବୋଲି କ’ଣ ମୋର ହୃଦୟ ନାହିଁ: ଭୋକରେ ଛଟପଟ ହୋଇ ମରିଗଲା ପଛେ ଛୁଆଙ୍କୁ ଖାଇଲାନି ନାଗୁଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏ ଦୁନିଆରେ ମାଆକୁ ସବୁଠାରୁ ଉଚ୍ଚସ୍ଥାନ ଦିଆଯାଇଥାଏ । କାରଣ ଗୋଟିଏ ମାଆ ତା’ର ଛୁଆକୁ ଜନ୍ମ ଦେବା ପାଇଁ ଯେଉଁ କଷ୍ଟ ସହ୍ୟ କରେ ତାହା ଆଉ କାହା ପକ୍ଷେ ସମ୍ଭବ ହୋଇନଥାଏ । ତେବେ କେବଳ ମଣିଷ…

ରାସ୍ତାରେ ଦୁଇ ଯୁବତୀଙ୍କୁ KISS କରୁଥିବାର ଦେଖି ନିଜକୁ ରୋକି ପାରିଲେନି ମହିଳା: କରିଦେଲେ ଏମିତି କାମ

ନୂଆଦିଲ୍ଲୀ: ଭାରତରେ KISS କରିବାକୁ ଏକ ଖରାପ ନଜରରେ ଦେଖାଯାଏ । ଏହାକୁ ପ୍ରାଇଭେଟ ଆକ୍ଟିଭିଟି ଭାବରେ ଗ୍ରହଣ କରାଯାଇଛି । କିନ୍ତୁ ବିଦେଶରେ ଏହା ଏକ ସାଧାରଣ କଥା । ବାହାର ଦେଶରେ ପବ୍ଲିକ ପ୍ଲେସରେ ମଧ୍ୟ କରୁଥିବାର…

ସବୁଦିନ ପାଇଁ ଆଖି ବୁଜିଲେ DSP, SI ଓ Constable: ହରିୟାଣା, ଝାଡ଼ଖଣ୍ଡ ପରେ ଗୁଜରାଟରେ ଜଣେ ପୋଲିସଙ୍କୁ ହତ୍ୟା କଲେ ଅପରାଧୀ

ନୂଆଦିଲ୍ଲୀ: ନିକଟରେ ଖାକି ଉପରେ ଅପରାଧୀଙ୍କର ଜୁଲମ୍ ବଢ଼ିବାରେ ଲାଗିଛି । ଗତକାଲି ହରିୟାଣାର ଜଣେ ଜଣେ ଡିଏସପିଙ୍କୁ ଅପରାଧୀମାନେ ବୀଭତ୍ସ ଭାବେ ହତ୍ୟା କରିଥିଲେ । ଆଜି ଝାଡ଼ଖଣ୍ଡର ଜଣେ ଏସଆଇ ଦୁର୍ବୃତ୍ତଙ୍କ ଦ୍ୱାରା…

ଟମାଟୋ କିଲୋ ୩ ଟଙ୍କା: ତଥାପି ବିକ୍ରି ନହେବାରୁ ଏମିତି କଲେ ଚାଷୀ

ନୂଆଦିଲ୍ଲୀ: ଗତ ମାସରେ ଟମାଟୋ ଦର ପ୍ରାୟ ୨୯ ପ୍ରତିଶତ ହ୍ରାସ ପାଇଛି । ଏହା ଗ୍ରାହକମାନଙ୍କୁ ଚିନ୍ତାରୁ ମୁକ୍ତି ମିଳିଥିଲେ ମଧ୍ୟ ଚାଷୀମାନଙ୍କ ପାଇଁ ଫସଲର ଖର୍ଚ୍ଚ ବାହାର କରିବା ମଧ୍ୟ ମୁସ୍କିଲ ହୋଇ ପଡୁଛି ।…

ମଧ୍ୟାନ୍ନ ଭୋଜନ ଦୁର୍ନୀତି ପ୍ରସଙ୍ଗ ନେଇ ବିଧାନସଭା ହୁଲସ୍ତୁଲ, କାଠଗଡାରେ ସରକାର

ଭୁବନେଶ୍ୱର: ମଧ୍ୟାନ୍ନ ଭୋଜନରେ ବଡ ଦୁର୍ନୀତି। ପ୍ରତି ବସ୍ତାରେ ଗାଏବ୍ ହେଇଯାଉଛି୨/୩କେଜି ଚାଉଳ। ଆଉ ପିଲାଙ୍କ ପେଟରେ ପଡୁଛି ଲାତ। ଅନେକ ଦିନ ଧରି ଏହି ବିଷୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଶୋଇ ରହିଥିଲେ ସରକାର।…

ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ, ପ୍ରତିବାଦ ବେଳେ ଉଠାଇନେଲା ପୋଲିସ

ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି କରି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ । ରୁଚିକାଙ୍କୁ ନ୍ୟାୟ ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ…

ରାଉରକେଲା NITରେ ଭୟଙ୍କର ଅଗ୍ନିକାଣ୍ଡ

ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ବା ଏନଆଇଟି ଇଲେକ୍ଟ୍ରିକାଲ ବିଭାଗରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ…

(Video)ମହିଳା ସାଂସଦ ‘ବାହୁବଳୀ’ ଷ୍ଟାଇଲରେ ଉଠାଇଲେ ସିଲିଣ୍ଡର: ମୁଦ୍ରାସ୍ଫୀତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: ମହଙ୍ଗା ଦରଦାମକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କୁ ପୁଣି ଟାର୍ଗେଟ କରିଛି କଂଗ୍ରେସ । ବୁଧବାର ଦିନ ସଂସଦରେ କଂଗ୍ରେସ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଛି । ଏହି ସମୟରେ ଜଣେ ମହିଳା ସାଂସଦ ଗ୍ୟାସ…

ସରକାରୀ ସ୍କୁଲରେ ପିଲା ପିଛା ଟଙ୍କା ଖର୍ଚ୍ଚର ହିସାବ: ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହରେ ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ବିରୋଧୀଙ୍କ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ସରକାରୀ ସ୍କୁଲରେ ପିଲାଙ୍କ ମୁଣ୍ଡପିଛା…

ଅଯଥା ଗୃହର ସମୟ ନଷ୍ଟ କରନ୍ତୁ ନାହିଁ, ସଂକ୍ଷିପ୍ତ ବିବୃତି ରଖିବାକୁ ପରାମର୍ଶ

ଭୁବନେଶ୍ୱର: ମନ୍ତ୍ରୀଙ୍କ ଲମ୍ବା ଉତ୍ତରକୁ ନେଇ ବିରକ୍ତି ପ୍ରକାଶ କଲେ ବାଚସ୍ପତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦଶ ୧୦ ମିନିଟ ଧରି ଗୃହରେ ଉତ୍ତର ପଢିବାରୁ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି ବିକ୍ରମ। ମନ୍ତ୍ରୀଙ୍କୁ…