Browsing Category
Top Stories
ପାକ୍ ସାଂସଦ ଲିୟାକତ ହୁସୈନଙ୍କ ମୃତ୍ୟୁ, ତୃତୀୟ ବିବାହକୁ ନେଇ ଥିଲେ ଚର୍ଚ୍ଚାରେ
ପାକିସ୍ତାନୀ ସାଂସଦ ଡା.ଆମୀର ଲିୟାକତ ହସୈନଙ୍କ କରାଚୀରେ ମୃତ୍ୟୁ ହୋଇଛି । ସେ ରହୁଥିବା ଆପର୍ଟମେଣ୍ଟରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି…
ଦଳରୁ ବାଦ ପଡିଲେ ରାହୁଲ-କୁଳଦୀପ: କ’ଣ ହୋଇପାରେ ପ୍ରଥମ ମ୍ୟାଚର ପ୍ଲେଇଙ୍ଗ ୧୧
ନୂଆଦିଲ୍ଲୀ: ଭାରତ-ସାଉଥ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ ପୂର୍ବରୁ ଚିନ୍ତାରେ ପଡିଛି ଟିମ ଇଣ୍ଡିଆ । ଦୁଇ ଷ୍ଟାର ଖେଳାଳିୀଙ୍କୁ ହରାଇ ଏବେ ପ୍ଲେଇଙ୍ଗ ୧୧କୁ ନେଇ ଚାଲିଛି କଳ୍ପନାଜଳ୍ପନା । ଅଧିନାୟକ ଭାବରେ ଚୟନ ହୋଇଥିବା…
ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ: ଏହିଦିନ ଦେଶକୁ ମିଳିବେ ନୂଆ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଜୁଲାଇ ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ, ଏବଂ ଜୁଲାଇ ୨୧ ତାରିଖରେ ହେବ ଭୋଟ…
ମୌସୁମୀ ଦୁର୍ବଳ: ରଜରେ ଭିଜିବନି ଓଡ଼ିଶା, ବରଂ ଆହୁରି ସିଝିବ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୌସୁମୀ ବାୟୁ ଦୁର୍ବଳ ହେବା କାରଣରୁ ଓଡ଼ିଶାରେ ପ୍ରବେଶ ବିଳମ୍ବିତ ହେଉଛି । ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ ହୋଇଛି । ଏନେଇ ଆଇଏମଡି ବରିଷ୍ଠ ବୈଜ୍ଞାନିକ…
ପାକିସ୍ତାନରେ ଲଜ୍ଜା: ୟୁନିସେଫ୍ ଅଧିକାରୀଙ୍କୁ ଇସଲାମାବାଦରେ ଦୁଷ୍କର୍ମ କଲେ ସୁରକ୍ଷା କର୍ମୀ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ପାକିସ୍ତାନରେ ମହିଳାଙ୍କ ଉପରେ ବଳାତ୍କାର ଓ ଅତ୍ୟାଚାର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପାକିସ୍ତାନର ରାଜଧାନୀ ଇସଲାମାବାଦରେ ମିଳିତ ଜାତିସଂଘର ୟୁନିସେଫର କର୍ମଚାରୀମାନେ ମଧ୍ୟ…
ବ୍ରେଷ୍ଟ କ୍ୟାନ୍ସରରେ ପିଡ଼ିତ ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ, ଭିଡିଓରେ ବଖାଣିଲେ ଯନ୍ତ୍ରଣା
ମୁମ୍ବାଇ (ଓଡ଼ିଶା ଭାସ୍କର):ପରଦେଶ ଚଳଚ୍ଚିତ୍ରର ଚୁଲବୁଲି ନାୟିକା ମହିମାଙ୍କୁ ବ୍ରେଷ୍ଟ କ୍ୟାନ୍ସର। ମହିମାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଥିବା ନେଇ ଆକ୍ଟର ଅନୁପମ ଖେର ଏକ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି। ଅନୁପମ…
ବାରବାଟୀରେ ଟି-୨୦: ଟିକେଟ୍ କାଉଣ୍ଟରରେ ପ୍ରଶଂସକଙ୍କ ମଧ୍ୟରେ ଝଗଡା କାରଣରୁ ଉପୁଜିଲା ଦଳାଚକଟା ପରିସ୍ଥିତି
କଟକ (ଓଡ଼ିଶା ଭାସ୍କର): ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମୁକାବିଲା ପାଇଁ ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଗତକାଲି ରାତିରୁ…
ଭୁବନେଶ୍ୱର ଘାଟିକିଆରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ମାରିବା ପରେ ଝିଅର ତଣ୍ଟି କାଟିଲା ନୃଶଂସ ବାପା, ଜାଣନ୍ତୁ କ’ଣ କହିଲେ DCP
ଭୁବନେଶ୍ୱର(ଓଡ଼ିଶା ଭାସ୍କରା): ଭୁବନେଶ୍ୱର ଘାଟିକିଆରେ ଆଜି ଘଟିଛି ଏକ ବୀଭତ୍ସ କାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କେବଳ ଏତିକି ନୁହେଁ, ସ୍ତ୍ରୀକୁ ହତ୍ୟା କରିବା ପରେ ୬ ବର୍ଷର ଝିଅକୁ ବି…
ଧାନର MSP ୧୦୦ ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ, ଅସନ୍ତୋଷ ବ୍ୟକ୍ତ କଲା ବିଜେଡି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗତକାଲି କେନ୍ଦ୍ର ସରକାର ୨୦୨୨-୨୩ ଫସଲ ପାଇଁ ୧୭ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(MSP) ବୃଦ୍ଧି କରିଥିଲେ। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ଏବଂ ବିଜେଡି ଏହାକୁ ନେଇ…
(Video) ପୋଖରୀରେ ଗାଧୋଉଥିବା ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ଖୁମ୍ପିଲା ହଂସ: ଆଉ ତା’ ପରେ…
ଅନେକଥର ଆପଣଙ୍କ ସହ ଏପରି କିଛି ଘଟଣା ଘଟିଯାଏ, ଯାହା ବିଷୟରେ ଆପଣ କେବେ କଳ୍ପନା ବି କରିନଥିବେ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ସହ କିଛି ଏପରି ଘଟିଛି, ଯାହାକୁ ଦେଖି…