Browsing Category
Top Stories
UP BJPର ନୂଆ ଅଧ୍ୟକ୍ଷ ହେଲେ ଭୂପେନ୍ଦ୍ର ସିଂହ ଚୌଧରୀ, ୨୦୨୪ ମିଶନ୍ ପାଇଁ ଭାଜପାର ନୂଆ ଗେମ୍
ନୂଆଦିଲ୍ଲୀ: ଭୂପେନ୍ଦ୍ର ସିଂହ ଚୌଧରୀ ଉତ୍ତରପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ଭୂପେନ୍ଦ୍ର ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି । ଦୁଇଦିନ…
(Video) ଶ୍ମଶାନରେ ଜଳୁଛି ସ୍ଵାମୀର ଚିତା; ପ୍ରେମିକର ହାତ ଧରି ଗାଁ ଛାଡି ଚାଲିଗଲା ସ୍ତ୍ରୀ
କେନ୍ଦ୍ରାପଡା: ସ୍ୱାମୀଙ୍କ ଚିତା ଲିଭି ନଥିବା ବେଳେ ୪ ପିଲାକୁ ଛାଡି ପ୍ରେମିକ ସହ ଫେରାର ହୋଇଛି ପତ୍ନୀ । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା…
Ayushman Bharat Scheme: କିନ୍ନର ମାନଙ୍କୁ କେନ୍ଦ୍ରର ଭେଟି,ଏଣିକି ଏହି ଯୋଜନାର ଲାଭଉଠାଇପାରିବେ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଟ୍ରାନ୍ସଜେଣ୍ଡରମାନଙ୍କୁ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଦେବାକୁ ଘୋଷଣା କରିଛନ୍ତି। ବୁଧବାର ଦିନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA)…
ପିଲାଙ୍କୁ ଉଦ୍ଧାର କରିବାକୁ ଯାଇ ଭରାନଦୀକୁ ଡେଇଁଲେ ବାପା:୨ ଉଦ୍ଧାର ଜଣେ ନିଖୋଜ
ରାୟଗଡା: ରାୟଗଡା ଜିଲ୍ଲା ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ଅଘଟଣ । ନଦୀରେ ଗାଧୋଇବା ସମୟରେ ୩ ଛୁଆ ବୁଡିଯାଇଥିଲେ । ତେବେ ଛୁଆଙ୍କୁ ବୁଡିଯାଉଥିବା ଦେଖି ନିଜ ଜୀବନକୁ ବାଜି ଲଗାଇ ଭରା ନଦୀକୁ ଡେଇଁ ପଡିଲେ ବାପା ।…
(Video) ପାଣିରେ ଭାସିଗଲେ ସାଇକେଲ ଆରୋହୀ: ଅଳ୍ପକେ ବର୍ତ୍ତିଲା ଜୀବନ, କିନ୍ତୁ …
ରାଉରକେଲା(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜିଠୁ କମିଯିବ ଘୂର୍ଣ୍ଣିବଳୟର ପ୍ରଭାବ । ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ପାଇଁ ଚେତାବନୀ…
(Video) ମାଲ ବୋଝେଇ ଟ୍ରକରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ….
ମୟୂରଭଞ୍ଜ: ହୁତୁୁ ହୁତୁ ହୋଇ ଜଳିଗଲା ମାଲ ବୋଝେଇ ଟ୍ରକ । ସର୍ଟ ସର୍କିଟ ହୋଇ ଟ୍ରକରେ ଲାଗିଲା ନିଆଁ । ତେବେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଟ୍ରକଟି ସମ୍ପୂର୍ଣ୍ଣ ଜଳିବାକୁ ଲାଗିଥିଲା । ଏଭଳି ଭୟଙ୍କର…
ନଡିଆ ବଦଳାଇ ପେରେ ଆପଣଙ୍କ ଭାଗ୍ୟ:ଆପଣାନ୍ତୁ ଏହି ଚମତ୍କାରୀ ଉପାୟ
ହିନ୍ଦୁ ପରମ୍ପରା ଓ ସନାତନ ଧର୍ମ ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ଆମେ ବହୁତ ଶୁଭ ବୋଲି ମାନିଥାଉ । ଏଥି ସହିତ ସେହି ଜିନିଷକୁ ବିଭିନ୍ନ ପ୍ରକାରର ଶୁଭ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିଥାଉ । ତେବେ ସେହି ଶୁଭ…
(Video) ଯେସାକୁ ତେସା: ହେଲମେଟ୍ ନପିନ୍ଧିବାରୁ ପୋଲିସ କାଟିଲା ଚାଲାଣ, ରାଗରେ ଲାଇନମ୍ୟାନ୍ କାଟିଦେଲା ଥାନାର ଲାଇଟ୍
ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ଚଳାଇବା ବେଳେ ଯଦି ଆପଣ କୌଣସି ବି ନିୟମ ଭାଙ୍ଗନ୍ତି, ତେବେ ଚାଲାଣ କାଟିବାକୁ ପଛାନ୍ତି ନାହିଁ ଟ୍ରାଫିକ୍ ପୋଲିସ । ଅବଶ୍ୟ ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା…
ଗର୍ଭବତୀ ହେବାର ଖବର ଉପରେ ବୟଫ୍ରେଣ୍ଡର ଉଦାସ ହେବା ଆତ୍ମହତ୍ୟା ପାଇଁ ଉସକାଇବା ନୁହେଁ: ଅଭିଯୁକ୍ତକୁ ମିଳିଲା ଜାମିନ୍
ମୁମ୍ବାଇ: ଯଦି ପ୍ରେମିକା ଗର୍ଭବତୀ ଥିବା କୁହେ ଓ ବୟଫ୍ରେଣ୍ଟ ଉଦାସୀନତା ଦେଖାଏ, ତେବେ ଏହାକୁ ଆତ୍ମହତ୍ୟା ପାଇଁ ଉସକାଇବା କୁହାଯାଇ ପାରିବ ନାହିଁ । ଆତ୍ମହତ୍ୟା କରିବାକୁ ଉସକାଉଥିବା ଅଭିଯୋଗରେ ଗିରଫ ବୟଫ୍ରେଣ୍ଡକୁ…
NSP Benefits:ମାସକୁ ଦରକାର କି ୫୦ ହଜାର ଟଙ୍କା ପେନସନ,ଆପଣାନ୍ତୁ ଏହି ସରକାରୀ ସ୍କିମ…
ଯଦି ଆପଣ ମଧ୍ୟ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରନ୍ତି ଏବଂ ଅବସର ପରେ ଆର୍ଥିକ ସୁରକ୍ଷା ଚାହୁଁଛନ୍ତି, ତେବେ ସରକାରୀ ଯୋଜନା 'ଜାତୀୟ ପେନ୍ସନ୍ ସ୍କିମ୍' ଆପଣଙ୍କ ପାଇଁ ବହୁତ ଉପଯୋଗୀ । ଏହି ଯୋଜନା କେବଳ ଆୟକର ସଞ୍ଚୟ…