Browsing Category
Top Stories
କଟକରେ ଏନକାଉଣ୍ଟର୍, ଦୁର୍ଦ୍ଦାନ୍ତ ଅପରାଧୀ ରାକା କାବୁ
କଟକ(ଓଡ଼ିଶା ଭାସ୍କର): କଟକରେ କମିଶନରେଟ୍ ପୋଲିସ୍ ର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧିକୁ କାବୁ କରାଯାଇଛି । ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ରାକା ଓରଫ ରାକେଶ ଦାସ ଆହତ ହୋଇଛି । ରାକେଶ ଠାରୁ ଗୋଟିଏ…
ଇଡି ସାମନାରେ ହାଜର ହେଲେନି ଜାକଲିନ୍ ଫର୍ଣ୍ଣାଣ୍ଡିଜ୍, ତୃତୀୟ ଥର ଜାରି ହେଲା ସମନ
ମୁମ୍ବାଇ: ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିିଂ ମାମଲାରେ ପ୍ରବର୍ତ୍ତନ ମନ୍ତ୍ରାଳୟ (ଇଡି) ବଲିଉଡ୍ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ତୃତୀୟ ଥର ସମନ ଜାରି କରିଛଇ । ଶନିବାର ଦିନ ସକାଳ ୧୧ ଟା ସମୟରେ ସେ ଇଡି…
ବିଶ୍ୱ ଖାଦ୍ୟ ଦିବସ: ଦେଶରେ ପ୍ରତିବର୍ଷ ୪୦ ପ୍ରତିଶତ ଖାଦ୍ୟ ହୁଏ ଖରାପ, ୨୦ କୋଟି ଶୁଅନ୍ତି ଖାଲି ପେଟରେ
ନୂଆଦିଲ୍ଲୀ: ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସରେ ଭାରତ, ୧୧୬ଟି ଦେଶ ମଧ୍ୟରେ ୯୧ତମ ସ୍ଥାନରୁ ଖସି ୧୦୧ ସ୍ଥାନକୁ ଖସିଆସିଛି । ଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ । ଜାତି ସଂଘର ଏକ ସଂସ୍ଥା ଫୁଡ୍ ଆଣ୍ଡ ଆଗ୍ରିକଲ୍ଚର୍…
୭୬ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର(ଓଡିଶା ଭାସ୍କର): ଶନିବାର ଅର୍ଥାତ ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୧୯୪୬ରେ ଜନ୍ମଗ୍ରହଣ କରିଥିବା ନବୀନ ଆଜି ୭୬ ବର୍ଷରେ ପାଦ ଥାପିଛନ୍ତି । ହେଲେ କରୋନା ସଂକ୍ରମଣ ଜାରି…
ରାଶିଫଳ(ଶନିବାର,୧୬ ଅକ୍ଟୋବର,୨୦୨୧)
ମେଷ- ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।
ବୃଷ-…
ଡୁପ୍ଲେସିସଙ୍କ ପରେ ଚମକିଲେ ଶାର୍ଦ୍ଦୁଲ ଓ ଜାଡେଜା: CSKକୁ ୪ର୍ଥ ଆଇପିଏଲ ଟ୍ରଫି
ନୂଆଦିଲ୍ଳୀ: ନବମ ଆଇପିଏଲ ଫାଇନାଲରେ ଚତୁର୍ଥ ଟାଇଟଲ ହାସଲରେ ସମର୍ଥ ହୋଇଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ଅଧିନାୟକ ଭାବରେ ନିଜର ୩୦୦ତମ ମ୍ୟାଚ ଖେଳୁଥିବା ଧୋନୀଙ୍କ ସିଏସକେ ଏହି ମ୍ୟାଚକୁ ୨୭ ରନରେ…
ପଞ୍ଜାବ ନାଟକରେ ଯବନିକା: ଇସ୍ତଫା ପ୍ରତ୍ୟାହାର କଲେ ସିଦ୍ଧୁ
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ନାଟକରେ ପଡିଛି ଯବନିକା । ଶୁକ୍ରବାର ନଭଜୋତ ସିଂ ସିଦ୍ଧୁ ନିଜ ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଏହା ସହିତ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବରେ ସିଦ୍ଧୁ ନିଜର…
ଧୋନୀଙ୍କ ଆଉ ଏକ କୀର୍ତ୍ତିମାନ; ଅଧିନାୟକ ଭାବରେ ଖେଳିଲେ ୩୦୦ ମ୍ୟାଚ୍
ନୂଆଦିଲ୍ଳୀ: ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ପ୍ରଥମ ଅଧିନାୟକ ଭାବରେ ୩୦୦ ତମ ଟି-୨୦ ମୁକାବିଲା ଖେଳିବାର…
ଚର୍ଚ୍ଚ ଭିତରେ ସାଂସଦଙ୍କୁ ଛୁରୀ ଭୁସି ହତ୍ୟା
ନୂଆଦିଲ୍ଲୀ: ଚର୍ଚ୍ଚ ଭିତରେ ସାଂସଦଙ୍କୁ ହତ୍ୟା । ଭୋଟରଙ୍କ ସହିତ ଆଲୋଚନା ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିବାରୁ ସାଂସଦଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ବ୍ରିଟେନରେ । ବ୍ରିଟିଶ ସାଂସଦ ଡେଭିଡ ଏମ୍ସଙ୍କୁ…
ଶେଷ ମ୍ୟାଚରେ ରାହୁଲଙ୍କୁ ଅତିକ୍ରମ କଲେ ଗାଏକ୍ୱାଡ
ନୂଆଦିଲ୍ଳୀ: ଆଇପିଏଲ ଫାଇନାଲରେ କେ ଏଲ ରାହୁଲଙ୍କୁ ଅତିକ୍ରମ କରି ଅରେଞ୍ଜ କ୍ୟାପ ହାସଲରେ ସମର୍ଥ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଋତୁରାଜ ଗାଏକ୍ୱାଡ । ଚଳିତ ଆଇପିଏଲରେ ୧୬ଟି ମ୍ୟାଚ ଖେଳିଥିବା ଗାଏକ୍ୱାଡ ୬୩୫ ରନ…