Browsing Category

Top Stories

ସରିଲା ୫ଜି ସ୍ପେକ୍ଟ୍ରମ ନିଲାମୀ, ଆଗରେ ରିଲାଏନ୍ସ ଜିଓ…

ନୂଆଦିଲ୍ଲୀ: ଭାରତରେ ଏପର୍ଯ୍ୟନ୍ତ ସବୁଠୁ ବଡ଼ ସ୍ପେକ୍ଟ୍ରମ ନିଲାମୀ ସୋମବାର ଶେଷ ହୋଇଛି । ୭ଦିନ ଧରି ଚାଲୁଥିବା ଏହି ନିଲାମୀରେ ୧.୫ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୫ ଜି ବ୍ୟାଣ୍ଡ୍ ର ରେକର୍ଡ ବିକ୍ରି ହୋଇଛି । ଏହି…

ଏଥର ସ୍ୱର ଉଠାଇବ ବିଜେପି

ଭୁବନେଶ୍ୱର: ଆଜି ବିଧାନସଭାର ବିରୋଧୀ ଦଳ ଆସନରେ ବସିଲେ ଜୟ ନାରାୟଣ ମିଶ୍ର । ବିଜେପି କିଛି ଦିନ ତଳେ ତାଙ୍କୁ ବିରୋଦୀ ଦଳର ନେତା ଭାବେ ଘୋଷଣା କରିଥିବା ବେଳେ ଆଜି ଆନୁଷ୍ଠାନିକ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।…

ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ବର୍ଷା, ଅନୁଭବଙ୍କ ଏକ ଭିଡିଓ ପାଇଁ…

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ କୋର୍ଟରେ ବିଚାରଧୀନ ରହିଛି । ଦୁହେଁ ପରସ୍ପରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ କୋର୍ଟ ମାମଲା ବିଚାରଧୀନ…

ନ୍ୟୁଡ୍ କଲ୍ ଜାଲରେ ଫସିଲେ ଯନ୍ତ୍ରୀ, ଆକାଉଣ୍ଟରୁ ଚଳୁ ହୋଇଗଲା ୨୫ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଢ଼ିଚାଲିଛି ସାଇବର ଠକେଇ । ପ୍ରତିଦିନ ସାଇବର ଠକାମୀର ଶିକାର ହେଉଛନ୍ତି ଲୋକ । ସାଧାରଣ ଲୋକଙ୍କୁ ଠାରୁ ଆରମ୍ଭ କରି ବଡ଼ ବଡ଼ ବାବୁମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ପ୍ରତିଦିନ…

(Video) ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ମୃତ

ନୂଆଦିଲ୍ଲୀୀ: ମଧ୍ୟପ୍ରଦେଶ ଜବଲପୁରର ଏକ ଘରୋଇ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚଣ୍ଡାଲଭାଟାରେ ଥିବା ନ୍ୟୁଲାଇଫ୍ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ…

ପାଣିରେ ବୁଡ଼ିମରିବାରେ ମୟୁରଭଞ୍ଜ ଜିଲ୍ଲା ଆଗରେ

ଭୁବନେଶ୍ୱର: ବିଧାନସଭା ଗୃହରେ ଉଠିଲା ପାଣିରେ ପାଣିରେ ବୁଡ଼ି ଜୀବନ ହାରିିଥିବା ବ୍ୟକ୍ତିଙ୍କ ସଂଖ୍ୟା । ବିଜେପି ବିଧାୟକ ସୁକାନ୍ତ କୁମାର ନାୟକ ଏହି ପ୍ରସଙ୍ଗ ଉଠାଇଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ ୨୦୧୬-୧୭ ମସିହା…

(Video) କର୍ମଚାରୀଙ୍କୁ ବଡ଼ ଉପହାର! ମହଙ୍ଗା ଭତ୍ତାକୁ ୩% ବଢ଼ାଇଲେ ସରକାର, ଜାଣନ୍ତୁ କେତେ ବଢ଼ିବ ଦରମା?

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଯାଇଥିବା ବେଳେ କର୍ମଚାରୀଙ୍କ ପାଇଁ ଆସିଛି ଖୁସିଖବର । ଶ୍ରାବଣ ମାସର ତୃତୀୟ ସୋମବାରରେ ସମସ୍ତ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି ମଧ୍ୟପ୍ରଦେଶ ସରକାର ।…

ଭୋଟର ଆଇଡିକୁ ଆଧାର ସହ ଲିଙ୍କ କରିବାର ଅଭିଯାନ ଆଜିଠୁ ଆରମ୍ଭ

ନୂଆଦିଲ୍ଲୀ : ଭାରତର ନିର୍ବାଚନ ଆୟୋଗ ଅନେକ ରାଜ୍ୟରେ ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ଏକ ଅଭିଯାନ ଆଜିଠାରୁ ଆରମ୍ଭ କରିଛିି । ଏହା ମାଧ୍ୟମରେ ଭୋଟର ଲିଷ୍ଟକୁ ସ୍ୱଚ୍ଛ କରିବାକୁ ଏବଂ ଯୁବ…

ଦିଲ୍ଲୀରେ ଦୁଇ ମଙ୍କିଫକ୍ସ ସନ୍ଦିଗ୍ଧ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମଙ୍କିଫକ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହା ଭିତରେ ଆଉ ଦୁଇ ସନ୍ଦିଗ୍ଧ ରୋଗୀଙ୍କ ସୂଚନା ମିଳିଛି । ତେବେ ଉଭୟ ସନ୍ଦିଗ୍ଧ ଆଫ୍ରିକା ଫେରନ୍ତା ବୋଲି ସୂଚନା ମିଳିଛି । ଉଭୟଙ୍କୁ…

ଖୁଲମଖୁଲା ଚାଲିଛି ମଦବିକ୍ରୀ:ଅରବିନ୍ଦ କେଜ୍ରିୱାଲ

ଗୁଜୁରାଟ: ଖୁଲମ ଖୁଲା ଚାଲିଛି ମଦବିକ୍ରୀ । କିଛି ଏଭଳି କଥା କହି ଗୁଜୁରାଟ ସରକାରଙ୍କ ଉପରେ ଆରୋପ ଲଗାଇଲେ ଆପର ମୁଖିଆ ଅରବିନ୍ଦ କେଜ୍ରିୱାଲ । ଆଜି ସୋମନାଥର ଏକ ସାମ୍ବାଦିକ ସମ୍ମିଳନୀ ସଭାରେ ଯୋଗ ଦେଇ ଅରବିନ୍ଦ…