Browsing Category

Top Stories

ଖରାଛୁଟି ପରେ ନୂଆ ଶିକ୍ଷାବର୍ଷ: ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିୟମାବଳୀ ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଚାଲିଛି ଖରାଛୁଟି । ଖରାଛୁଟି ସରିବା ପରେ କିଭଳି ଭାବେ ପାଠ ପଢା ହେବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ବା ଓସେପା ପକ୍ଷରୁ ନିୟମାବଳୀ ଜାରି ହୋଇଛି । ଏନେଇ…

ପ୍ରଫେଟ୍‌ ମହମ୍ମଦ ମନ୍ତବ୍ୟ ବିବାଦ: ରାଞ୍ଚିରେ ହିଂସା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ, ୮ ଗୁରୁତର ଆହତ

ରାଞ୍ଚି(ଓଡ଼ିଶା ଭାସ୍କର): ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଦେଶରେ ଚାଲିଛି ହିଂସା କାଣ୍ଡ। ତେବେ ଗତକାଲି ଦେଶରେ ବିଭିନ୍ନ ରାଜ୍ୟରେ ନୂପୁର ଶର୍ମାଙ୍କ ଗିରଫ ଦାବିରେ ବିକ୍ଷୋଭ…

ବଦଳିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ବ୍ରେକ ଅଖ

ପୁରୀ(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଖ ଭଙ୍ଗା ବୋଲି ଜଣାପଡିବା ପରେ ନିଆଯାଇଛି ପଦକ୍ଷେପ । ଏହାକୁ ବଦଳାଇବାକୁ ଉଚ୍ଚସ୍ତରୀୟ ରଥ ଯାଞ୍ଚ କମିଟି ନିର୍ଦ୍ଦେଶ ଦେଇଥିବା ବେଳେ ରଥ ଅଖର ମରାମତି…

ଦୈନିକ ସଂକ୍ରମଣ ୮ ହଜାର ପାର୍: ୨୪ ଘଣ୍ଟାରେ ବାହାରିଲେ ୮୩୨୯ ପଜିଟିଭ, ୧୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ସକ୍ରିୟ ହେବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ୮ ହଜାର ପାର୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ୮୩୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୧୦ ପ୍ରତିଶତ…

ରାତିରେ ଭୁବନେଶ୍ବର ବୁଲିଲେ ଭାରତୀୟ ଖେଳାଳି, ଡିନରରେ ଖାଇଲେ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାରବାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ପୁର୍ବରୁ ଗତକାଲି ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି। ଅପରାହ୍ନରେ ଖେଳାଳିମାନେ ଆସି ମେଫେୟାର…

ଶନିଦେବଙ୍କ ପୂଜାରେ ଏହି ଭୁଲ ଗଲେ ମିଳିବନି କ୍ଷମା: ଭୋଗିବାକୁ ପଡିବ ଶନିଙ୍କ କ୍ରୋଧ, ମିଳିବ ଏହି ପରିଣାମ

ନ୍ୟାୟ ଓ କର୍ମର ଦେବତା ଶନିଦେବ ଯଦି କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୁଅନ୍ତି, ତେବେ ତାଙ୍କୁ ଜୀବନର ସବୁ ସୁଖ-ସୁବିଧା ପ୍ରଦାନ କରନ୍ତି । ଅନ୍ୟପଟେ ଶନିଦେବ ରାଗିଗଲେ ବ୍ୟକ୍ତି ଭିକାରି ସଜେଇ ଦିଅନ୍ତି । ବ୍ୟକ୍ତିର…

୯ରୁ ୯୦ ବିଧାୟକ ଆଣି ସରକାର ଗଠନ କରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସର ଗୌରବମୟ ଇତିହାସ ରହିଛି । ୨୨ ବର୍ଷ ଆମେ ଶୋଇଲେ, ଏଣିକି ଆଉ ଶୋଇବାନି । ରାଜନୈତିକ ରାସ୍ତାରେ ଉତ୍ଥାନ ପତନ ଲାଗି ରହିବ । ସମସ୍ତେ ଏକଜୁଟ୍ ହେବା ସହ ଶୃଙ୍ଖଳିତ ଭାବେ କାର୍ଯ୍ୟ…

(Video)ସମୁଦ୍ର ଭିତରେ ସୁନାର ଭଣ୍ଡାର: ୩୦୦ ବର୍ଷ ପୂର୍ବରୁ ବୁଡ଼ିଥିଲା ଜାହାଜ

ନୂଆଦିଲ୍ଲୀ: ସମୁଦ୍ର ଭିତରୁ ଠାବ ହୋଇଛି ସୁନା ବୋଝେଇ ଜାହାଜ । ୧୭୦୮ରେ ବ୍ରିଟିଶ ସୈନ୍ୟବାହିନୀର ସରନ୍ ଜୋସ୍ ଯୁଦ୍ଧପୋତକୁ ସମୁଦ୍ରରେ ବୁଡ଼ାଇଦେଇଥିଲେ, ଯାହାକୁ ୨୦୧୫ରେ ଖୋଜି ବାହାର କରିଥିଲେ । ନିକଟରେ ସ୍ପେନ୍ ସରକାର…

ରାଜ୍ୟାଭିଷେକ ପୂର୍ବର କାହାଣୀ; ତିନି ଭାଇଙ୍କୁ ନେଇ ଏହି ଚିନ୍ତାରେ ମଗ୍ନ ଥିଲେ ଭଗବାନ ରାମ, ଜାଣନ୍ତୁ ଏହି ମଜାଦାର କାହାଣୀ

ଓଡ଼ିଶା ଭାସ୍କର: ଶ୍ରୀ ରାମଙ୍କ ରାଜ୍ୟାଭିଷେକ ନିଷ୍ପତ୍ତି ପରେ ଗୁରୁ ବଶିଷ୍ଠ ତାଙ୍କ ପ୍ରାସାଦରେ ପହଞ୍ଚି ଉପବାସ, ପୂଜାର୍ଚନା ଇତ୍ୟାଦିକୁ ସୃଷ୍ଟିକର୍ତ୍ତା ଦ୍ୱାରା କିପରି ଏହି କାର୍ଯ୍ୟକୁ ଫଳପ୍ରଦ ଭାବରେ କରିପାରିବେ…

ନୟାଗଡ଼ରେ ଫାଟିଲା ତେଲ ଟ୍ୟାଙ୍କର: ୪ ଜୀବନ୍ତ ଦଗ୍ଧ

ନୟାଗଡ଼(ଓଡ଼ିଶା ଭାସ୍କର): ବ୍ରିଜରୁ ଖସି ବିସ୍ଫୋରଣରେ ଫାଟିଛି ତେଲ ଟ୍ୟାଙ୍କର । ତେଲ ଟ୍ୟାଙ୍କର ଫାଟିବାରୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ ଜଣ ଓ ମେଡିକାଲରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ…