Browsing Category
Top Stories
NEET UG 2025 ପରୀକ୍ଷାରେ କରନ୍ତୁନି ଏହି କାମ, ନହେଲେ NTA ଲଗାଇବ ତିନି ବର୍ଷର ବ୍ୟାନ
ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (NTA) ଆସନ୍ତା ୪ ମେ ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା NEET UG 2025 ପରୀକ୍ଷା ପାଇଁ କଡ଼ା ନିୟମ ଓ ନିର୍ଦ୍ଦେଶନାମା ଜାରି କରିଛି। ପରୀକ୍ଷାରେ ନକଲ ବା ଅନୁଚିତ ଉପାୟର ବ୍ୟବହାର…
ଗର୍ଭବତୀଙ୍କୁ ନିଜେ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ଡାକ୍ତର, ଚାରିଆଡୁ ପ୍ରଶଂସା
ନବରଙ୍ଗପୁର: କଥାରେ ଅଛି ଭଗବାନଙ୍କ ଅବତାର ଡାକ୍ତର। ଜଣେ ଡାକ୍ତରର ଚିକିତ୍ସାରେ ଅନେକ ବଡ଼ ବଡ଼ ରୋଗର ସମାଧାନ ହୋଇଯାଏ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ମଣିଷ କୌଣସି ରୋଗରେ ପୀଡ଼ିତ ଥାଏ, ତେବେ ତାକୁ ସାରା ଦୁନିଆଟା ତୁଚ୍ଛ…
ଭୁବନେଶ୍ୱରରେ ଗର୍ଜନ କଲା କାଳବୈଶାଖୀ, ପବନର ନାଦ ସହ ପ୍ରବଳ କାଚୁଛି ବର୍ଷା
ଭୁବନେଶ୍ୱର: ଭୁବନେଶ୍ୱରରେ ହଠାତ୍ ମାଡ଼ିଆସିଲା କାଳବୈଶାଖୀ। ପବନର ବେଗ ୪୦-୫୦ କିମି ବହିବା ସହ ଘଡ଼ଘଡି ସାଙ୍ଗକୁ ରାଜଧାନୀରେ କାଚୁଛି ବର୍ଷା। ଏପରି ହଠାତ୍ କାଳବୈଶାଖୀ ଆସିବାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…
ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା CRPF ଯବାନଙ୍କ ଉପରେ ଆକ୍ସନ, ଚାକିରିରୁ କରାଗଲା ନିଲମ୍ବନ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନରେ ଜାରି ଉତ୍ତେଜନା ମଧ୍ୟରେ ସିଆରପିଏଫ ନିଜ ଯବାନ ମୁନୀର ଅହମଦଙ୍କୁ ପାକିସ୍ତାନୀ ମହିଳାଙ୍କ ସହ ନିଜ ବିବାହର କଥା ଲୁଚାଇବା ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଛି। ସେ ୪୧…
କଟକ ବ୍ରିଜ୍ ସ୍ଲାବ ଭୁଶୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଅନୁକମ୍ପା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କଟକ: କଟକରେ ବ୍ରିଜ୍ ସ୍ଲାବ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ।
ଏଥିସହ ଏହି ଦୁର୍ଘଟଣାରେ…
ପଇଡ଼ ପାଣିରେ କେତେ ବଢେ ସୁଗାର ଲେବଲ୍, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଓଡ଼ିଶା ଭାସ୍କର: ପଇଡ଼ ପାଣିକୁ ନେଚୁରାଲ ଏନର୍ଜୀ ଡ୍ରିଙ୍କର ନାମ ଦିଆଯାଇଥାଏ। ଖରାରେ ଏହା ସବୁଠୁ ଅଧିକ ସେବନ କରାଯାଇଥାଏ। ଖରାଦିନେ ଏହାକୁ ଅଧିକ ସେବନ କରାଯାଇଥାଏ।
ଏହା ଶରୀରକୁ ହାଇଡ୍ରେଟ୍ କରିବା ସହ…
(Video) ସରକାରଙ୍କ ନିର୍ଦ୍ଦେଶନାମା ପରେ ବି ଶ୍ରୀନଗରରେ ଭିଡିଓ ସୁଟ୍ କଲେ ବରିଷ୍ଠ ସାମ୍ବାଦିକା, ନେଟିଜେନ୍ସ କହିଲେ-ଦେଶଦ୍ରୋହୀ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହାପରେ ଭାରତ ସରକାର ମିଡିଆ ସଂସ୍ଥାଗୁଡ଼ିକମାନଙ୍କ ପାଇଁ ଶକ୍ତ ନିର୍ଦ୍ଦେଶନାମା ଜାରି କରିଥିଲେ।
ଏଥିରେ…
(Video) ପାକିସ୍ତାନୀ ସେନା ମୁଖ୍ୟ ମୁନୀର କରିଛନ୍ତି କି ପହଲଗାମ ଆକ୍ରମଣ? ପାକିସ୍ତାନର ପୂର୍ବତନ ମିଲିଟ୍ରୀ ଅଫିସରଙ୍କ ବଡ଼ ଦାବି
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସୀମା ପାର ଆତଙ୍କବାଦ ଉପରେ କଡ଼ା ଚେତାବନୀ ଜାରି କରି ପାକିସ୍ତାନ ବିପକ୍ଷରେ ବଡ଼ ଆକ୍ସନ ନେଇଛନ୍ତି।
ପାକିସ୍ତାନ ପକ୍ଷରୁ…
ଯା.. ଫେରିଯା.. ପାକିସ୍ତାନୀ ଜାହାଜ, ଭାରତ ସରକାର ଜାରି କଲେ ନିର୍ଦ୍ଦେଶନାମା
ନୂଆଦିଲ୍ଲୀ: ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା। ପାକିସ୍ତାନୀ ପତାକା ଲାଗିଥିବା ଜାହାଜ ଆସିବା ମନା। ଭାରତୀୟ ଜାହାଜକୁ ମଧ୍ୟ ପାକିସ୍ତାନ ବନ୍ଦର ଯିବା ବାରଣ କରାଯାଇଛି।
ଭାରତ ସରକାରଙଯକ ପକ୍ଷରୁ ଜାରି…
ଖରାରେ ଛଟପଟ ହେବେ ରାଜ୍ୟବାସୀ, ଆସନ୍ତା ୭ ତାରିଖ ପରେ ବଢିବ ତାତି
ଭୁବନେଶ୍ୱର: ଆସନ୍ତା ୭ ତାରିଖ ପରେ ରାଜ୍ୟରେ ବଢିବ ତାତି। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ରହିଛି। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରାଯାଇଛି।
ସୂଚନା…