Browsing Category

Top Stories

ସ୍ୱାଭିମାନ ଅଞ୍ଚଳରେ ୧୮୦ ମିଲିସିଆଙ୍କ ଆତ୍ମସମର୍ପଣ

ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ ।  ବିଏସଏଫ…

‘ବ୍ରହ୍ମାସ୍ତ୍ର’: ଅମିତାଭଙ୍କ ପରେ ନାଗାର୍ଜୁନଙ୍କ ଦମଦାର ଅନ୍ଦାଜ, ଆସିଲା ନନ୍ଦୀ ଅବତାରର ପ୍ରଥମ ଲୁକ୍

ମୁମ୍ବାଇ: ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି । ସେପଟେ ଧୀରେ ଧୀରେ ଏବେ ଫିଲ୍ମରେ ସବୁ ଚରିତ୍ରଙ୍କ ଉପରୁ ପରଦା ଉଠିବାରେ ଲାଗିଛି । ନିକଟରେ…

ପ୍ରଫେଟ ମହମ୍ମଦ ମନ୍ତବ୍ୟକୁ ନେଇ ହିଂସା ପରେ ଉତ୍ତରପ୍ରଦେଶର ସରକାରଙ୍କ କଡ଼ା ଆଭିମୁଖ୍ୟ

ଲକ୍ଷ୍ନୌ: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଜୋର ଧରିଛି ରାଜନୀତି । ଖାଲି ରାଜନୀତି ନୁହେଁ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶସାରା ପ୍ରତିବାଦ ଦେଖାଯାଇଛି । ଅନେକ ସ୍ଥାନରେ…

ଏ ହେଉଛନ୍ତି ବିଶ୍ୱର ଧନୀ ରାଜା: ସମ୍ପତ୍ତି ଜାଣିଲେ ଉଡିଯିବ ହୋସ

ନୂଆଦିଲ୍ଳୀ: ପୂର୍ବରୁ ବିଶ୍ୱରେ ରାଜତନ୍ତ୍ର ଶାସନ ପ୍ରଚଳିତ ହୋଇଆସୁଥିଲା । ପୂର୍ବ କାଳରେ ରାଜାରାଜୁଡା ସମୟରେ ପ୍ରଦେଶର ଶାସନ ଭାର ସମ୍ଭାଳୁଥିଲେ ରାଜା । ଏବେ ମଧ୍ୟ ଏହା ପ୍ରଭାବିତ କରିଥାଏ । ତେବେ ଯେତେବେଳେ ରାଜା…

ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଗିରଫ, ପୁଣି ଆରମ୍ଭ ହେଲା ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ଲଢ଼େଇ

ନୂଆଦିଲ୍ଲୀ: ପୁଣି ପଶ୍ଚିମବଙ୍ଗରେ ଲାଗିଛି ବିଜେପିକୁ ଜବରଦସ୍ତ ଝଟକା । ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କୁ ଆଜି ପୋଲିସ ହାୱରା ହିଂସା ମାମଲାରେ ଗିରଫ କରିଥିବା ଜଣାପଡ଼ିଛି । ତେବେ ହାୱରା ଯାଉଥିବା ବେଳେ…

ଜୁନ୍ ୩୦ ସୁଦ୍ଧା ଦାବି ପୂରଣ କର, ନଚେତ୍ ଜୁଲାଇ ୧ରୁ ଧର୍ମଘଟ: ଚେତାବନୀ ଦେଲା ରାଜ୍ୟ ବସ୍ ମାଲିକ ସଂଘ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହଙ୍ଗା ମାଡ଼ରେ କଲବଲ ହେଉଥବା ରାଜ୍ୟବାସୀଙ୍କ ପାଇଁ ଗୋଟିକ ପରେ ଗୋଟିଏ ସମସ୍ୟା ଆସି ପହଞ୍ଚି ଯାଉଛି । ତେବେ ରାଜ୍ୟରେ ପୁଣି ହେବ ବସ୍ ଧର୍ମଘଟ । ଆସନ୍ତା ଜୁଲାଇ ମାସ ୧ ତାରିଖରେ ସାରା…

ଫିଲ୍ମ ଆରମ୍ଭ ପୂର୍ବରୁ କାହିଁକି ଦେଖାଯାଏ ଏହି ସାର୍ଟିଫିକେଟ?: ଜାଣନ୍ତୁ ରୋମାଞ୍ଚକର ତଥ୍ୟ

ଓଲିଉଡରୁ ଆରମ୍ଭ କରି ବଲିଉଡ ଏବଂ ହଲିଉଡ । ଆଜିକାଲି ଅନେକ ହିଟ ସିନେମା ରିଲିଜ ହେଉଛି ଏବଂ ଲୋକଙ୍କ ମନକୁ ଛୁଇଁ ପାରିଛି । କିନ୍ତୁ ଏହି ସିନେମାକୁ ନେଇ କିଛି ଫ୍ୟାକ୍ଟ ଯାହାକୁ ପ୍ରାୟ ସମସ୍ତେ ଅଣଦେଖା କରିଥାନ୍ତି ।…

କିଏ ହେବ ସିଂହୀ ହୃଦୟର ରାଜା ? ମନ ଜିତିବାକୁ ଲଢିଲେ ଦୁଇ ସିଂହ

ନୂଆଦିଲ୍ଲୀ: ପ୍ରେମ ପାଇଁ ମହାଭାରତ । ପ୍ରେମକୁ ପାଇବା ପାଇଁ କେବେ ପରିବାର ତ କେବେ ସାଙ୍ଗସାଥୀ ତ ଆଉ କେବେ କାହା ସହିତ ବି ଲଢିବାକୁ ପଡେ । ଆଉ ଜଣେ ପ୍ରକୃତ ପ୍ରେମୀ ନିଜ ପ୍ରେମକୁ ଏତେ ସହଜରେ ହାର ମାନିବନି । ତେବେ ଏ…

ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମମତା, ୨୨ ନେତାଙ୍କୁ ଲେଖିଲେ ଚିଠି

ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣନୀତି ଗଠନ କରିବା ଆରମ୍ଭ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ୧୫ ଜୁନ୍ରେ ଦିଲ୍ଲୀରେ ଅଣବିଜେପି…

ଓଡ଼ିଶାରେ ଖୋଲିବ ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଟ୍ୱିଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାକ୍ଷେତ୍ରରେ ପୁଣି ଆଗକୁ ବଢ଼ିବ ଓଡ଼ିଶା । ରାଜ୍ୟର ଗରିବ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ସହଜରେ ଶିକ୍ଷାଲାଭ କରିପାରିବେ । ଓଡ଼ିଶାରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ୫ଟି ନୂଆ…