Browsing Category

Top Stories

ଏବେ ବିନା ଟିକେଟରେ ବି କରିପାରିବେ ଟ୍ରେନ୍ ଯାତ୍ରା, ଜାଣନ୍ତୁ ରେଲୱେର ଖାସ୍ ନିୟମ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରହିଛି ବଡ଼ ଖବର । ଏବେ ଆପଣ ଟ୍ରେନରେ ବିନା ରିଜର୍ଭେସନରେ ବି ଯାତ୍ରା କରିପାରିବେ । ଏବେ ଯଦି ଆପଣଙ୍କୁ ଅଚାନକ୍ ଯାତ୍ରା କରିବାକୁ ପଡୁଛି, ତେବେ ଚିନ୍ତା କରିବାର…

ରାଜ୍ୟରୁ ପୁଣି ୨୬୪ ପଜିଟିଭ୍ ଚିହ୍ନଟ, ୩ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

୨୪ ଘଣ୍ଟା ଭିତରେ ଦୁଷ୍କର୍ମକାରୀଙ୍କୁ ସଜ୍ଜା ଶୁଣାଇ ରେକର୍ଡ କଲା ବିହାର, ଏପରି କରିବାରେ ଦେଶର ପ୍ରଥମ ରାଜ୍ୟ

ପାଟନା: କୌଣସି ପ୍ରକାର ଦୁଷ୍କର୍ମ ମାମଲାରେ ୨୪ ଘଣ୍ଟା ଭିତରେ ଦୋଷୀକୁ ସଜ୍ଜା ମିଳିବା କଥା ଆପଣ ମାନେ ଆଗରୁ ଜମା ମଧ୍ୟ ଶୁଣିନଥିବେ । ହେଲେ ଏହାକୁ ସତ କରି ଦେଖାଇଛି ବିହାରର ଏକ ବିଶେଷ କୋର୍ଟ । ବିହାରର ଅରରିୟାରେ…

ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ଆଶ୍ୱସ୍ତକର ଖବର, ଏବେ ବିନା ପରୀକ୍ଷାରେ ହୋଇପାରିବେ ସୁପରଭାଇଜର

ଚଣ୍ଡିଗଡ଼: ଅଙ୍ଗନୱାଡି କର୍ମୀଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । ବର୍ତ୍ତମାନ ରାଜ୍ୟର ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟ କରୁଥିବା ହଜାର ହଜାର ଅଙ୍ଗନୱାଡି କର୍ମୀଙ୍କୁ ସୁପରଭାଇଜର ହେବାକୁ ଆଉ…

‘ଅତି ଖରାପ’ ଶ୍ରେଣୀରେ ଦିଲ୍ଲୀର ବାୟୁ, ୩୮୬ରେ ପହଞ୍ଚିଲା AQI

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍ ର ବାୟୁର ଗୁଣବତ୍ତା ଆଜି ପୁଣିଥରେ ବିଗିଡ଼ିଯାଇଛି । ବାୟୁ ଗୁଣବତ୍ତା ଓ ମୌମୁମୀ ପୂର୍ବନୁମାନ ଓ ଅନୁସନ୍ଧାନ ପ୍ରଣାଳୀ(SAFAR)ଙ୍କ କହିବା ଅନୁସାରେ, ରାଜଧାନୀ ଦିଲ୍ଲୀରେ ଶନିବାର ଦିନ ବାୟୁ…

ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା, ପ୍ରଧାନମନ୍ତ୍ରୀ ଡକାଇଲେ ବଡ଼ ବୈଠକ

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା କାୟା ମେଲାଇବାରେ ଲାଗିଲାଣି । କରୋନା ଓ ଟିକାକରଣ ନେଇ ବଡ଼ ବୈଠକ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ ସାଢ଼େ ୧୦ଟାରେ କେନ୍ଦ୍ର ମନ୍ତ୍ରଣାଳୟର ବରିଷ୍ଠ…

ଡେଲଟାଠାରୁ ମାରାତ୍ମକ ‘Omicorn Variant’, ବି.୧.୧.୫୨୯ ଭୁତାଣୁକୁ ନେଇ ଗମ୍ଭୀର ସଙ୍କଟ; ବୈଜ୍ଞାନିକ ଦେଲେ ଚେତାବନୀ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି କରୋନା ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି । ଭାରତ ସମତେ ଦକ୍ଷିଣ ଆଫ୍ରିକା, ଆମେରିକା ଆଦି ଦେଶ ଗୁଡ଼ିକରେ ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପୂର୍ବରୁ ବି ଅନେକ…

ପ୍ରତିଦିନ ଗାୟବ୍ ହେଉଛନ୍ତି ୩ଟି ଝିଅ, ୫୦ଟି ଜିଲ୍ଲାର ଆରଟିଆଇର ଜବାବରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: କେନ୍ଦ୍ର ହେଉକି ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାକୁ ନେଇ ଲକ୍ଷ ଲକ୍ଷ ଦାବି କଲେ ମଧ୍ୟ ଆଜି ବି ମହିଳାମାନେ ଅସୁରକ୍ଷିତ । ଉତ୍ତରପ୍ରଦେଶରେ ପ୍ରତିଦିନ ୩ ଜଣ ଯୁବତୀ ଗାୟବ୍ ହେଉଛନ୍ତି । ଏନେଇ ଖୁଲାସା…

ଦକ୍ଷିଣୀ ରାଜ୍ୟ ଗୁଡ଼ିକରେ ତାଣ୍ଡବ କରୁଛି ବର୍ଷା, କେବଳ ନଭେମ୍ବରରେ ଆଖି ବୁଜିଲେଣି ୧୭୨

ନୂଆଦିଲ୍ଲୀ: ଭାରତର ଦକ୍ଷିଣାଞ୍ଚଳ ଗୁଡ଼ିକରେ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି । ଖାସ୍ କରି ତାମିଲନାଡ଼ୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗାଁ ଗାଁରେ ପାଣି ପଶିବା ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ…

ଆସନ୍ତା ୨୯ ତାରିଖ ଆଡ଼କୁ ଆଣ୍ଡାମାନ ସାଗରରେ ଲଘୁଚାପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୨୯ ତାରିଖ ଆଡ଼କୁ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବା ସହ ପରବର୍ତ୍ତୀ ୪୮ଘଣ୍ଟାରେ ପଶ୍ଚିମ-ଉତ୍ତର…