Browsing Category

Top Stories

୧୮୧ ବାବୁଙ୍କ ପାଇଁ ୨୦୨୪ ହୋଇଛି କାଳ, ଜାଲରେ ଛନ୍ଦି ହେବା ସହ ହରାଇଛନ୍ତି ଗଳାବାଟ ରୋଜଗାର

ଭୁବନେଶ୍ୱର- ବର୍ଷ ୨୦୨୪ର ଆଜି ଶେଷ ଦିନ । ଆଜି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଜାରି କରିଛି ୨୦୨୪ର ଉପଲବ୍ଧୀ । ଏହି ବର୍ଷରେ ୧୮୧ ଦୁର୍ନୀତିଖୋର ବାବୁଙ୍କୁ କାବୁ କରିଛି ବିଭାଗ । ସେମାନଙ୍କ ସମ୍ପତ୍ତି ଜବତ ସହ…

(Breaking) ଜାନୁଆରୀ ୫ରେ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର- ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଏହି ଛାତ୍ରଛାତ୍ରୀଙ୍କୁ ଦେବେ ଆର୍ଥିକ ଭେଟି । ସବୁ ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା । ଆକାଉଣ୍ଟକୁ ଏହି ଟଙ୍କା…

( Big Breaking) ଧାଡିରେ ହେବ ଜଗା ଦର୍ଶନ, ନୂଆବର୍ଷରୁ ହେବ ନୂଆ ବ୍ୟବସ୍ଥାର ଆରମ୍ଭ

ଭୁବନେଶ୍ୱର- ଶ୍ରୀମନ୍ଦିରରେ ଜାନୁଆରୀରୁ ଆରମ୍ଭ ହେବ ଧାଡି ଦର୍ଶନ । ଭକ୍ତ ଧାଡିରେ ଯାଇ କରିବେ ଦର୍ଶନ । ଏଥିପାଇଁ ବିଶେଷ ବ୍ୟବସ୍ଥା ହେବ । ତେବେ ଆସନ୍ତା ୨୦ ତାରିଖରୁ ଭକ୍ତଙ୍କ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ କରାଯିବ…

(Breaking) ବିଶ୍ୱ ବିଦ୍ୟାଳୟ ହଷ୍ଟେଲରେ ଅଗ୍ନିକାଣ୍ଡ, ଛାତ୍ରୀ ଭୟଭୀତ

ବ୍ରହ୍ମପୁର- ଲେଡିଜ ହଷ୍ଟେଲରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବହୁ ଆସବାବ ପତ୍ର ପୋଡି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡ ବ୍ରହ୍ମପୁର ବିଶ୍ୱବିଦ୍ୟାଳରର ଲେଡିଜ ହଷ୍ଟେଲରେ ଲାଗିଛି ।…

(Breaking) ହଟିଲା କଟକଣା, ଲୋକସେବା ଭବନ ଭିତରକୁ ମିଳିବ ପ୍ରବେଶ, କରିବେ ରିପୋର୍ଟିଂ

ଭୁବନେଶ୍ୱର- ସାମ୍ବାଦିକଙ୍କ ପାଇଁ ଖୁସି ଖବର । ସାମ୍ବାଦିକଙ୍କ ଉପରେ ଲାଗିଥିବା କଟକଣା ହଟାଇଲେ ସରକାର । ଏଣିକି ଲୋକସେବା ଭାବନରେ ମଧ୍ୟ ରିପୋର୍ଟିଂ କରିବେ ସାମ୍ବାଦିକ । ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି…

ଗୋଟିଏ ମାସରେ ତୃତୀୟ ଥର ପାଇଁ IRCTC ସର୍ଭର ଠପ୍ ! ବୁକିଂ ହେଉନି ତତ୍କାଳ ଟିକେଟ୍, ଚିନ୍ତାରେ ଯାତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଆପ୍ ଏବଂ ୱେବସାଇଟ୍ ମଙ୍ଗଳବାର (ଡିସେମ୍ବର ୩୧) ରେ ପୁଣି ଠପ୍ ହୋଇଛି । ଡିସେମ୍ବରରେ ଏହା ତୃତୀୟ ଥର ପାଇଁ ହେଉଛି, ଯେତେବେଳେ…

ଅଦିନିଆ ବର୍ଷା ଉଜାଡିଦେଲା ଚାଷ, ଫସଲ ନଷ୍ଟ ଦେଖି ବିଲରେ ହିଁ ଚାଷୀଙ୍କ ମୃତ୍ୟୁ

ଭୁବନେଶ୍ୱର- ଅଦିନିଆ ବର୍ଷା ପାଇଁ ରାଜ୍ୟରେ ଚାଷ ଉଜୁଡି ଯିବା ପରେ ଜଣେ ପରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ଖବରରେ ଲଗାମ ଲାଗୁନି । କଟକ ନିଆଳି ଅଞ୍ଚଳର ଜଣେ ଚାଷୀ ବିପର୍ଯ୍ୟସ୍ତ ଚାଷ ବିଲକୁ ଦେଖି ସେହି ବିଲରେ ହିଁ…

ପରିବହନ ପ୍ରାଧିକରଣ ନିଷ୍ପତ୍ତି: ଆଜିଠୁ ମଦ୍ୟପ ଗାଡ଼ିଚାଳକଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ମଦ୍ୟପ ଗାଡ଼ିଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛି । ଆଜି ମଧ୍ୟରାତ୍ରରୁ ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଉଛି । ସଡ଼କ ସୁରକ୍ଷା ନିୟମ…

ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଅଧୀନରେ ଓଡ଼ିଶାକୁ ମିଳିବ ଏତିକି ଟଙ୍କା, କେନ୍ଦ୍ର ଦେଲା ମଞ୍ଜୁରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ‘ପିଏମ୍‍ ଉଷା’ ଅଧୀନରେ ଓଡ଼ିଶାକୁ ୬୦୦କୋଟିରୁ ଅଧିକ ଟଙ୍କା ଅନୁଦାନ ମିଳିବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ…

ଖରାପ ସ୍ତରରେ ପହଞ୍ଚିଲା ଓଡ଼ିଶାର ବାୟୁମଣ୍ଡଳ, ୫ଟି ସହର ହୋଇଛି ପ୍ରଦୂଷିତ

ଭୁବନେଶ୍ବର: ଶିଳ୍ପ ହେଉ ବା ଅନ୍ୟ କାରଣ ପାଇଁ ବାୟୁମଣ୍ଡଳ ଧିରେ ଧିରେ ଖରାପ ହେବାରେ ଲାଗିଛି । ଏଥିରୁ ବାଦ୍ ପଡ଼ିନି ଓଡ଼ିଶା । ଦେଶର ୧୨ଟି ସହରର ବାୟୁ ଖରାପ ସ୍ତରରେ ପହଞ୍ଚିଥିବା ବେଳେ ସେଥିମଧ୍ୟରେ ଓଡ଼ିଶାର ୫ଟି ସହର…