Browsing Category
Top Stories
ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରୁ ନାମାଙ୍କନ ଭରିଲେ କଂଗ୍ରେସ ନେତା ପି. ଚିଦାମ୍ବରମ୍ ଓ ଜୟରାମ ରମେଶ
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ତା’ ପୂର୍ବରୁ…
ବ୍ରଜରାଜନଗର ଉପନିର୍ବାଚନ ମତଦାନ ସରିଲା, ଆସନ୍ତା ଜୁନ୍ ୩ରେ ୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସକାଳ ୭ଟାରୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଥିଲା ଭୋଟ । ତେବେ ଆଜି ମତଦାନ ସମୟରେ ଜନସାଧାରଣ ଶାନ୍ତି ବଜାୟ ରଖିଥିବା ବେଳେ ଅପରାହ୍ଣ ୫ଟା ସୁଦ୍ଧା ମୋଟ ୬୯ ପ୍ରତିଶତ…
ବିବାଦ ଘେରରେ କ୍ୟାପଟେନ କୁଲ: ଧୋନୀଙ୍କ ନାଁରେ ଏମିତି ମାମଲା ଦାୟର
ନୂଆଦିଲ୍ଲୀ: ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ତାଙ୍କ ସରଳତା ଏବଂ ସଚ୍ଚୋଟତା ପାଇଁ ସମସ୍ତେ ଜାଣନ୍ତି । ଅନେକ ଥର ଫିଲ୍ଡରେ ଅମ୍ପାୟାରଙ୍କ ସିଗନାଲ ପୂର୍ବରୁ ସେ ନିଜ ଆଉଟକୁ ଶ୍ୱୀକାର କରି ନେଇଥିବା…
ଓଡ଼ିଶା ପୋଲିସ ପାଇଁ ପ୍ରଥମ: ଦୁଇ ଓଡ଼ିଆଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଏକ ଗର୍ବର କଥା । ଦୁଇ ଜଣ ଓଡ଼ିଆ ପୁଅଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯାଇଛି । ସହିଦ କମାଣ୍ଡର ଦେବାଶିଷ ସେଠୀ ଓ ସୁଧୀର ଟୁଡୁ ଏହି ସମ୍ମାନରେ ସମ୍ମାନିତ…
ହକିରେ ଜବରଦସ୍ତ କମବ୍ୟାକ କଲା ଭାରତ: ତଥାପି ମ୍ୟାଚ ଡ୍ର
ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ବିପକ୍ଷରେ ସୁପର-୪ର ରବିନ ଲିଗ ମୁକାବିଲା ଖେଳ ଜାରି ରଖିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ଭାରତୀୟ ଟିମ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ପାଲଟିଛି । ମ୍ୟାଚରେ ବିଜୟ ହାସଲ କଲେ ଦଳ ଫାଇନାଲକୁ…
ତମାଖୁ ବର୍ଜନ ପାଇଁ ଅନୁରୋଧ କରୁଛି ବାଲୁକା କଳା
ପୁରୀ(ଓଡିଶା ଭାସ୍କର): ତମାଖୁ ବର୍ଜନ ଦିବସ ଉପଲକ୍ଷେ ପୁରୀ ସମୁଦ୍ର ବେଳାଭୂମିରେ ପ୍ରଦର୍ଶିତ ହୋଇଛି ବାଲୁକା କଳା । ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବ ସୁନ୍ଦର ବାଲୁକା କଳାରେ ଓଡିଶା…
କିଙ୍ଗ ଖାନଙ୍କ ପାଇଁ ଅଟକିଲା ଟାଇଗର-୩ର ଶୁଟିଙ୍ଗ: ଚିନ୍ତାରେ ଭାଇଜାନ
ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖ କାନ ଏବଂ ଦବଙ୍ଗ ଷ୍ଟାର ସାଲମାନ ଖାନ ଅନେକଫିଲ୍ମରେ ଏକାଠି ନଜର ଆସି ସାରିଛନ୍ତି । ଉଭୟ ପରସ୍ପରଙ୍କ ବିଭିନ୍ନ ଚଳଚ୍ଚିତ୍ରରେ କାମିଓ ସିନ କରିଥିବା ଅନେକ ଉଦାହରଣ ରହିଛି ।…
ସମଲିଙ୍ଗୀ ଦମ୍ପତିଙ୍କୁ ଶେଷରେ ମିଳିଲା ନ୍ୟାୟ: କାମ ଦେଲାନି ପରିବାରର ହତ୍ୟା ଧମକ, ଏକାଠି ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କେରଳର ଏକ ସମଲିଙ୍ଗୀ ଦମ୍ପତିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି । କିଛିଦିନ ପୂର୍ବରୁ ଏହି ସମଲିଙ୍ଗୀ ଦମ୍ପତି ସେମାନଙ୍କର ପରିବାର ଦ୍ୱାରା ଅଲଗା ହୋଇଯାଇଥିଲେ । ମାତ୍ର ବର୍ତ୍ତମାନ…
ସ୍କୁଲରେ ଶିକ୍ଷୟତ୍ରୀଙ୍କ ଅଜବ କାରନାମା: ଶେଷରେ ଏୟା କଲେ!!
ଅନୁଗୋଳ(ସିପୁନ ସାହୁ-ଓଡିଶା ଭାସ୍କର): ଶିଶୁଙ୍କ ପାଇଁ ବିଦ୍ୟାଳୟକୁ ଆସୁଥିବା ଅଣ୍ଡା ଉପରେ ବି ଚୋରଙ୍କ ନଜର । ପିଲାମାନେ ପାଇବା ପୂର୍ବରୁ ଗାଏବ ହୋଇଯାଉଛି ଅଣ୍ଡା । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି କଥାଟି ନିରାଟ…
BJD-BJP ମିଳିମିଶି କାମ କରୁଛନ୍ତି, ୨୦୨୪ ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେବ କଂଗ୍ରେସ: PCC ସଭାପତି (Video)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟରେ କଂଗ୍ରେସ ସଂଗଠନକୁ…