Browsing Category
Top Stories
ଆପଣ ଶରୀରର ହାଡ଼ରୁ ବାହାରୁଥିବା ଶବ୍ଦ କେବେ ଶୁଣିଛନ୍ତି କି, ଜାଣି ନିଅନ୍ତୁ ଏହା କେଉଁ ରୋଗର ସଙ୍କେତ
ଆମ ଶରୀରରେ ହାଡ଼ର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ଶରୀରର ବିଭିନ୍ନ ଅଂଶର ଜଏଣ୍ଟମାନଙ୍କରେ ଏକାଧିକ ହାଡ଼ ଏକତ୍ରିତ ହୋଇଥାନ୍ତି । ଆମର ଗଣ୍ଠିରେ ଥିବା ହାଡ଼ ବହୁତ ଶକ୍ତିଶାଳୀ ହୋଇଥାଏ, ମାତ୍ର ତାହା କାର୍ଟିଲେଜ୍ ଦ୍ୱାରା…
ଆଜି ରାଜ୍ୟରେ ପୁଣି ୩ ଜଣଙ୍କ କରୋନାରେ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
Realme GT Neo 2ର ଓପନ ସେଲ୍ ଆଜିଠାରୁ ଆରମ୍ଭ: ୭ ହଜାର ଟଙ୍କା ଶସ୍ତା, ସୁପରଫାଷ୍ଟ ଚାର୍ଜିଂ
ନୂଆଦିଲ୍ଲୀ: ରିଅଲମି ଜିଟି ନିଓ ୨କୁ ଭାରତରେ ଚଳିତ ସପ୍ତାହରେ ଲଞ୍ଚ କରାଯାଇଛି । ଏହାର ଓପନ୍ ସେଲ୍ ଆଜିଠାରୁ ଆରମ୍ଭ ହୋଇଛି । ଫ୍ଲିପକର୍ଟର ବିଗ୍ ଦିୱାଲି ସେଲର ଏକ ଅଂଶ ଭାବେ ଫ୍ଲିପକର୍ଟ ପ୍ଲସ୍ ମେମ୍ବର୍ସଙ୍କ ପାଇଁ…
ବାଂଲାଦେଶରେ ଇସ୍କନ ମନ୍ଦିରରେ ହିନ୍ଦୁ ଭକ୍ତଙ୍କୁ ପିଟିପିଟି ମାରିଦେଲେ, ସାମନାକୁ ଆସିଲା ଭିଡିଓ
ଢ଼ାକା: ବାଂଲାଦେଶରେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ହମଲା ଜାରି ରହିଛି । ଶୁକ୍ରବାର ଦିନ ନୋଆଖାଲୀ ଅଞ୍ଚଳରେ ଥିବା ଇସ୍କନ ମନ୍ଦିର ଉପରେ ବିରୋଧୀ ମାନେ ଆକ୍ରମଣ କରିଥିଲେ । ମନ୍ଦିରରେ ଅନେକ ଭଙ୍ଗାରୁଜା କରିବା ସହିତ ମା'…
ପାର୍ବଣ ଗହଳିରେ କରୋନା ସଂକ୍ରମଣ ବଢ଼ିଲା ନା କମିଲା: ସର୍ଭେ କରି ସପ୍ତାହେ ପରେ ରିପୋର୍ଟ ଦେବ ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପାର୍ବଣ ସମୟରେ କରୋନା ସଂକ୍ରମଣ ନେଇ ପ୍ରଶାସନ ପୂର୍ବରୁ ସଚେତନତା ଜାରି କରିଥିଲା । ବଜାର ହାଟରେ ଭିଡ଼କୁ ଏଡ଼ାଇବା ପାଇଁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ଅନୁରୋଧ କରାଯାଇଥିଲା ।…
ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ଭିଡ଼ ଉପରେ ମାଡ଼ିଗଲା କାର୍, ଜଣେ ମୃତ
ଭୋପାଳ: ପ୍ରଥମେ ଲଖିମପୁର, ତାପରେ ଜଶପୁର ଆଉ ଏବେ ଭୋପାଳରୁ କାର୍ ଚଢ଼ିବାର ଘଟଣା ସାମନାକୁ ଆସିଛି । ଭୋପାଳରେ ଚାଲିଥିବା ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଭିଡ଼ ଉପରେ ମାଡ଼ିଗଲା କାର୍ । ଫଳରେ ଜଣେ ଯୁବକ କାର୍…
ରାଜ୍ୟରେ ୪ ଶହ ଟପିଲା କରୋନା ସଂକ୍ରମଣ: ଆଜି ରାଜ୍ୟରେ ୪୪୩ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ଆଫଗାନ୍ ସ୍ଥିତିକୁ ନେଇ ଦିଲ୍ଲୀରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ; ପାକିସ୍ତାନକୁ ପଠାଗଲା ନିମନ୍ତ୍ରଣ
ନୂଆଦିଲ୍ଲୀ: ଭାରତ ଆସନ୍ତା ମାସରେ ଆଫଗାନିସ୍ତାନର ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛି । ଯେଉଁଥିରେ ପାକିସ୍ତାନ ମଧ୍ୟ ଯୋଗ ଦେଇପାରେ । ତେଣୁ ଭାରତ, ପାକିସ୍ତାନକୁ ଆମନ୍ତ୍ରିତ କରିଛି । କାବୁଲ…
ଏଣିକି ଆପଣମାନେ Credit Cardର ବିଲ୍ ପେମେଣ୍ଟ କରିପାରିବେ Debit Cardରେ, ଜାଣନ୍ତୁ ଏହାର ପ୍ରୋସେସ୍
ନୂଆଦିଲ୍ଲୀ: ଆଜିକାଲି ବ୍ୟାଙ୍କିଂ ଆପ ଓ କ୍ରେଡିଟ କାର୍ଡ କମ୍ପାନୀ ଆପ୍ ବ୍ୟତୀତ ମାର୍କେଟରେ କ୍ରେଡ୍, ପେଟିଏମ, ମୋବିକ୍ୱିକ, ଫୋନପେ, ଆମାଜନ ପରି ଥାର୍ଡ ପାର୍ଟି ମୋବାଇଲ ଆପ୍ ରହିଛି । ଏହି ଆପଗୁଡ଼ିକ ସାହାଯ୍ୟରେ…
ଭାରତ-ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମିଡିଆ ଠାରୁ ଦୁରେଇ ରହିବେ ସାନିଆ ମିର୍ଜା ! ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଭାରତର ଟେନିସ୍ ଷ୍ଟାର୍ ଖେଳାଳୀ ସାନିଆ ମିର୍ଜା ଟି-୨୦ ବିଶ୍ୱ କପ୍ ରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମିଡିଆରୁ ଗାୟବ୍ ହେବାର ଯୋଜନା କରୁଛନ୍ତି । ତେବେ ସାନିଆ ଏପରି ନିଷ୍ପତି ଭାରତ-ପାକିସ୍ତାନ…