Browsing Category

Top Stories

ପନ୍ନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ: ଉତ୍ତରାଖଣ୍ଡ ଘଟଣାକୁ ଠିକଭାବରେ ଭୁଲି ନାହାନ୍ତି ମଧ୍ୟପ୍ରଦେଶ ପନ୍ନା ଅଞ୍ଚଳର ବାସିନ୍ଦା । ଏବେ ଆଉ ଏକ ଦୁଃଖଦ ଘଟଣା ପୁଣି ସାମନାକୁ ଆସିଛି । ପନ୍ନା ଅଞ୍ଚଳର ଏକ ବୋଲେରୋ ଏବଂ ଅଲ୍ଟୋ କାର ମଧ୍ୟରେ…

ଭାରତରେ ଲଞ୍ଚ ହେବ ଇଲେକ୍ଟିକ୍ ଟ୍ରାକ୍ଟର ଏବଂ ଟ୍ରକ୍, ନିତିନ ଗଡକରୀଙ୍କ ଘୋଷଣା

ଭାରତରେ ଖୁବଶୀଘ୍ର ଲଞ୍ଚ ହେବ ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ ଟ୍ରକ୍ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଘୋଷଣା କରିଛନ୍ତି ଯେ ସ୍କୁଟର ଏବଂ କାର ପରେ ଭାରତରେ ଏବେ ଖୁବଶୀଘ୍ର ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ…

ବର୍ଷରେ ହେବ ୨ଟି IPL! ଖେଳାଯିବ ୯୪ଟି ମ୍ୟାଚ: ଜାଣନ୍ତୁ ନୂଆ ପ୍ଲାନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ଶେଷ ହୋଇ ସାରିଛି । ତେବେ ଏହି ଲିଗକୁ ନେଇ ଲୋକଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । କେବଳ ଭାରତ ନୁହେଁ, ସାରା ବିଶ୍ୱରେ IPLକୁ ଲୋକେ ଖୁବ ପସନ୍ଦ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏବେବି ୪ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ୪୯ ନମ୍ବର ଜାତୀୟ ରାଜପଥ ତବଲାକଟା ଛକରେ ଟ୍ୟାଙ୍କର-ଅଟୋ ମଧ୍ୟରେ ଧକ୍କା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୪ ଜଣ ଗୁରୁତର ମଧ୍ୟ…

ବାରବାଟୀ T-20: ଭାରତ-ଦକ୍ଷିଣ ଆଫିକା ମ୍ୟାଚର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫିକା ମଧ୍ୟରେ ଟି-୨୦ ମ୍ୟାଚ । ଏଥିପାଇଁ କଟକର ବାରବାଟୀ ଷ୍ଟାଡିୟମର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହୋଇଛି । ମ୍ୟାଚ…

ପକ୍ଷୀଙ୍କ ସହ ହଜାର ହଜାର ଫୁଟ ଉଚ୍ଚରେ ଉଡିଲେ ଯୁବକ: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରୁ ପୁଣି ଆସିଛି ଏକ ରୋମାଞ୍ଚକର ଭିଡିଓ । ଏହି ଭିଡିଓରେ ଜଣେ ବ୍ୟକ୍ତି ପକ୍ଷୀ ସହିତ ଉଡିବା ପାଇଁ ଚାଲେଞ୍ଜ ଦେଉଥିବାର ଦେଖିବାକୁ ମିଳୁଛି । ହଜାର ହଜାର ଫୁଟ ଉଚ୍ଚରେ ପକ୍ଷୀକୁ ଉଡିବାର ଶକ୍ତି ମିଳିଥିବା…

‘ପ୍ରୟାସ’ ତରଫରୁ ଆୟୋଜିତ ହେବ ରଜ ମହୋତ୍ସବ: ଜମିବ ନୃତ୍ୟ, ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୩ ବର୍ଷର ସଫଳତା ପରେ ଚଳିତ ବର୍ଷ ଠିକ୍ ସମାନ୍ ଢଙ୍ଗରେ ଆୟୋଜିତ ହେବାକୁ ଯାଉଛି “ପ୍ରୟାସ ରଜ ମହୋତ୍ସବ” । ଜୁନ୍ ମାସ ୧୪ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ଦିନ…

ପଡିଆରେ ଅସଲ ଯାଦୁ ଦେଖାଇଲେ ପୂର୍ବତନ ଅଧିନାୟକ ଜୋ ରୁଟ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ । କେବଳ ସେତିକି ନୁହେଁ ଏହି ମ୍ୟାଚରେ ତାଙ୍କ ୧୧୫ ରନର ପାଳି ସହିତ ଅନ୍ୟ ଏକ କାରନାମା ତାଙ୍କୁ…

କୋଷ୍ଟଗାର୍ଡରେ ୧୦ମ ପାସଙ୍କୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ

୧୦ମ ପାସଙ୍କ ପାଇଁ ଇଣ୍ଡିଆନ କୋଷ୍ଟ ଗାର୍ଡରେ ସରକାରୀ ଚାକିରି ପାଇଁ ଭଲ ସୁଯୋଗ ରହିଛି । ହେଡକ୍ୱାର୍ଟର କୋଷ୍ଟ ଗାର୍ଡ ପଶ୍ଚିମ ରିଜନ ତରଫରୁ ଜେନେରାଲ ସେଣ୍ଟ୍ରାଲ ସର୍ଭିସ ଗ୍ରୁପ୍ ସି ନନ ଗେଜେଟେଡ କାଟାଗୋରୀ ପଦରେ…

ବର୍ବରତାର ଭୟଙ୍କର କାହାଣୀ: ନର୍ସ ଚାକିରି ନ ମିଳିବାରୁ କାଟି ଦେଲେ ପତ୍ନୀଙ୍କ…

କୋଲକାତା: ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ବର୍ବରତାର ଏକ ଉନ୍ମୁକ୍ତ କାଣ୍ଡ । ମଣିଷ ମୁଖା ତଳେ ଲୁଚି ରହିଥିବା ଭୟଙ୍କର ସଇତାନ ଦେଖାଇଛି ତା ଅସଲ ରୂପ । ନିଜ ପତ୍ନୀକୁ ଶୋଇଥିବା ଅବସ୍ଥାରେ ଦେଇଛି ଅଜବ ପ୍ରକାର ଦଣ୍ଡ ।…