Browsing Category

Top Stories

ଦ୍ୱିତୀୟ ଥର ପାଇଁ ବାପା ହେଲେ ଭାରତୀୟ କ୍ରିକେଟର: ଭାରତକୁ ବିଶ୍ୱକପ ଜିତାଇବା ସହିତ ଫିଲ୍ମରେ କରିଛନ୍ତି ଅଭିନୟ

ନୂଆଦିଲ୍ଳୀ: ଦ୍ୱିତୀୟ ଥର ପାଇଁ ବାପା ହେଲେ ଭାରତୀୟ କ୍ରିକେଟର ଇର୍ଫାନ ପଠାନ୍ । ୨୦୧୬ରେ ବିବାହ କରିଥିବା ଇର୍ଫାନ ଦ୍ୱିତୀୟ ଥର ପାଇଁ ବାପା ହୋଇଥିବା ବେଳେ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି ।…

ମାତ୍ର ୧୭୦୦ ଟଙ୍କାରେ ଆପଣ ଫ୍ଲାଇଟରେ ବୁଲି ପାରିବେ ସୁନ୍ଦର ସୁନ୍ଦର ସ୍ଥାନ, ଥରେ ଚେକ୍ କରି ନିଅନ୍ତୁ ଅଫର୍ ଲିଷ୍ଟ

ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ଆପଣ ଯଦି ବୁଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖାସ୍ ଅଫର୍ ଆସିଛି । ବହୁତ ଶସ୍ତାରେ ଆପଣ ବହୁ ସୁନ୍ଦର ସୁନ୍ଦର ସ୍ଥାନ ବୁଲି ପାରିବେ । କେବଳ ଏତିକି ନୁହେଁ, ଗୋଟିଏ ସ୍ଥାନରୁ…

ଏଣିକି ବିଦେଶରୁ ହୋଇପାରିବ UPI ପେମେଣ୍ଟ୍, ଏହି ବ୍ୟାଙ୍କ ଆରମ୍ଭ କଲା ପ୍ରଥମ ସେବା

ନୂଆଦିଲ୍ଲୀ: ଡିଜିଟାଲ୍ ନେଣଦେଣ ବଜାରରେ ୟୁପିଆଇ ହେଉଛି ଖୁବ୍ ଲୋକପ୍ରିୟ ପେମେଣ୍ଟ ମୋଡ୍ । ଏବେସୁଦ୍ଧା ୟୁପିଆଇ ଦ୍ୱାରା କେବଳ ଭାରତରେ ହିଁ ପେମେଣ୍ଟ କରିବାର ସୁବିଧା ମିଳୁଛି । ହେଲେ ଏବେଠାରୁ ବିଦେଶୀଙ୍କୁ ମଧ୍ୟ ଆପଣ…

ରାୟଗଡ଼ାରେ ଯୁବକ, ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଚାଲିଛି ଛାନଭିନ୍

ରାୟଗଡ଼ା(ଓଡ଼ିଶା ଭାସ୍କର): ରାୟଗଡ଼ାର ଶୁଣ୍ଢିସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘର ଭିତରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ରାୟଗଡ଼ା ଥାନା ଶୁଣ୍ଢିସାହିର ଚୌଧୁରୀ କଲୋନୀର ଏକ…

AIIMSରେ ଏଣିକି ସବୁ ଟେଷ୍ଟ୍ ହେବ ମାଗଣା, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମସ୍) ପକ୍ଷରୁ ରୋଗୀଙ୍କ ଚିକିତ୍ସାକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ଏମସ୍ ଏବେଠାରୁ ୫୦୦ ଟଙ୍କାରୁ କମ୍ ଥିବା ସବୁପ୍ରକାର ମେଡିକାଲ ଟେଷ୍ଟ୍ ମାଗଣା କରିଦେଇଛି ।…

IPO ଲିଷ୍ଟିଂ: ସୁପ୍ରିୟା ଲାଇଫ୍ ସାଇନ୍ସ ଶେୟାର ମୂଲ୍ୟରେ ୫୫ ପ୍ରତିଶତ ଅଭିବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ଜାରି ରହିଛି ଆଇପିଓର ସିଜିନ୍ । ଗତକାଲି ଏଚପି ଆଧେସିଭର ଆଇପିଓ ଲଞ୍ଚ ହୋଇଥିବା ବେଳେ ଆଜି ଆଉ ଏକ ନୂଆ ଆଇପିଓ ଲଞ୍ଚ ହୋଇଛି । ଏହି ଆଇପିଓ ଲଞ୍ଚ ହେବା ସହିତ ଏହା ନିବେଶକଙ୍କୁ…

(ଭିଡ଼ିଓ) ଖୁବଶୀଘ୍ର ଦିଆଯିବ ସଂରକ୍ଷଣ ତାଲିକା, ଜାଣନ୍ତୁ ଏନେଇ ଆଉ କ’ଣ କହିଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ଖୁବ ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ ସରକାର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ…

ଏକାମ୍ରବାସୀଙ୍କ ପାଇଁ ନୂଆବର୍ଷ ଭେଟି: ୧୦୩ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଏକାମ୍ରବାସୀଙ୍କୁ ନୂଆବର୍ଷର ଭେଟି । ଏକାମ୍ରବାସୀ ନିର୍ବାଚନ ମଣ୍ଡଳ ପାଇଁ ୧୦୩ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ…

୨୦୨୨-୨୩ରେ କମିବ ପିଲାଙ୍କ ସିଲାବସ୍, କରୋନା ଯୋଗୁଁ NCERT ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଅର୍ଥାତ୍ NCERT ଏକାଡେମି ଅଧିବେଶନ ୨୦୨୨-୨୩ ପାଇଁ ସମସ୍ତ ଶ୍ରେଣୀର ସ୍କୁଲ ସିଲାବସକୁ କମାଇବାକୁ ନିଷ୍ପତ୍ତି ନେଇଛି । ଦେଶରେ କୋଭିଡ କାରଣରୁ…

ଛେଳି ଗର୍ଭରୁ ଜନ୍ମହେଲା ମଣିଷ ପରି ଦିଶୁଥିବା ଏକ ବିରଳ ପ୍ରାଣୀ, ଘଟଣାଟି ଘଟିଛି ଏହି ରାଜ୍ୟରେ

ନୂଆଦିଲ୍ଲୀ: ଅନେକ ସମୟରେ ଆମର ଚାରିପାଖରେ ଏପରି କିଛି ଘଟଣା ଘଟିଯାଇଥାଏ, ଯାହାକୁ ଦେଖିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସାମର କଛାର ଜିଲ୍ଲାର । ଜିଲ୍ଲାର…