Browsing Category

Top Stories

ମାତ୍ର ୨୫୦ ଟଙ୍କାରେ ଖୋଲନ୍ତୁ ଏହି ଆକାଉଣ୍ଟ: ମିଳିବ ୧୫ ଲକ୍ଷ, ଜାଣନ୍ତୁ କିପରି ?

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଯଦି ଆପଣ ଆପଣଙ୍କ ଝିଅର ଶିକ୍ଷା ଓ ତାଙ୍କ ବିବାହର ଖର୍ଚ୍ଚ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ଏଥିପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ।…

ହତ୍ୟା ମାମଲାରେ ଫସିଲେ ହକି ଖେଳାଳି: ଫ୍ଲାଟରୁ ଉଦ୍ଧାର ହୋଇଥିଲା ମୃତଦେହ

ଭୁବନେଶ୍ୱର: ଫ୍ଲାଟରୁ ମୃତଦେହ ମିଳିବା ପରେ ମାମଲାରେ ଛନ୍ଦି ହୋଇଯାଇଛନ୍ତି ଭାରତୀୟ ହକି ଦଳର ଷ୍ଟାର ଖେଳାଳି ବିରେନ୍ଦ୍ର ଲାକ୍ରା । ବିରେନ୍ଦ୍ରଙ୍କ ସହ ତାଙ୍କ ବାନ୍ଧବୀ ମଧ୍ୟ ଏହି ଘଟଣାର ତଦନ୍ତ ଘେରରେ ଫସିଛନ୍ତି ।…

ଅଗ୍ନିବୀରଙ୍କୁ ରେଲୱେରେ ମିଳିବ ଚାକିରି! ଜାଣନ୍ତୁ କ’ଣ ରହିଛି ସରକାର ଯୋଜନା

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଉତ୍ତେଜନା ମଧ୍ୟରେ ରେଳ ମନ୍ତ୍ରଣାଳୟ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରେ। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଅନେକ ସୁବିଧା…

ଗୁପ୍‌ଚୁପ୍‌ ବିକ୍ରି ଉପରେ ଲାଗିଲା କଟକଣା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ନେପାଳର ରାଜଧାନୀ କାଠମାଣ୍ଡୁ ଘାଟିର ଲଲିତପୁର ମହାନଗରରେ ପାନି ପୁରୀ (ଗୁପଚୁପ ) ବିକ୍ରି ଉପରେ କଟକଣା ଲାଗିଛି । ଏହି ସ୍ଥାନରେ ହଇଜା ହେଉଥିବାରୁ ଗୁପଚୁପକୁ ବନ୍ଦ କରିଦିଆଯାଇଛି। ସହରରେ ଗୁପଚୁପ୍‌…

ବୋହୂ ସହ ଚାଲିଥିଲା ଶଶୁରର ରାସଲୀଳା: ଅଚାନକ୍ ପହଞ୍ଚିଗଲା ପୁଅ, ଆପତ୍ତିଜନକ ସ୍ଥିତିରେ ଦେଖି…

ଅମରୋହ: ଆଜିକାଲି କିଛି ଲୋକଙ୍କ ପାଇଁ ସମ୍ପର୍କରେ କଳଙ୍କ ଲାଗୁଛି । କେଉଁଠି ବାପ-ଝିଅ ନାଁରେ ତ ଆଉ କେଉଁଠି ମା-ପୁଅ ନାଁରେ କଳଙ୍କ ଲାଗୁଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ଅମରୋହରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ…

ହାର୍ଦ୍ଦିକଙ୍କ ନାଁରେ ଯୋଡି ହେଲା ବଡ ରେକର୍ଡ: ଏମିତି କରିବାରେ ହେଲେ ପ୍ରଥମ ଅଧିନାୟକ

ନୂଆଦିଲ୍ଲୀ: ଆରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମ ମ୍ୟାଚରେ ବର୍ଷା କିଛି ସମୟ ପାଇଁ ବାଧା ସୃଷ୍ଟି କରିଥିଲେ ମଧ୍ୟ ଏଥିରେ ବିଜୟ ସହ…

ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା, ସାଥିରେ ଥିଲେ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପରେ ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଯଶୱନ୍ତ ସିହ୍ନା । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ସେ ନିଜର ନାମାଙ୍କନ ଦାଖଲ…

୨ ମାଫିଆ ଭାଇଙ୍କୁ ଝଟକା: ସିଜ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି

ଗଞ୍ଜାମ: କୋଲକାତା ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ କବଜାରେ ୨ ନିଶା ମାଫିଆ । ସମ୍ପର୍କରେ ଏମାନେ ଭାଇ ଭାଇ ହୋଇଥିବା ଜାଣିବାକୁ ମିଳିଛି । ୨ ନିଶା ମାଫିଆଙ୍କ ବିଲ୍ଡିଂରେ ରେଡ କରିବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି…

ବହୁମତ ହରାଇଲା ଉଦ୍ଧବ ସରକାର, ସିନ୍ଦେ ଗୋଷ୍ଠିର ସମର୍ଥନ ପ୍ରତ୍ୟାହାର

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ସଂଖ୍ୟାଗରିଷ୍ଠତା ହରାଇଛି ମହା ବିକାଶ ଅଘାଡ଼ି(ଏମଭିଏ) ସରକାର। ଶିବସେନାର ପାର୍ଟିର ୩୮ ବିଦ୍ରୋହୀ ବିଧାୟକ ସେମାନଙ୍କ ସମର୍ଥନ "ଏମଭିଏ'ରୁ ପ୍ରତ୍ୟାହାର କରିନେଇ ଥିବା…

ଆକ୍ସନ ମୋଡରେ ସମୀର ଦାଶ: ଟାର୍ଗେଟରେ ଶିକ୍ଷକ, ଏଥର ହେବେ ସାବାଡ

କୋଣାର୍କ: ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବେ ଆକ୍ସନ ମୋଡରେ । ଜଣେ ସିଆରସିଙ୍କ ସମେତ ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସମୀର ଦାଶ । ଏଣିକି କାମରେ ଖିଲାପ କରୁଥିବା ଶିକ୍ଷକ…