Browsing Category

Top Stories

ICC ଟି-୨୦ ରାଙ୍କିଙ୍ଗ: ୮ମ ସ୍ଥାନରେ କୋହଲି; ରାହୁଲ ଶ୍ରେଷ୍ଠ ଭାରତୀୟ

ନୂଆଦିଲ୍ଲୀ: ବୁଧବାର ଆଇସିସି ପକ୍ଷରୁ ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି । ଚଳିତ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ର୍ୟାଙ୍କିଙ୍ଗ ହ୍ରାସ ପାଇଥିବା ବେଳେ କେ ଏଲ…

ଶେଷରେ ବନ୍ଧା ହେଲେ OPHWC ଡେପୁଟି ମ୍ୟାନେଜର ପ୍ରତାପ, ଘରୁ ମିଳିଥିଲା ପୁଳା ପୁଳା ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଟିପତି ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଶେଷରେ ଗିରଫ ହୋଇଛନ୍ତି । ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜବତ ହୋଇଥିବା…

ଆସନ୍ତା ଫେବୃଆରୀ ପୂର୍ବରୁ ବନ୍ଦ ହୋଇଯିବ ‘Bigg Boss-15’: ଦିନକୁ ଦିନ ନିମ୍ନମୁଖୀ ହେବାରେ ଲାଗିଛି TRP

ନୂଆଦିଲ୍ଲୀ: ଟେଲିଭିଜନରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ ବିଗ୍ ବସକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଦୀର୍ଘ ସମୟ ଧରି ଶୋ’ କୌଣସି ଆଖିଦୃଶିଆ ହିଟ୍ ଦେଇ ନ ପାରିବା କାରଣରୁ ଟିଆରପି ସଙ୍କଟ ଦେଖାଦେଇଛି ।…

ଦୁନିଆର ପ୍ରଥମ ମାମଲା; ‘ଜଳବାୟୁ ପରିବର୍ତ୍ତନ’ ରେ ପୀଡିତ ହେଲେ ମହିଳା, ଏପରି ରହିଛି ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଆଜିର ସମୟରେ ‘ଜଳବାୟୁ ପରିବର୍ତ୍ତନ’ ସବୁଠାରୁ ବଡ଼ ମହାମାରୀ ଭାବେ ସାମ୍ନାକୁ ଆସିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାୟତଃ ସମସ୍ତ ଦେଶ ଓ ପୃଥିବୀ ବାହାର ମଧ୍ୟ ପ୍ରଭାବିତ ହେଉଛି । ସମାଜର ପ୍ରତ୍ୟେକ…

ପାକିସ୍ତାନରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର: ଦୀର୍ଘ ବର୍ଷ ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର । ପୂର୍ବରୁ ହିନ୍ଦୁଙ୍କୁ ଆବଣ୍ଟିତ କରାଯାଇଥିବା ଜମିକୁ ରଦ୍ଦ କରାଯାଇଥିଲା । ଉକ୍ତ ଜମିରେ ହିନ୍ଦୁ ମନ୍ଦିର, ଶ୍ମଶାନ ଘାଟ ଓ…

ବସ୍-ଟ୍ୟାଙ୍କର ସାମ୍ନାସାମ୍ନି ଧକ୍କା ହେବାରୁ ଲାଗିଲା ନିଆଁ: ୧୨ ଲୋକ ଜଳିଗଲେ, ସାମ୍ନାକୁ ଆସିଲା ଭିଡିଓ

ବାଡ଼ମେର: ରାଜସ୍ଥାନ ବାଡ଼ମେର ଜିଲ୍ଲାରେ ବାଡ଼ମେର-ଯୋଧପୁର ଜାତୀୟ ରାଜପଥରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି…

କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଘରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଇଥିବା କେବିଏନ ଗ୍ୟାଙ୍ଗ ଏବେ ପୋଲିସ୍ ଟାର୍ଗେଟରେ ଅଛନ୍ତି । କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନାର ଘରେ ଚଢ଼ାଉ ହୋଇଛି । ପୋଖରୀପୁଟ ଭଡ଼ା ଘରେ…

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଏକ ସାଧାରଣ କଥା ହୋଇଗଲାଣି । ଏହି କ୍ରମରେ ଆଜି ରାଜ୍ୟର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼…

ବର୍ଷେ ପରେ ଡିଫ୍ରିଜ୍ ହେଲା ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ, କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ବା ଏନଡିପିଏସ୍ ଅଧିନିୟମ ଅନୁଯାୟୀ ଏକ ସ୍ୱତନ୍ତ୍ର କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଜାଲ୍ ନୋଟ୍ କାରବାର ଓ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ସମ୍ପର୍କରେ ରହିଛନ୍ତି ଦେବେନ୍ଦ୍ର ଫଡନଭିସ୍: ନୱାବ ମଲିକ

ନୂଆଦିଲ୍ଲୀ: ଶେଷରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକଙ୍କ ହାଇଡ୍ରୋଜେନ ବୋମା ଫୁଟିଛି । ଏହି ବୋମାର ଝଲକ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପରେ ପଡ଼ିଥିବାର ଦେଖଯାଇଛି ।…