Browsing Category
Top Stories
ଆସନ୍ତା ଜାନୁଆରୀ ୩ରୁ ୧୫-୧୮ ବର୍ଷ ବୟସର ଶିଶୁଙ୍କ ଟିକାକରଣ: ଜାଣନ୍ତୁ କିପରି ରହିପାରେ ସାଇଡ୍ ଇଫେକ୍ଟ
ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ସମଗ୍ର ଦେଶରେ ୧୫ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଟିକାକରଣ ଆରମ୍ଭ ହେବ । ଏଥିସହ ଆଗଧାଡ଼ିର କରୋନା ଯୋଦ୍ଧା ତଥା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ ୧୦ ତାରିଖରୁ ଆରମ୍ଭ…
ପରୀକ୍ଷାରେ ପଚରାଗଲା କରୀନା କପୁରଙ୍କ ପୁଅର ନାମ କଣ? ଏବେ ସ୍କୁଲକୁ ଜାରି ହେବ ନୋଟିସ୍, ଜାଣନ୍ତୁ ପୂରା ଘଟଣା
ନୂଆଦିଲ୍ଲୀ: ଏକ ଘରୋଇ ସ୍କୁଲ ପରୀକ୍ଷାରେ ଅଭିନେତ୍ରୀ କରୀନା କପୁର ଓ ସୈଫ୍ ଅଲୀ ଖାନ୍ ଙ୍କ ପୁଅର ପୂରା ନାମ ପଚରାଯିବା ମାମଲାରେ ଏବେ ଶିକ୍ଷା ବିଭାଗ ପକ୍ଷ ରୁ ଉକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।…
୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସମ୍ବଲପୁରର ସୁଲିନ, ଦେଖନ୍ତୁ ଭିଡିଓ
ସମ୍ବଲପୁର(ଓଡ଼ିଶା ଭାସ୍କର): ବୟସ ମାତ୍ର ସାଢେ ତିନି ବର୍ଷ ହେଲେ ମୁଣ୍ଡରେ ଭରିରହିଛି ଅସାଧାରଣ ଜ୍ଞାନ । ସେ ହେଉଛନ୍ତି ସମ୍ବଲପୁରର ସୁଲିନ ସଂକଳ୍ପ ଦାସ । ବିୟସ ହିସାବରେ ତାଙ୍କ ବୁଦ୍ଧିକୁ ଆକଳନ କରିବା ଭଳି ଭୁଲ…
ରାଶିଫଳ(ରବିବାର,୨୬ ଡିସେମ୍ବର,୨୦୨୧)
ମେଷ - ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବା ସହ ବ୍ୟବସାୟରେ ଭଲ ଲାଭହେବ ଓ ଋଣରୁ ମୁକ୍ତି ମିଳିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ । ଗୃହୋପକରଣ କ୍ରୟ…
ଜାନୁଆରୀ ୧୦ ତାରିଖରୁ ସମ୍ମୁଖ ଯୋଦ୍ଧା, ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ୍
ନୂଆଦିଲ୍ଲୀ: ଶନିବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କରୋନା ବିରୋଧୀ ଲଢ଼େଇରେ ସମସ୍ତେ ସହଯୋଗ କରିବାକୁ କହିବା ସହ ସମସ୍ତଙ୍କୁ କୋଭିଡ୍ ନିୟମ ମାନିବା, ହାତ ଧୋଇବା…
ଜାନୁଆରୀରୁ ଦିଆଯିବ ପିଲାଙ୍କୁ ଟିକା: ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶକୁ ସମ୍ବୋଧନ କରିବା ଅବସରରେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶକୁ ସମ୍ବୋଧନ କରିବା ସହ ସତର୍କ ରହିବା ଏବଂ ନିୟମ ମାନିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।…
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କହିଲେ ଆତଙ୍କିତ ହୁଅନ୍ତୁ ନାହିଁ, ସାବଧାନ ରୁହନ୍ତୁ
ନୂଆଦିଲ୍ଳୀ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସମ୍ବୋଧନ । ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ବଢ଼ିଛି । ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ…
ପୁଣି ସରକାର ଆଣିପାରନ୍ତି ବିବାଦୀୟ କୃଷି ଆଇନ!: କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଇସାରା
ନୂଆଦିଲ୍ଲୀ: କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଶୁକ୍ରବାର କହିଛନ୍ତି କୃଷି କ୍ଷେତ୍ରରେ ଦେଶରେ ସବୁଠୁ କମ୍ ନିବେଶ ମିଳିଛି । ନାଗପୁରରେ ଏକ ସମାରୋହରେ ଯୋଗଦେବା ଅବସରରେ ସେ କହିଛନ୍ତି କୃଷି ସୁଧାର ଆଇନକୁ…
ଖୁସି ଖବର; ଶିଶୁଙ୍କ ପାଇଁ ଆସିଲା କୋଭାକ୍ସିନ, ଜରୁରୀ ବ୍ୟବହାରକୁ DCGIର ମଞ୍ଜୁରୀ
ଦେଶରେ ଓମିକ୍ରନ ଯୋଗୁଁ କରୋନାର ତୃତୀୟ ଲହର ଆସିବାର ସମ୍ଭାବନାମଧ୍ୟରେ ଆସିଛି ଏକ ଖୁସି ଖବର । ଦେଶରେ ଏବେ ଶିଶୁଙ୍କ ପାଇଁ କରୋନା ଟିକାକୁ ମିଳିଛି ଅନୁମତି । ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ କରୋନା ଟିକାକୁ ଅନୁମତି ।…
ଭାରତୀୟଙ୍କୁ ନାହିଁ କରୋନା ଟେନସନ୍; ସର୍ଭେରେ ହେଲା ଖୁଲାସା
ଓମିକ୍ରନ ଭାରିଆଣ୍ଟରେ ବୃଦ୍ଧି ଯୋଗୁଁ କରୋନା ମହାମାରୀ ପୁଣି ଥରେ ବିଶ୍ୱ ସ୍ତରରେ ଚିନ୍ତାର କାରଣ ପାଲଟିଛି । ମାର୍କେଟ ରିସର୍ଚ୍ଚ କମ୍ପାନୀ Ipsos ଏହାର ମାସିକ ସର୍ଭେରେ କହିଛି ଯେ କୋଭିଡ-୧୯ ପୁଣି ଥରେ ବିଶ୍ୱ ସ୍ତରରେ…