Browsing Category

Top Stories

ମମତାଙ୍କୁ ଚିଠି ଲେଖି କ’ଣ କହିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଫାଇନାଲରେ ମାଲେସିଆଠୁ ହାରିଲା ଭାରତ, ବ୍ୟାଡମିଣ୍ଟନ୍ ମିଶ୍ରିତ ଦଳକୁ ରୌପ୍ୟ ପଦକ

ବର୍ମିଂହାମ: କମନୱେଲଥ ଗେମ୍ସ ୨୦୨୨ ରେ ପିଭି ସିନ୍ଧୁଙ୍କ ନେତୃତ୍ୱରେ ବ୍ୟାଡମିଣ୍ଟନ ଦଳ ଭାରତ ପାଇଁ ୧୩ ତମ ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚରେ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ମାଲେସିଆ ୩-୧ରେ ପରାସ୍ତ କରିଛି। ଏହି ପରାଜୟ…

(Video) କ୍ଲିନ୍ ଚିଟ୍ ପାଇବା ପରେ ପପୁ କହିଲେ, ‘ସେ ଝିଅଟି ଆମ ଘର ପାଖ ପିଲା, ମୁଁ ତାକୁ ଭଲ…’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ ଓ ତାଙ୍କର ସହଯୋଗୀ ଗିଟୁ । ପୋକ୍ସୋ କୋର୍ଟ ଉଭୟଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ଜଣେ…

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ୧୦୦ ମିଟ ରେସରେ ଦୂତି ଚାନ୍ଦ ବିଫଳ, ସଟଫୁଟର ଫାଇନାଲରେ ମନପ୍ରୀତ

ବର୍ମିଂହାମ: ଭାରତୀୟ ମହିଳା ସଟଫୁଟର ମନପ୍ରୀତ କୌର ସଫଳ ପ୍ରଦର୍ଶନ ପୂର୍ବକ ଏଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ସଟଫୁଟ ଇଭେଣ୍ଟ ଫାଇନାଲ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।…

ରକ୍ତ ପରୀକ୍ଷାରୁ ସ୍ତନ କର୍କଟର ଚିହ୍ନଟ, ସାରା ରାଜ୍ୟରେ ଖୋଲିବ ମହିଳାମାନଙ୍କ ପାଇଁ ମାଗଣା କର୍କଟ ସ୍କ୍ରିନିଂ ଶିବିର

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରକ୍ତ ପରୀକ୍ଷାରୁ ହିଁ ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ । ରକ୍ତ ପରୀକ୍ଷା କ୍ଷେତ୍ରରେ ଏହି ବୈପ୍ଳବିକ ପରିବର୍ତ୍ତନ ଜରିଆରେ କର୍କଟ ରୋଗରୁ ମହିଳାମାନଙ୍କର ମୂଲ୍ୟବାନ ଜୀବନ ରକ୍ଷା…

ଦେଓମାଳି ପର୍ବତକୁନେଇ କ’ଣ କହିଲେ ତାରା….

ଭୁବନେଶ୍ୱର:ଦେଓମାଳି ପର୍ବତକୁ ନେଇ ଜୋର ଧରିଛି ରାଜନୀତି । ବିଧାନସଭା ଗୃହରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ବିଧାନସଭାରେ ଯେଉଁ ମନ୍ତବ୍ୟ ଦେଲେ ତାହାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଥିଲା । ଏହା ପରେ ମନ୍ତ୍ରୀ…

ଆଇପିଏସ ଓପିଏସ ଅଫିସର ସ୍ତରରେ ବଦଳି: ପ୍ରହ୍ଲାଦ ମୀନା ବୌଦ୍ଧର ଏସପି, ପ୍ରମୋଦ ରଥ ଦେବଗଡ଼ ଏସପି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ରାଜ୍ୟ ସରକାର ଆଇପିଏସ୍‌ ଏବଂ ଅଫିସର ସ୍ତରରେ ବରିଷ୍ଠ ଓପିଏସ୍‌ ଅଦଳବଦଳ କରିଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି…

ପୁଣି ଯୁଦ୍ଧମୁହାଁ ବିଶ ତାଇୱାନ ସୀମାରେ ୪ ଆମେରିକୀୟ ଯୁଦ୍ଧ ଜାହାଜ

ହଂକଂ: ଚୀନ୍ ର ଚେତାବନୀ ମଧ୍ୟରେ ଆମେରିକାର ଲୋୟରହାଉସ ବାଚସ୍ପତି ନାନସୀ ପେଲୋସି ମଙ୍ଗଳବାର ଦିନ ତାଇପେଇ ଅଭିମୁଖେ ଯାତ୍ରା କରିଥିବାବେଳେ ଆମେରିକା ପକ୍ଷରୁ ଚାରିଟି ଯୁଦ୍ଧ ଜାହାଜ ଦ୍ୱୀପର ପୂର୍ବ ସମୁଦ୍ରରେ ନିୟୋଜିତ…

ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ଚିନ୍ତାରେ ଚାଷୀ, ମରୁଡ଼ି ସମ୍ଭାବନା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ଦୁର୍ବଳ ହେବାରେ ଲାଗିଛି । ସପ୍ତାହେ ହେବ ବର୍ଷାର ଦେଖାନାହିଁ । ଧାରା ଶ୍ରାବଣରେ ଡହଡହ ଖରା । ବହୁ ସ୍ଥାନରେ ଚାଷଜମି ଫାଟିଗଲାଣି । ତଳି ଜଳିଗଲାଣି । ଗଜା ମରୁଡ଼ିର…

ରାଶିଫଳ(ବୁଧବାର,୦୩ ଅଗଷ୍ଟ,୨୦୨୨)

ମେଷ - କାର୍ଯ୍ୟ କୁ ସଫଳ କରିବାରେ ପ୍ରତିବନ୍ଧକ ସୃଷ୍ଟିହେବ । ନିକଟ ସମ୍ପର୍କୀୟ ପ୍ରିୟଜନଙ୍କ ଆଶ୍ୱାସନା ମନକୁ ଲାଘବ କରିଦେଇପାରେ । ବ୍ୟବସାୟ, ପରିବହନରେ ଉନ୍ନତି ଘଟିବ । ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ…