Browsing Category

Top Stories

ଶୋଇବା ପୂର୍ବରୁ ହଳଦୀ ପାଣିରେ ଏହି ଗୋଟିଏ ଜିନିଷ ମିଶାଇ ପିଅନ୍ତୁ, ମଧୁମେହ ଠାରୁ ରକ୍ତଚାପ ପର୍ଯ୍ୟନ୍ତ ସବୁକିଛି ରହିବ ନିୟନ୍ତ୍ରଣ

ନୂଆଦିଲ୍ଲୀ: ହଳଦୀ ଏକ ମସଲା ଯାହା ଭାରତୀୟ ଘରେ ବହୁତ ସହଜରେ ଉପଲବ୍ଧ । ଏହା କେବଳ ଘରେ ରୋଷେଇ ପାଇଁ ବ୍ୟବହୃତ ହୁଏ ନାହିଁ, ବରଂ ଆୟୁର୍ବେଦରେ ଅନେକ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହୃତ ହୁଏ । ଏହାର ଗୁଣ ବୃଦ୍ଧି…

(Video) ଅମାନିଆ କାର୍ ଡ୍ରାଇଭର, ରାସ୍ତାରେ ୯ ଜଣଙ୍କୁ ଚାପିଦେଲା, ୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁର ନାହରଗଡ଼ ଅଞ୍ଚଳରେ ସୋମବାର ସଂଦ୍ୟାରେ ହିଟ-ଆଣ୍ଡ-ରନର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଅମାନିଆ କାର୍ ଚାଳକ ଅନେକ ଟୁ-ହ୍ୱିଲର ଯାତ୍ରୀ ଏବଂ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ…

୨୪ ବର୍ଷୀୟ ଦାଦା ୬ ବର୍ଷର ଝିଆରୀ ସହ କଲା ଦୁଷ୍କର୍ମ, ମାରିଦେଇ କାର୍‌ରେ ଲୁଚାଇଦେଲା ମୃତଦେହ

ନୂଆଦିଲ୍ଲୀ: ଲଜ୍ଜାର ସବୁ ସୀମା ଟପିଲା। ଛତିଶଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୪ ବର୍ଷୀୟ ଦାଦା ନିଜ ୬ ବର୍ଷୀୟ ଝିଆରୀ ସହ ଦୁଷ୍କର୍ମ କରି ମାରି ପଡ଼ୋଶୀଙ୍କ କାରରେ ଲୁଚାଇଦେଇଛି ମୃତଦେହ।…

କାମଦା ଏକାଦଶୀ ୨୦୨୫: ଏହି ବିଧିରେ କରନ୍ତୁ ପୂଜା, ମିଳିବ ବିଷ୍ଣୁ ଭଗବାନଙ୍କ ଆଶୀର୍ବାଦ

ଓଡ଼ିଶା ଭାସ୍କର: 8 ଏପ୍ରିଲ ଅର୍ଥାତ ଆଜି ଚୈତ୍ର ଶୁକ୍ଳ ପକ୍ଷର ଏକାଦଶୀ ତିଥି ଏବଂ ମଙ୍ଗଳବାର। ଏକାଦଶୀ ତିଥି ଆଜି ରାତି 9.14 ପର୍ଯ୍ୟନ୍ତ ରହିବ। ଅଶ୍ଳେଶା ନକ୍ଷତ୍ର ଆଜି ସକାଳ 7.55 ପର୍ଯ୍ୟନ୍ତ ରହିବ, ଏହାପରେ ମଘା…

ଦିଲ୍ଲୀରେ ଓଡ଼ିଶା ନିବେଶକ ସମ୍ମିଳନୀ: ପ୍ରଥମ ଦିନରେ 27 ହଜାର କୋଟିର ନିବେଶ ପାଇଁ MOU, ସୃଷ୍ଟି ହେବ 48 ହଜାର ନିଯୁକ୍ତି

ଭୁବନେଶ୍ବର: 3ଦିନିଆ ଦିଲ୍ଲୀ ଗସ୍ତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ପ୍ରଥମ ଦିନରେ ସେ 14 ଜଣ ଶିଳ୍ପ ପ୍ରତିନିଧିଙ୍କ ସହିତ ସାକ୍ଷାତ କରିଛନ୍ତି ।…

ଶକ୍ତ ଭୂମିକମ୍ପରେ ଦୋହଲିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ଇଣ୍ଡୋନେସିଆର ପାଣିପାଗ ବିଭାଗ, ଜଳବାୟୁ ଏବଂ ଜିଓଫିଜିକ୍ସ ଏଜେନ୍ସିଙ୍କ ଅନୁଯାୟୀ, ମଙ୍ଗଳବାର ସକାଳେ ଇଣ୍ଡୋନେସିଆର ପଶ୍ଚିମ ଆସେ ପ୍ରଦେଶରେ 5.9 ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଘଟିଛି। ପ୍ରାରମ୍ଭରେ,…

ତହୱୁର ରାଣାର ଆବେଦନ ଖାରଜ, ଭାରତ ଫେରିବେ ୨୬/୧୧ ଆକ୍ରମଣ ଅଭିଯୁକ୍ତ

ନୂଆଦିଲ୍ଲୀ: ଆମେରିକାର ସୁପ୍ରିମକୋର୍ଟ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ଉପରେ ସ୍ଥଗିତାଦେଶ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ଆମେରିକୀୟ କୋର୍ଟର ଏହି…

(Video)ବିଜେପି ନେତାଙ୍କ ଘର ଉପରେ ଆତଙ୍କବାଦୀ ଆକ୍ରମଣ, ଫିଙ୍ଗାଗଲା ଗ୍ରେନେଡ: ଛାନଭିନ୍ କରୁଛି ପୋଲିସ

ଚଣ୍ଡିଗଡ଼: ସୋମବାର ବିଳମ୍ବିତ ରାତିରେ ପୂର୍ବତନ ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନୋରଞ୍ଜନ କାଳିଆଙ୍କ ଜଳନ୍ଧର ବାସଭବନରେ ବିସ୍ଫୋରଣ ହୋଇଥିଲା । ତାଙ୍କ ଘର ଉପରେ ଗ୍ରେନେଡ୍ ଫିଙ୍ଗାଯାଇଥିବା…

ଲଘୁଚାପର ପ୍ରଭାବରେ ୧୦ ରୁ ୧୭ ତାରିଖ ଯାଏଁ ବର୍ଷା: ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ତାତି ଯୋଗୁଁ ଲୋକମାନେ ଡହଳବିକଳ ହେଉଛନ୍ତି । ଏହାରି ଭିତରେ ଏକ ଖୁସି କଲା ପରି ଖବର ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଲଘୁଚାପର ପ୍ରଭାବରେ ଆସନ୍ତା…

ଗୁଗୁଲ Chrome ବ୍ୟବହାର କରୁଥିବା ଲୋକଙ୍କ ପାଇଁ High Risk Alert, କେନ୍ଦ୍ର ପକ୍ଷରୁ ସତର୍କତା ଜାରି

ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ହୋଇଯାନ୍ତୁ ସତର୍କ । ଗୁଗୁଲ୍ କ୍ରୋମ୍ ବ୍ୟବହାରକାରୀଙ୍କ ପାଇଁ ଏକ ହାଇ-ରିସ୍କ ୱାର୍ଣ୍ଣିଂ ଜାରି କରିଛି ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରିସପନ୍ସ…