Browsing Category

Top Stories

ଏସବିଆଇ, ଏଚଡିଏଫସି ଏବଂ ଆଇସିଆଇସିଆଇ ବ୍ୟାଙ୍କ୍ ଗ୍ରାହକଙ୍କ ପାଇଁ ବଡ ଖବର, ଅର୍ଥମନ୍ତ୍ରୀ କଲେ ଏହି ଘୋଷଣା

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ସରକାର ଏବଂ ବ୍ୟାଙ୍କ୍ ମାନଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ୍ ସେବାକୁ ସହଜ କରିବା ପାଇଁ ନିରନ୍ତର ଭାବରେ ପ୍ରୟାସ ଜାରି ରହିଛି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍‌କୁ…

ରୁଚିକାକୁ ନ୍ୟାୟ ଦାବିରେ ଧାରଣା ଜାରି: ଅଟକାଇ ପାରିଲାନି ମୁଷାଳଧାରା ବର୍ଷା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରୁଚିକା ଆତ୍ମହତ୍ୟା ଘଟଣାରେ ବିକ୍ଷୋଭ ଜାରି ରହିଛି । ଗତ ତିନି ଦିନରୁ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି ରୁଚିକା ମା ଏବଂ ପରିବାର ସମେତ କଲେଜର ଛାତ୍ରଛାତ୍ରୀ । ଲଘୁଚାପ ଜନିତ…

ମୁମ୍ବାଇରେ ଲଗାଣ ବର୍ଷା: ଯାତାୟତ ବାଧାପ୍ରାପ୍ତ, ପହଞ୍ଚିଲା ଏନଡିଆରଏଫର ୫ଟିମ୍

ମୁମ୍ବାଇ: ଲଗାଣ ବର୍ଷା କାରଣରୁ ଜଳମଗ୍ନ ହୋଇଛି ମୁମ୍ବାଇ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆସନ୍ତା କିଛି ଦିନ ପାଇଁ ଲଗାଣ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ…

ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ: ଖୋର୍ଦ୍ଧା ଜିଲ୍ଲାକୁ ନେଇ ବଢୁଛି ଚିନ୍ତା

ଭୁବନେଶ୍ୱର: ସାରା ରାଜ୍ୟରୁ ଏବେ କୋଭିଡ ପଜିଟିଭ ସଂଖ୍ୟାରେ ଧିରେ ଧିରେ ବଢିବାରେ ଲାଗିଛି । ଦିଲ୍ଲୀ ଏବଂ ମୁମ୍ବାଇରେ କରୋନା ସଂକ୍ରମଣ ଚିନ୍ତା ବଢାଇଥିବା ବେଳେ ଏବେ ଓଡିଶାରେ ମଧ୍ୟ ଏହାର ଭୟାବହତା ଆରମ୍ଭ ହୋଇଛି ।…

ଟାଟାକୁ ମିଳିଲା ଓଡ଼ିଶାର ଆଉ ଏକ ସରକାରୀ କମ୍ପାନୀ: ଶେଷ ହେଲା ହସ୍ତାନ୍ତର ପ୍ରକ୍ରିୟା

ଓଡ଼ିଶା ଭାସ୍କର: ଓଡ଼ିଶାସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ହସ୍ତାନ୍ତର ପ୍ରକ୍ରିୟା ଜୁଲାଇ ମଧ୍ୟଭାଗରେ ଟାଟା ଗ୍ରୁପ ଫାର୍ମ ଅଧିନକୁ ଯିବାର ଥିବାବେଳେ ଏହି ପ୍ରକ୍ରିୟା ଗତକାଲି ଶେଷ ହୋଇଛି। ବର୍ତ୍ତମାନ ଏହି…

ରାଜ୍ୟରେ ଖାଲିପଡ଼ିଛି ୨.୨୬ ଲକ୍ଷ ପଦବି, ଆଉ ଏକ ନିର୍ବାଚନକୁ ଅପେକ୍ଷା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବିଭାଗରେ ଶତାଧିକ ପଦବୀ ଖାଲି ପଡିଥିବା ଅନେକ ବାର ଖବର ଆସିଥାଏ। କୋଣସି ନିର୍ବାଚନ ପାଖେଇ ଆସିଲେ ସରକାର ନିଯୁକ୍ତି ପାଇଁ ଏତେ ବିଜ୍ଞପ୍ତି ବାହାର କରନ୍ତି ଯେ,…

ଜଳାର୍ଣ୍ଣବ ହେଲା ଲିଙ୍ଗରାଜ ମନ୍ଦିର: ବର୍ଷାପାଣିରେ ବୁଡ଼ିଲା ମନ୍ଦିରର ବାଇଶି ପାହାଚ

ଭୁବନେଶ୍ୱର: ଗତକାଲି ରାଜଧାନୀରେ ହୋଇଥିବା ବର୍ଷାରେ ଲିଙ୍ଗରାଜ ମନ୍ଦିରର ପରିସର ଜଳାର୍ଣ୍ଣବ ହୋଇଯାଇଛି। ମନ୍ଦିରର ବାଇଶି ପାହାଚରୁ ସିଂହଦ୍ୱାର ପର୍ଯ୍ୟନ୍ତ ପାଣି ଜମି ରହିଥିବାରୁ ସେବାୟତ ଏବଂ ଶ୍ରଦ୍ଧାଳୁ ଅସୁବିଧାର…

ରେଳ ଯାତ୍ରୀଙ୍କ ପାଇଁ ବଡ ଖବର, ଟିକେଟ୍ ବୁକିଂର ନିୟମ ବଦଳାଇଲା IRCTC

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତର ଅନେକ ଲୋକେ ଦୈନନ୍ଦିନ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯାତ୍ରାପାଇଁ ଆପଣ ଯଦି ଅନଲାଇନ୍ ଟିକେଟ୍ ବୁକିଂ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ…

ଦେଶରେ ପୁଣି ଆରମ୍ଭ ହେଲାଣି କାରନା ପ୍ରକୋପ: ଚିହ୍ନଟ ହେଲା ୯ ପ୍ରକାରର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: କରୋନା ଭାଇରସରେ ଦେଖାଯାଇଛି ନୂଆ ପରିବର୍ତ୍ତନ। ନୂଆଦିଲ୍ଲୀସ୍ଥିତ ଆଇଜିଆଇବିର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ମତ ଅନୁସାରେ ଦୀର୍ଘ ମାସ ପରେ କରୋନା ଭାଇରସରେ ପରିବର୍ତ୍ତନ ଦେଖାଯାଇଛି। କରୋନା ଭାଇରସ…

ଆଦିତ୍ୟ ଠାକରେଙ୍କ ବ୍ୟତୀତ ୧୪ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନୋଟିସ

ମୁମ୍ବାଇ(ଓଡ଼ିଶା ଭାସ୍କର): ସୋମବାର ଫ୍ଲୋର ଟେଷ୍ଟ ପରେ ଶିବସେନାର ନୂତନ ବିଧାୟକ ଦଳ ନେତା ଭରତ ଗୋଗାଭାଲେ ଉଦ୍ଧବ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଳର ଅନୁଶାସନ ଉଲ୍ଲଂଘନ…