Browsing Category
Top Stories
୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ଜିଲ୍ଲା, ଜାଣନ୍ତୁ କାହିଁକି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୨ଘଣ୍ଟା ପାଇଁ ବନ୍ଦ ରହିବ ଦେବଗଡ଼ ଜିଲ୍ଲା । ଏହି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେବ ବୋଲି ସୂଚନା ମିଳିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ…
ରାଶିଫଳ(ସୋମବାର,୨୨ ଅଗଷ୍ଟ,୨୦୨୨)
ମେଷ - ଶୁଭଖବର ପାଇ ମନ ଖୁସି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ…
ବନ୍ୟା ସ୍ଥିତି ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ ସୋମବାର ୧୨ ଟାରେ ରାଜଘାଟଠାରେ ପିକ୍ ଛୁଇଁବ ସୁବର୍ଣ୍ଣରେଖା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଭିନ୍ନ ନଦୀରେ ଜଳସ୍ତର କମିଥିଲେ ବି, ରାଜ୍ୟରେ ଜାରି ରହିଥିବା ବନ୍ୟା ସ୍ଥିତିରେ ଏବେବି ସୁଧାର ଆସିନି । ଏବେବି ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସେପଟେ ଝାଡ଼ଖଣ୍ଡ…
ବିବାହିତ ଲୋକଙ୍କର ଲାଗିଲା ଲଟେରୀ: ମୋଦୀ ସରକାର ମାସକୁ ଦେଉଛନ୍ତି ୧୮,୫୦୦ ଟଙ୍କା! ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ନାଗରିକଙ୍କ ହିତ ପାଇଁ ଅନେକ ସମୟରେ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ତେବେ ଆପଣ ପ୍ରଧାନମନ୍ତ୍ରୀ ଭାୟା ବନ୍ଦନା ଯୋଜନା (PMVVY) ଯୋଜନା ବିଷୟରେ ଜାଣିଛନ୍ତି । ଏହି ଯୋଜନାରେ…
୨୩ ରୁ ପୁଣି ହୋଇପାରେ ବର୍ଷା, ଚିନ୍ତାରେ ଲୋକେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ରାଜ୍ୟରେ ବନ୍ୟା ପରସ୍ଥିତି ଯୋଗୁଁ ଲୋକେ ଦୁର୍ଦ୍ଦଶା ଭୋଗୁଥିବାବେଳେ ଅନ୍ୟପଟେ ପୁଣି ବର୍ଷା ସମ୍ଭାବନାକୁ ନେଇ ଚିନ୍ତାରେ ଲୋକେ ।
ସୂଚନା ଅନୂଯାୟୀ ଆସନ୍ତା ୨୩ ରୁ ୩ ଦିନ…
ସଡ଼କ ଦୁର୍ଘଟଣାରେ ଆହତଙ୍କୁ ବଞ୍ଚାଇବେ ଟ୍ରାଫିକ କର୍ମଚାରୀ: କନଷ୍ଟେବଳ ଓ ହୋମଗାର୍ଡଙ୍କୁ ଦିଆଯିବ ତାଲିମ୍, ପରିବହନ ବିଭାଗର ନୂଆ ପଦକ୍ଷେପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଡ଼କ ଦୁର୍ଘଟଣାରେ ଆହତଙ୍କ ଜୀବନ ରକ୍ଷା କରିବେ ଟ୍ରାଫିକ କର୍ମଚାରୀ । ରାଜ୍ୟର କନଷ୍ଟେବଳ ଓ ହୋମଗାର୍ଡଙ୍କୁ ଦିଆଯିବ ଆଶୁ ଚିକିତ୍ସା ତାଲିମ୍ । ସାଧାରଣ ଭାବେ ଦୁର୍ଘଟଣାସ୍ଥଳରେ ପ୍ରଥମେ…
ମାଛ ଧରିବା ପାଇଁ ପକ୍ଷୀଙ୍କ ଏଭଳି ଅନ୍ଦାଜ୍ କେବେ ଦେଖିନଥିବେ, ଦେଖନ୍ତୁ ଚକିତ କରିଦେବାଭଳି ନଜାରା
ସୋସିଆଲ ମିଡିଆରେ ପଶୁ ପକ୍ଷୀଙ୍କ ମଜାଦାର ହରକତର ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି ଲୋକେ । ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ ମଧ୍ୟ ହୋଇଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ…
ଫୁଟବଲ୍ ମାରି ଖସାଇଦେଇଥିଲେ ଉଡ଼ୁଥିବା ପ୍ଲେନ୍! ରୋମାଞ୍ଚକର ଏହି ଘଟଣା…
କିଛି ଏଭଳି ଖେଳ ରହିଛି ଯେଉଁଥିରେ ଶକ୍ତି ପ୍ରଦର୍ଶନ ଦେଖିଥିବେ । କିନ୍ତୁ ଫୁଟବଲ ଏବଂ କ୍ରିକେଟରେ ମଧ୍ୟ ଖେଳାଳି କିଛି ଏଭଳି ଶକ୍ତି ପ୍ରଦର୍ଶନ କରିଥାନ୍ତି ଯାହା ସବୁବେଳ ପାଇଁ ମନେ ରହିଯାଏ । କିଛି ଏଭଳି କରିଥିଲେ…
(Video) ଦିନେଶ ମୋତେ ନୁହେଁ, ମୋ ଶରୀରକୁ ଭଲ ପାଉଥିଲେ: ଖୋଲିଲା ଗୁମର, ସବୁ ସତ ସାମ୍ନାକୁ ଆଣିଲେ ଦୀପିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୦ ଦିନ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ଖାଇବା, ପିଇବା ଭୁଲି ନିଜ ସନ୍ତାନର ପରିଚୟ ପାଇଁ ବର୍ଷା, କାକରରେ ପଡ଼ି ରହିଛନ୍ତି…
ବନ୍ୟା ବିତ୍ପାତ: ଜଗତସିଂହପୁରରେ ୩ ଦିନ ପୁରୀରେ ୨ ଦିନ ସ୍କୁଲ ବନ୍ଦ; SRC କହିଲେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଉପୁଜିଥିବା ବନ୍ୟା ପରସ୍ଥିତି ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ । ଅନେକ ଗାଁ ଜଳମଗ୍ନ ହୋଇଛି, ଏବେବି ଅନେକ ଗାଁ ଜଳବନ୍ଦୀ ଭିତରେ ରହିଛି । ତେବେ ସ୍ଥିତିରେ ସାମନ୍ୟା…