Browsing Category
Top Stories
ସେନା ପ୍ରସ୍ତୁତ ଅଛି, ଶୁଭ ମୁହୂର୍ତ୍ତ ଆସିଲେ ପାକିସ୍ତାନ ବି ଆମର ହେବ: ବିଜେପି ସାଂସଦ
ନୂଆଦିଲ୍ଲୀ: ବିଜେପି ରାଜ୍ୟସଭା ସାଂସଦ ରାକେଶ ସିହ୍ନା ଗୋଟିଏ ପଟେ ବିହାରରେ ଜାତୀୟ ଜନଗଣନାକୁ ନେଇ ନୀତୀଶ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବାବେଳେ ଅନ୍ୟପଟେ ସେ ପାକିସ୍ତାନକୁ ନେଇ ବଡ଼ ଦାବି କରିଛନ୍ତି ।
ପ୍ରକୃତରେ…
ଆସନ୍ତାକାଲି ନବୀନଙ୍କ ନୂଆ ଟିମର ଶପଥ ଗ୍ରହଣ: ଜାଣନ୍ତୁ ବାଚସ୍ପତି, ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ ପଦରେ ବସିବେ କିଏ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନିଜର ସ୍ୱତନ୍ତ୍ର ଷ୍ଟାଇଲରେ କ୍ୟାବିନେଟ ପରିବର୍ତ୍ତନ କରି ସମସ୍ତଙ୍କୁ ଚକମା ଦେଇଛନ୍ତି । ଆସନ୍ତାକାଲି ସକାଳ ୧୧.୪୫ରେ ସମ୍ଭାବ୍ୟ ମନ୍ତ୍ରୀମାନେ…
ବିବାଦୀୟ ପରଫ୍ୟୁମ୍ ବିଜ୍ଞାପନକୁ ନେଇ ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ତୁରନ୍ତ ହଟାଇବାକୁ Youtube-twitterକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଅନେକ ସମୟରେ ଟିଭି ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି । ଏହି ବିଜ୍ଞାପନକୁ ନେଇ ଅତୀତରେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଛି । ଏବେ ପୁଣି ଏହିପରି ଏକ ବିବାଦୀୟ ବିଜ୍ଞାପନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏକ…
କୋଟି କୋଟି Reliance Jio ଗ୍ରାହକ ଚିନ୍ତାରେ: ଏଣିକି ଶସ୍ତା ପ୍ଲାନ୍ ପାଇଁ ଆପଣମାନଙ୍କୁ ଗଣିବାକୁ ପଡ଼ିବ ଅଧିକ ୧୫୦ ଟଙ୍କା
ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ତା’ର କୋଟି କୋଟି ଗ୍ରାହକଙ୍କୁ ଦେଇଛି ଜବରଦସ୍ତ ଝଟକା । ଏଣିକି ଆପଣମାନଙ୍କୁ ଶସ୍ତା ପ୍ଲାନ ପାଇଁ ଅଧିକ ୧୫୦ ଟଙ୍କା ଗଣିବାକୁ ପଡ଼ିବ । ପୂର୍ବରୁ କମ୍ପାନୀର ଏହି ପ୍ଲାନରେ…
ଗ୍ୟାସ୍ ସମସ୍ୟାକୁ ନେଇ ଆପଣମାନେ ଦୁଃଖିତ ଅଛନ୍ତି ଯେ, ଏହି ସବୁ ଉପାୟ ଆଜିଠାରୁ ଆପ୍ଲାଏ କରନ୍ତୁ
ଆପଣମାନେ କ’ଣ ଭାବୁଛନ୍ତି, ଗ୍ୟାସ୍ ସମସ୍ୟା ଏକ ସାଧାରଣ ରୋଗ? ଯଦି ଏପରି ଭାବୁଥାନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ୍ । ଗ୍ୟାସ୍ ଆମ ଶରୀରରେ ଅନେକ ଭୟଙ୍କର ରୋଗକୁ ଜନ୍ମ ଦେଇଥାଏ, ଏକଥା ଅନେକ ଲୋକ ଜାଣି ନଥାନ୍ତି ।…
ସମ୍ଭାବ୍ୟ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍ କଲ୍: ଆସନ୍ତାକାଲି ନେବେ ଶପଥ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବୀନଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ପରେ ଏବେ ନୂଆ ମନ୍ତ୍ରିମଣ୍ଡଳକୁ ନେଇ ଚର୍ଚ୍ଚା ହେଉଛି । ନୂଆ ମନ୍ତ୍ରିମଣ୍ଡଳରେ କେଉଁ ବିଧାୟକଙ୍କୁ ସ୍ଥାନ ମିଳିବ ସେନେଇ କଳ୍ପନାଜଳ୍ପନା…
ପୁଣି ଜନତାଙ୍କୁ ଲାଗିବ RBI ଝଟକା! ଆସନ୍ତା ସପ୍ତାହରେ ବୃଦ୍ଧି ହେବ ସୁଧ ହାର, ମହଙ୍ଗା ହୋଇଯିବ ଆପଣଙ୍କର Loanର EMI
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ କେବଳ ମହଙ୍ଗା ସିଜିନ୍ ଚାଲିଛି । ପନିପରିବା, ତେଲ, ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ବ୍ୟାଙ୍କ ଲୋନ୍ ଇଏମଆଇ ପର୍ଯ୍ୟନ୍ତ ସବୁ କିଛି ମହଙ୍ଗା । ତେବେ ଏହା ମଧ୍ୟରେ…
ଜାଣନ୍ତୁ କାହିଁକି ଆସିଥାଏ ବ୍ୟକ୍ତିଗତ ଭାବେ ହୋଇଥିବା କଥାର ବିଜ୍ଞାପନ
ନୂଆଦିଲ୍ଲୀ: ଟେକ୍ କମ୍ପାନୀ ଗୁଗଲ ଭଏସ ଆସିଷ୍ଟାଣ୍ଟ ଫିଚର ଯୋଗାଇଥାଏ, ଯାହାକୁ ଆପଣ ଭଏସ କମାଣ୍ଡରେ ଆକ୍ଟିଭ କରିଥାନ୍ତି । ଆଉ ଏହାଦ୍ୱାରା ବିଭିନ୍ନ କାମ କେବଳ ଭଏସ କମାଣ୍ଡରେ କରିପାରନ୍ତି । କିନ୍ତୁ ଅନେକ ୟୁଜର୍ସ…
CORBEVAXକୁ ମିଳିଲା DCGI ମଞ୍ଜୁରୀ, କରୋନାର ବୁଷ୍ଟର ଡୋଜ୍ ଭାବେ ହେବ ଜରୁରୀକାଳୀନ ବ୍ୟବହାର
ନୂଆଦିଲ୍ଲୀ: ବାୟୋଲୋଜିକାଲ ଇ. ଲିମିଟେଡ (ବିଇ) ଦ୍ୱାରା ପ୍ରସ୍ତୁତ କୋଭିଡ୍ ଭ୍ୟାକ୍ସିନ କୋର୍ବେଭାକ୍ସକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଦ୍ୱାରା ଅନୁମତି ମିଳିଛି । ଜରୁରୀକାଳୀନ ସ୍ଥିତିରେ…
ସରକାରୀ କର୍ମଚାରୀଙ୍କର ୫ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ ସର୍ବାଧିକ ବେସିକ ସାଲାରି ଓ ସର୍ବନିମ୍ନ ବେସିକ ସାଲାରି କେତେ ରହିବ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଆସନ୍ତା ଜୁଲାଇ ମାସ ୧ ତାରିଖରୁ ବଢ଼ିବାକୁ ଯାଉଛି ।…