Browsing Category
Top Stories
ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ପୁରୀ(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି । ଆଉ ୩ ଦିନ ପରେ ରଥଯାତ୍ରା ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ…
ମା ହେବେ ଆଲିଆ ଭଟ୍ଟ, ହସ୍ପିଟାଲରୁ ସେୟାର କଲେ ଫଟୋ
ମୁମ୍ବାଇ(ଓଡ଼ିଶା ଭାସ୍କର): କପୁର ପରିବାରକୁ ଆସିବାକୁ ଯାଉଛନ୍ତି ନୂଆ ଅତିଥି। ବିବାହର ଦୁଇମାସ ପରେ ଗର୍ଭବତୀ ଥିବା ନେଇ ସୂଚନା ଦେଇଛନ୍ତି ଆଲିଆ ଭଟ୍ଟ। ସେ ନିଜ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ପୋଷ୍ଟ କରି ଏହି ଖବର…
ଅଚାନକ ଟିମ ଇଣ୍ଡିଆରେ ଏଣ୍ଟ୍ରି ମାରିଲେ ଦମଦାର ଖେଳାଳି: ଦଳରେ ପାଇବେ ସ୍ଥାନ!
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ ତାରିଖରୁ ବର୍ମିଙ୍ଘମରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଛି ଏକମାତ୍ର ଟେଷ୍ଟ ମ୍ୟାଚ । ଏହି ମ୍ୟାଚ ପୂର୍ବରୁ ଅଧିନାୟକ ରୋହିତ ଶର୍ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ଏହି ମ୍ୟାଚରେ…
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫର୍ମୁଲାରେ ମହାରାଷ୍ଟ୍ରରେ ସରକାର ଗଠନ କରିବ ବିଜେପି, ଜାଣନ୍ତୁ କ’ଣ ରହିଛି ଯୋଜନା
ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ଭିତରେ ଉଦ୍ଦବ ଠାକରେଙ୍କ ସରକାର ଆଉ କେତେ ଦିନ ତିଷ୍ଠିବ ତାହା କହିବା ମୁସ୍କିଲ୍। ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକ ଗୁଆହାଟିର…
ପୁଣି ମାଡ଼ିଲା କରୋନା: ଦିନକରେ ଦେଶରୁ ବାହାରିଲେ ୧୭ ହଜାର ପଜିଟିଭ୍, ଜାଣନ୍ତୁ ଓଡ଼ିଶାରୁ କେତେ ?
ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଭାଇରସ୍ ପୁଣିଥରେ ବ୍ୟାପିବାରେ ଲାଗିଛି । ଦିନକୁ ଦି ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭,୦୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣଙ୍କର…
ଯୁବପିଢ଼ିଙ୍କୁ ମାଇଗ୍ରେନର ବିପଦ ସବୁଠାରୁ ଅଧିକ: ଲକ୍ଷଣ ଓ ଏଥିରୁ ରକ୍ଷା ପାଇବାର ଉପାୟ କହିଲେ ବିଶେଷଜ୍ଞ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମାଇଗ୍ରେନର ସମସ୍ୟା ଲଗାତାର ଭାବେ ବଢ଼ିବାରେ ଲାଗିଛି । ସବୁ ବୟସର ଲୋକମାନେ ଅଧିକରୁ ଅଧିକ ମାଇଗ୍ରେନର ଶିକାର ହେଉଛନ୍ତି । ମାଇଗ୍ରେନରେ ପ୍ରବଳ ମୁଣ୍ଡବିନ୍ଧା, ବାନ୍ତି ଏବଂ ମୁଣ୍ଡ…
ଶିଖର ବୈଠକରେ ପୁଟିନଙ୍କ ଫୁଙ୍ଗୁଳା ଦେହକୁ ପରିହାସ କଲେ ଜି୭ ନେତା
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଘୋଡା ଚଢିଥିବା ଫୁଙ୍ଗୁଳା ଦେହ ଫଟୋକୁ ସମାଲୋଚନା କରିଛନ୍ତି ଜି୭ ନେତା। ଜର୍ମାନୀର ମୁନିକଠାରେ ଅନୁଷ୍ଠିତ ଜି୭ ବୈଠକରେ ବ୍ରିଟେନର…
୧ ଟଙ୍କାର ନୋଟ୍ ଆପଣଙ୍କୁ କିଛି ମିନିଟରେ କୋଟିପତି କରିଦେବା! ଗୋଟିଏ ନୋଟ୍ ପାଇଁ ମିଳିବ ୭ ଲକ୍ଷ, ଜାଣନ୍ତୁ କିପରି?
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଯଦି ଆପଣ ପୁରୁଣା ନୋଟ୍ ଏବଂ ମୁଦ୍ରା ସଂଗ୍ରହ କରିବାକୁ ପସନ୍ଦ କରନ୍ତି, ତେବେ ଏହି ବିଶେଷ ଖବର କେବଳ ଆପଣଙ୍କ ପାଇଁ। ଯଦି ଆପଣ ମଧ୍ୟ ଘରେ ବସି ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି, ତେବେ…
ପୋଷ୍ଟ ଅଫିସର ସାନଦାର୍ ଯୋଜନା: ପ୍ରତିଦିନ ୫୦ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ
ନୂଆଦିଲ୍ଲୀ: ଭାରତୀୟ ପୋଷ୍ଟ ଅଫିସ୍ ଅନେକ ପ୍ରକାରର ସଞ୍ଚୟ ଯୋଜନା ଚଳାଉଛି । କୋଟି କୋଟି ଲୋକ ପୋଷ୍ଟ ଅଫିସ ଯୋଜନାରେ ନିବେଶ କରି ଭଲ ରିଟର୍ଣ୍ଣ ପାଉଛନ୍ତି । ଏଥିପାଇଁ ଲୋକମାନେ ପୋଷ୍ଟ ଅଫିସର ଯୋଜନାରେ ଟଙ୍କା ନିବେଶ…
ଘଣ୍ଟାପ୍ରତି ୨୦୦ରୁ ଅଧିକ ସ୍ପିଡ୍ରେ ବଲ୍ ପକାଇଲେ ଭୁବନେଶ୍ୱର କୁମାର, ଭାଙ୍ଗିଲେ ଶୋଏବ ଅଖତରଙ୍କ ବିଶ୍ୱ ରେକର୍ଡ!
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କ୍ରିକେଟ୍ରେ ସବୁଠୁ ଦ୍ରୁତ ଗତିରେ ବଲ୍ ପକାଇବାର ରେକର୍ଡ ପାକିସ୍ତାନର ଶୋଏବ ଅଖ୍ତରଙ୍କ ନାମରେ ରହିଛି। ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ସେ ଘଣ୍ଟା ପ୍ରତି ୧୬୧.୩ ବେଗରେ ବଲ୍ ପକାଇଥିଲେ।…