Browsing Category
Top Stories
Breaking: କାଲିଠୁ ସବୁ ସ୍କୁଲ ବନ୍ଦ, ୨୬ ତାରିଖରେ ପିଲାଯିବେ ବିଦ୍ୟାଳୟ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ସ୍କୁୂଲ ଛୁଟି । ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେଲେ ଜିଲ୍ଲାପାଳ ।
୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଗ୍ରୀଷ୍ମ ପ୍ରବାହକୁ…
(Video) ମଝି ଆକାଶରୁ ମୋଦିଙ୍କ ବିମାନକୁ ପାଛୋଟି ଆଣିଲା ସାଉଦୀ ଫାଇଟର ଜେଟ୍; ‘ଏ ବତନ’ ଗୀତ ଗାଇଲେ ସାଉଦୀ ସିଙ୍ଗର
ଜେଦାହ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଉଦୀ ଆରବରେ ପହଞ୍ଚିଛନ୍ତି । କ୍ରାଉନ ପ୍ରିନ୍ସ ସଲମାନଙ୍କ ନିମନ୍ତ୍ରଣ କ୍ରମେ ମୋଦି ୨ ଦିନିଆ ସାଉଦୀ ଆରବ ଗସ୍ତରେ ଅଛନ୍ତି ।
ସାଉଦୀ ଗସ୍ତରେ ପ୍ରିନ୍ସଙ୍କ…
(Viral Video)ଅଜଗରକୁ ଚୋବାଇ ଦେଲା ବାଘ, ହେଲେ ତାପରେ ଯାହା ହେଲା ସବୁ ଆଶ୍ଚର୍ଯ୍ୟ ହୋଇଗଲେ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପିଲିଭୀତ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଭିଡିଓରେ, ଦେଖିବାକୁ ମିଳୁଛି ଯେ ଜଙ୍ଗଲର ରାଜା ବାଘ ଏକ…
(Video) Bed Room ଖଟରେ ଛିଡ଼ା ହୋଇ ଉତ୍ପାତ କଲା ଷଣ୍ଢ, ଆଲମାରି ଭିତରେ ଲୁଚିଲେ ମହିଳା
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବହୁଳମାତ୍ରାରେ ଶେୟାର ହେଉଥିବା ଏହି ଭିଡିଓ ୨ ଟି ଷଣ୍ଢର ।
ଭାଇରାଲ ଭିଡିଓ ଅନୁସାରେ ୨ ଟି ଷଣ୍ଢ; ଜଣଙ୍କ ଘର ଭିତରେ ପସି ଖଟ…
ଦେବ ପ୍ରସାଦ ଦାଶଙ୍କୁ ନୂଆ ଦାୟିତ୍ବ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ
ଭୁବନେଶ୍ବର: ଦେବ ପ୍ରସାଦ ଦାଶ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି ଦେବ ପ୍ରସାଦ ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ…
ଆବଶ୍ୟକତା ଠାରୁ ଅଧିକ ଖାଉଥିଲେ ସାବଧାନ! ହୋଇପାରେ ଏହି ମାରାତ୍ମକ ରୋଗ
ନୂଆଦିଲ୍ଲୀ: ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଖାଦ୍ୟ ଗ୍ରହଣ କରିଥାଉ । କିନ୍ତୁ କିଛି ଲୋକ ଏତେ ଖାଦ୍ୟ ଖାଆନ୍ତି ଯେ ଏହା ଶରୀରକୁ ଲାଭ ଦେବା ପରିବର୍ତ୍ତେ କ୍ଷତି କରିବା ଆରମ୍ଭ କରେ ।
ଗତ କିଛି ବର୍ଷ ମଧ୍ୟରେ,…
Terrorist Attack: ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ, ଆଖିବୁଜା ଗୁଳିମାଡ଼ରେ 4 ଆହତ
ନୂଆଦିଲ୍ଲୀ: ଆଜି ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ସହରରେ ଥିବା ଏକ ପର୍ଯ୍ୟଟନ ସ୍ଥାନ ଉପରେ ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ଅତି କମରେ ୪ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ପହଲଗାମର ବୈସାରନ…
ମିଶନ ଶକ୍ତିର ପୁନର୍ଗଠନ ନେଇ ଦୃଢ଼ୋକ୍ତି ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପ୍ରରିଡ଼ା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ପ୍ରଭାତୀ କହିଛନ୍ତି, ବିଳମ୍ବରେ ହେଲେ ମଧ୍ୟ…
Breaking: ଚଳିତ ବର୍ଷ ଆଗୁଆ ହେବ ଖରାଛୁଟି, ୨ ଦିନରେ ନିଆଯିବ ସ୍କୁଲ ଛୁଟି ନେଇ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର: ଚଳିତ ବର୍ଷ ଖରାଛୁଟି ନେଇ ଆସନ୍ତା ୨ ଦିନରେ ନିଆଯିବ ନିଷ୍ପତ୍ତି । ଏ ନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଆଗୁଆ ଖରାଛୁଟି ପାଇଁ ମୁଖ୍ୟମନ୍ତ୍ରୀ ମୋହନ…
‘ମୁଁ ଆଶା କରୁଛି ଆପଣମାନେ ମୋତେ କ୍ଷମା କରିବେ..’, ନିଜର ବିବାଦୀୟ ମନ୍ତବ୍ୟକୁ ନେଇ କ୍ଷମା ମାଗିଲେ ଅନୁରାଗ କଶ୍ୟମ
ନୂଆଦିଲ୍ଲୀ: ପ୍ରସିଦ୍ଧ ବଲିଉଡ୍ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ନିକଟରେ ଏକ ବଡ଼ ବିବାଦକୁ ଜନ୍ମ ଦେଇଛନ୍ତି। ନିଜର ଜାତି ସମ୍ପର୍କିତ ମନ୍ତବ୍ୟ ପାଇଁ ସେ ଲୋକଙ୍କ ମଧ୍ୟରେ କ୍ରୋଧ ମଧ୍ୟ ସୃଷ୍ଟି କରିଛନ୍ତି।…