Browsing Category
Top Stories
ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ: ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବକ, ବରିଷ୍ଠ ଏନଡିଏ ନେତା ଉପସ୍ଥିତ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ଦ୍ରୌପଦୀ ମୁର୍ମୁ। ମୁର୍ମୁ ପ୍ରଥମେ ସଂସଦରେ ପହଁଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ…
ଗୋଟିଏ ଗୋଡ଼ରେ କେତେ ସମୟ ହୋଇପାରିବେ ଠିଆ? ଏହି ଟେଷ୍ଟ କହିବ-କେତେ ବର୍ଷ ବଞ୍ଚିବେ ଆପଣ!
ନୂଆଦିଲ୍ଲୀ: ମଧ୍ୟମ ବୟସର ଲୋକ, ଯେଉଁମାନେ ଅତିକମରେ ୧୦ ସେକେଣ୍ଡ ପାଇଁ ଗୋଟିଏ ଗୋଡ଼ରେ ଠିଆ ହୋଇପାରନ୍ତି ନାହିଁ, ସେମାନଙ୍କଠାରେ ଏକ ଦଶନ୍ଧିରେ ମଧ୍ୟରେ ମୃତ୍ୟୁର ଆଶଙ୍କା ବଢ଼ିଯାଏ । ନିକଟରେ ବ୍ରିଟିଶ ଜର୍ଣ୍ଣାଲ ଅଫ…
ସଂସଦ ଭବନରେ ପହଁଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନାମାଙ୍କନପତ୍ର ଦାଖଲ କରିବାକୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସଂସଦ ଭବନରେ ପହଞ୍ଚିଲେ। ମୁର୍ମୁଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,…
(Video) ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲା: ଥାନାରେ ବୟଫ୍ରେଣ୍ଡ ସନ୍ତୋଷଙ୍କୁ ଜେରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ଚାଲିଛି ଛାନଭିନ୍ । ଏହାରି ମଧ୍ୟରେ ନୟାପଲ୍ଲୀ ଥାନାରେ ହାଜର ହୋଇଛନ୍ତି ସନ୍ତୋଷ ପାତ୍ର । ଏସିପିଙ୍କ ନେତୃତ୍ୱରେ…
ଆଜିଠୁ ଆରମ୍ଭ ହେଲା ଅଗ୍ନିବୀର ନିଯୁକ୍ତି ପାଇଁ ଆବେଦନ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଅଗ୍ନିବୀର ବାୟୁସେନା ନିଯୁକ୍ତି ପାଇଁ ନାମ ପଞ୍ଜିକରଣ ପ୍ରକ୍ରିୟା ଆଜିଠାରୁ ଅର୍ଥାତ୍ ୨୪ ତାରିଖରୁ ଆରମ୍ଭ ହେଉଛି। ବାୟୁସେନା ୨୨ଜୁନ୍ରେ ନିଯୁକ୍ତି ପାଇଁ ବିସ୍ତ୍ରୁତ…
ନିଜ ବାହାଘରରେ ସାଙ୍ଗକୁ ଗୁଳି ମାରିଲା ବର: ମାତଙ୍ଗରେ ବଦଳିଲା ଖୁସି, ଦେଖନ୍ତୁ Live ଫୁଟେଜ୍
ନୂଆଦିଲ୍ଲୀ: ଏବେ ବାହାଘର ଋତୁ ଚାଲିଥିବା ବେଳେ ଅନେକ ଭିଡିଓ ସାମ୍ନାକୁ ଆସୁଛି । କିନ୍ତୁ ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବର ନିଜ ବାହାଘରରେ ସାଙ୍ଗକୁ ଗୁଳିକରି ହତ୍ୟା…
ଆଜି ଯୋଗିନୀ ଏକାଦଶୀ ବ୍ରତ: ଭୁଲରେ ଏହି ଅଶୁଭ ମୂହୁର୍ତ୍ତରେ କରନ୍ତୁନି ପୂଜା
ଆଜି ପାଳନ ହେଉଛି ପବିତ୍ର ଯୋଗିନୀ ଏକାଦଶୀ ବ୍ରତ । ଏହି ବ୍ରତ ପାଳନ କଲେ ଶୁଭ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଲୋକମାନେ ଏହି ବ୍ରତକୁ ନିଷ୍ଠାର ସହ ପାଳନ କରିଥାନ୍ତି । ଏହି ଯୋଗିନୀ ଏକାଦଶୀକୁ…
ଅଜବ ପରମ୍ପରା: ପୁରୁଷତ୍ୱ ପ୍ରମାଣ ପାଇଁ ଖାଇବାକୁ ପଡିବ ପିମ୍ପୁଡ଼ି କାମୁଡ଼ା, ନଚେତ୍…
ବ୍ରାସିଲିଆ: ଦୁନିଆର ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ପରମ୍ପରା ରହିଛି ସେଥିମଧ୍ୟରୁ କିଛି ପରମ୍ପରା ଏପରି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେଥିମଧ୍ୟରୁ ଗୋଟିଏ ହେଲା ବ୍ରାଜିଲରେ ବାସ କରୁଥିବା ଏକ ପ୍ରକାର…
ରାଉରକେଲାରେ ଅଘଟଣ, ସ୍କୁଲ ଫାଟକ ପଡ଼ି ୨ ମୃତ
ରାଉରକେଲା(ଓଡ଼ିଶା ଭାସ୍କର): ସ୍କୁଲ୍ରେ ନୁଆ କରି ଲାଗିଥିବା ଲୁହା ଫାଟକ ପଡ଼ି ଚାଲିଯାଇଛି ଦୁଇ କର୍ମଚାରୀଙ୍କ ଜୀବନ। ରାଉରକେଲା ସେକ୍ଟର-୯ ଅଞ୍ଚଳରେ ଥିବା ବିକାଶ ପବ୍ଲିକ୍ ସ୍କୁଲରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା।…
ରାଜ୍ୟରେ ସକାଳ ୯ରୁ ୨ଟା ଯାଏ ଖୋଲିବ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ଜାଣନ୍ତୁ କେବେଠୁଁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲିବାକୁ ନେଇ ଆସିଛି ବଡ଼ ଖବର । ରାଜ୍ୟରେ ଥିବା ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ବାଭାବିକ ଭାବେ ଜୁନ୍ ୨୭ରୁ ମାର୍ଚ୍ଚ ୩୧ ମଧ୍ୟରେ ସକାଳ ୯ଟାରୁ ମଧ୍ୟାହ୍ନ…