Browsing Category

Top Stories

ଏହି ଜିନିଷ ଦାନ କଲେ ଦେଖାଯିବନି ଧନର ଅଭାବ

ପ୍ରତ୍ୟେକ ଧର୍ମରେ ଦାନର କିଛି ନା କିଛି ମହତ୍ୱ ରହିଛି । ସନାତନ ଧର୍ମରେ ଦାନର ପରମ୍ପରା ବହୁ ପୁରୁଣା । ନିଜ ସାମର୍ଥ୍ୟ ଅନୁସାରେ ଅଭାବୀଲୋକଙ୍କୁ ଧାନ, ଗହମ, ବସ୍ତ୍ର, ଟଙ୍କା, ଯେକୌଣସି ବସ୍ତୁକୁ ସ୍ୱହସ୍ତରେ ଦେବା ହିଁ…

ପ୍ରତି ସେକେଣ୍ଡରେ ପୃଥିବୀ ଆକାରରେ ବଢ଼ୁଛି ଏହି ବ୍ଲାକ ହୋଲ୍‌: ଆସିପାରେ ବିପଦ, ଦେଖନ୍ତୁ Video

ରହସ୍ୟରେ ଭରିରହିଥିବା ଆମର ଏହି ବ୍ରହା୍ମଣ୍ଡରେ ସବୁବେଳେ କିଛି ନା କିଛି ତଥ୍ୟ ଗବେଷକମାନେ ସାମ୍ନାକୁ ଆଣିଥାନ୍ତି । ଏବେ ଗବେଷକମାନେ ଏଭଳି ଏକ ତଥ୍ୟ ସାମ୍ନାକୁ ଆଣିଛନ୍ତି, ତାହା ଆପଣଙ୍କ ମନରେ ଭୟ ସୃଷ୍ଟି କରିବ । ଏକ…

୫୦ ଘୋଡାକୁ ପଛରେ ପକାଇଲେ ଏହି ବ୍ୟକ୍ତି ; ଭାଙ୍ଗିଲେ ରେକର୍ଡ

ଯଦି ଆପଣଙ୍କୁ କିଏ ପ୍ରଶ୍ନ କରେ, ମଣିଷ ଓ ଘୋଡା ମଧ୍ୟରେ ରେସ୍ ହୁଏ ତେବେ କିଏ ଜିତିବ? ସାଧାରଣ କଥା ଘୋଡା ହିଁ ଜିତିବ । କାରଣ ଘୋଡା ସହିତ ମଣିଷ ରେସ୍ କରିବା କେବେ ସମ୍ଭବ ନୁହେଁ । ମାତ୍ର ଆମେ ଆଜି ଆପଣଙ୍କୁ ଜଣେ ଏଭଳି…

ଗଧ କ୍ଷୀର ବିକି ମାଲାମାଲ, ଏପର୍ଯ୍ୟନ୍ତ ମିଳିଲାଣି ୧୭ ଲକ୍ଷ ଟଙ୍କାରର ଅର୍ଡର

ବାଙ୍ଗଲୋର(ଓଡ଼ିଶା ଭାସ୍କର): ଆଜିର ଦିନରେ ଅନେକ ଲୋକେ ସେମାନଙ୍କର ବ୍ୟସ୍ତବହୁଳ ଚାକିରି ଜୀବନକୁ ତୁଚ୍ଛ ମନେ କରୁଥିବା ବେଳେ ଅନେକ ଏହାକୁ ଛାଡ଼ି ନିଜସ୍ୱ ବ୍ୟାପାର କରିବାକୁ ନିଷ୍ପତ୍ତି ନେଉଛନ୍ତି । ଆଉ କିଛି ଏପରି ଲୋକ…

(Video) କଟକରେ ‘ଅଗ୍ନିପଥ’ ନିଆଁ: ବିକ୍ଷୋଭକାରୀଙ୍କୁ ପୋଲିସର ଲାଠିମାଡ଼

କଟକ(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତିକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏଥିରୁ ବାଦ୍ ପଡ଼ିନି ଓଡ଼ିଶା । ଅଗ୍ନିପଥ ନିଯୁକ୍ତି ଯୋଜନାକୁ ନେଇ ଓଡ଼ିଶାରେ ମଧ୍ୟ ବିରୋଧ…

ଯୋଗାଣ ବୃଦ୍ଧି ପରେ ଖାଇବା ତେଲ ମୂଲ୍ୟରେ ୧୫ ଟଙ୍କା ହ୍ରାସ, ଆଗକୁ ଆହୁରି ଶସ୍ତା ହେବ ବୋଲି ଆଶା

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦେଶରେ ବର୍ତ୍ତମାନ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଉପରମୁହାଁ ରହିଛି। ଏଭଳି ସମୟରେ ବ୍ରାଣ୍ଡେଡ୍ କମ୍ପାନୀ ଖାଇବା ତେଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ସୂଚନା…

ଗଭୀର ସମୁଦ୍ରରେ ଟ୍ରଲର ନିଖୋଜ: ୧୩ ମତ୍ସ୍ୟଜୀବୀଙ୍କର ମିଳୁନି ପତ୍ତା

ପଟ୍ଟାମୁଣ୍ଡାଇ(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ଟ୍ରଲର ସହ ୧୩ ମତ୍ସ୍ୟଜୀବୀ ନିଖୋଜ । ସମୁଦ୍ରକୁ ମାଛ ଧରିବାକୁ ଯାଇ ଟ୍ରଲର ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତାଳଚୁଆ ନିକଟ…

“ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ନେଇ ଓଡ଼ିଶାରେ ବିରୋଧ, ବାଲେଶ୍ୱରରେ ଯୁବକଙ୍କ ଆତ୍ମହତ୍ୟା

ବାଲେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ "ଅଗ୍ନିପଥ' ନିଯୁକ୍ତି ଯୋଜନାକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ହିଂସାତ୍ମକ ରୂପରେ ପରିଣତ ହୋଇଛି । ଏହାରି ଭିତରେ ସେନାରେ ନିଯୁକ୍ତି ସୁଯୋଗ ନପାଇ ବାଲେଶ୍ୱରରେ…

ଅଗ୍ନିପଥ ଯୋଜନାକୁ ନେଇ ଜଳୁଛି ନିଆଁ, ବିହାରରେ ପ୍ରଦର୍ଶନକାରୀ ଟ୍ରେନ୍ ଜାଳିଦେଲେ

ବିହାର(ଓଡ଼ିଶା ଭାସ୍କର): ଅଗ୍ନିପଥ ଯୋଜନାକୁ ନେଇ ଶୁକ୍ରବାର ମଧ୍ୟ ବିରୋଧ ପ୍ରଦର୍ଶନ ଜାରି ରହିଛି। ବିହାରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଧୀରେଧୀରେ ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଦେଇ ଦିଲ୍ଲୀ ପର୍ଯ୍ୟନ୍ତ…

ଲଗାତାର ଦ୍ୱିତୀୟ ଦିନରେ ୧୨ ହଜାର ଟପିଲା ଦୈନିକ ସଂକ୍ରମଣ: ଚାଲିଗଲା ୧୪ ଜୀବନ, ମହାରାଷ୍ଟ୍ରରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଲଗାତାର ଦ୍ୱିତୀୟ ଦିନରେ ୧୨ ହଜାର ଅତିକ୍ରମର କରିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୧୨,୮୪୭ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । କାଲି…