Browsing Category

Top Stories

South East Central Railway Vacancy: ରେଳବାଇରେ ୧୦୦୭ ପଦବୀ ପାଇଁ ନିଯୁକ୍ତି, ଆରମ୍ଭ ହେଲାଣି ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଦଶମ ପାସ ଯୁବକ ଯୁବତୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଛି । ରେଳବାଇ ଶିକ୍ଷାର୍ଥୀ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଆଗ୍ରହୀ ଏବଂ…

ୱାକଫ୍ ବିଲକୁ ନେଇ ବିଜେଡ଼ିରେ ବିବାଦ! ନେତାଙ୍କୁ ଚୁପ୍ ରହିବାକୁ ଦିଆଗଲା ପରାମର୍ଶ

ଭୁବନେଶ୍ୱର: ୱାକଫ୍ ବିଲକୁ ସମର୍ଥନ ନେଇ ବିଜେଡ଼ିରେ ଉପୁଜିଛି ବିବାଦ । ଏହାରି ମଧ୍ୟରେ ନେତାଙ୍କ ଉପରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ରାଗିଯାଇଥିବା ଗଣମାଧ୍ୟମରେ କୁହାଯାଉଛି । ଗଣମାଧ୍ୟମରେ କିଛି ବି ବିବୃତି…

ଉତ୍କଳ ହସ୍ପିଟାଲରେ ବିଶ୍ଵସ୍ତରୀୟ ରୟାଲ୍ ସୁଇଟ୍‌ସ୍: ଉଦଘାଟନ କଲେ ଓଡ଼ିଶା ସରକାରଙ୍କର ଆଇନ, କାର୍ଯ୍ୟ ଓ ଅବକାରୀ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ…

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ମଲ୍ଟି-ସ୍ପେଶାଲିଟି ଉତ୍କଳ ହସ୍ପିଟାଲ, ନୀଳାଦ୍ରି ବିହାର, ଭୁବନେଶ୍ୱର, ତାଙ୍କର ଅଦ୍ୱିତୀୟ ଏବଂ ଆଧୁନିକ ବିଶ୍ୱସ୍ତରୀୟ ରୟାଲ୍ ସୁଇଟ୍‌ସର ଉଦ୍‌ଘାଟନ କରିବାରେ ଗର୍ବିତ ଅନୁଭବ କରୁଛି।…

କର୍କଟ ରୋଗ ଚିକିତ୍ସା ନେଇ ଖୁସି ଖବର, ଭାରତୀୟ ବୈଜ୍ଞାନିକମାନେ କଲେ ଚମତ୍କାର

ନୂଆଦିଲ୍ଲୀ: କର୍କଟ ରୋଗ ସବୁଠାରୁ ବିପଦପୂର୍ଣ୍ଣ ରୋଗ ମଧ୍ୟରୁ ଗୋଟିଏ । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (DST) ଅଧୀନସ୍ଥ ଏକ ପ୍ରତିଷ୍ଠାନ, ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡି ଇନ୍ ସାଇନ୍ସ ଆଣ୍ଡ୍…

BIG BREAKING: ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ, ସୂଚନା ଦେଲେ ବୋର୍ଡ ସଭାପତି

ଭୁବନେଶ୍ୱର: ସରିଛି ମାଟ୍ରିକ୍ ପରୀକ୍ଷା। ଏହାରି ମଧ୍ୟରେ ଖାତା ଦେଖା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି। ଏବେ ସମସ୍ତଙ୍କ ଧ୍ୟାନ ରେଜଲ୍ଟ ଉପରେ। ବର୍ତ୍ତମାନ ମାଟ୍ରିକ୍ ରେଜଲ୍ଟକୁ ନେଇ ଅପଡେଟ୍ ସାମ୍ନାକୁ ଆସିଛି।…

ଭଗବାନଙ୍କ ଏ କି ଲୀଳା! ବାଂଲାଦେଶରେ ମାଟିତଳୁ ବାରମ୍ବାର ବାହାରୁଛନ୍ତି ଭଗବାନ ବିଷ୍ଣୁ

ବାଂଲାଦେଶର ଦିନାଜପୁରର ଏକ ପୋଖରୀରୁ ଭଗବାନ ବିଷ୍ଣୁଙ୍କ ଏକ ମୂର୍ତ୍ତି ମିଳିଛି । ମାଟି ତଳେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ମିଳିବା ଘଟଣାକୁ ନେଇ ଜିଲ୍ଲାରେ କୌତୁହଳର ବାତାବରଣ ରହିଛି । ବାଂଲାଦେଶରେ ମାଟି ତଳୁ ଭଗବାନ…

ଆଜି କାହିଁକି ଖେଳାଯିବ ଡବଲ ହେଡର ମୁକାବିଲା, ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଜାରି ରହିଛି। ୭ ଅପ୍ରେଲରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଆରସିବି ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ସେହିପରି ମଙ୍ଗଳବାର ଦିନ ଦୁଇଟି ମୁକାବିଲା ଖେଳାଯିବ। ପ୍ରଥମ ମ୍ୟାଚ…

ପତ୍ନୀଙ୍କ ସହିତ କେବେବି କରନ୍ତୁ ନାହିଁ ଏହି ୫ଟି କାମ , ନଚେତ୍ ଲାଗିବ ମହାପାପ !

ହିନ୍ଦୁ ଧର୍ମରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ବହୁତ ପବିତ୍ର ବୋଲି କୁହାଯାଏ । ଏହା ବିଶ୍ୱାସ କରାଯାଏ ଯେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ବଡ଼ କିମ୍ବା ଛୋଟ ବୋଲି କିଛି ନାହିଁ । କୁହାଯାଏ ଯେ ଯେଉଁମାନେ ପରସ୍ପର ସହିତ…

Breaking News: ସିଙ୍ଗାପୁର ସ୍କୁଲରେ ନିଆଁ ଲାଗିବାରୁ ଗୁରୁତର ହେଲେ ପବନ କଲ୍ୟାଣଙ୍କ ପୁଅ, ହାତ-ଗୋଡ଼ରେ ଲାଗିଛି ଆଘାତ

ନୂଆଦିଲ୍ଲୀ: ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଘଟଣାରେ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ଜନସେନା ପାର୍ଟିର ସଭାପତି ପବନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ହାତ…

ଏହି ତେଲ ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ନଚେତ୍ ହୋଇପାରନ୍ତି ହାର୍ଟଆଟାକର ଶିକାର

ନୂଆଦିଲ୍ଲୀ: ଆଜିକା ସମୟରେ ହୃଦଘାତର ସଂଖ୍ୟା ବୃଦ୍ଧି ପାଇଛି । କମ୍ ବୟସର ଲୋକମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହୃଦଘାତ ସର୍ବଦା କୋଲେଷ୍ଟ୍ରଲ୍ ସ୍ତର ସହିତ ଜଡିତ । ତେବେ ଏପରି କିଛି ତେଲ ରହିଛି ଯାହା…