Browsing Category

Top Stories

ସୁନୀଲ ଛେତ୍ରୀଙ୍କ ଆଉ ଏକ କୀର୍ତ୍ତିମାନ; ପେଲେଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଆଉ ଏକ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ବ୍ରାଜିଲିଆନ କିମ୍ବଦନ୍ତୀ ପେଲେଙ୍କ ରେକର୍ଡ ଭାଙ୍ଗିବା ସହିତ ରେକର୍ଡ ବୁକରେ ନିଜ ନାମ ଉଲ୍ଲେଖ କରିଛନ୍ତି…

ୱାଇନ୍, ହ୍ୱିସ୍କି, ବ୍ରାଣ୍ଡୀ, ଭୋଡକା, ବିୟର୍, ରମ୍… ଜାଣନ୍ତୁ ଏସବୁ ମଧ୍ୟରେ କଣ ରହିଛି ଫରକ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଯେତେବେଳେ ବି ମଦ ସମ୍ପର୍କରେ କଥା ଉଠେ ତେବେ ବିଭିନ୍ନ ପ୍ରକାରର ମଦ ବ୍ରାଣ୍ଡ୍ କଥା ମୁଣ୍ଡକୁ ଆସିଥାଏ । ଏଥିରେ ୱାଇନ୍, ହ୍ୱିସ୍କି, ବ୍ରାଣ୍ଡୀ, ଭୋଡକା, ବିୟର୍, ଜିନ୍ ଭଳି ଅନେକ ନାମ ସାମିଲ…

ଦଶହରାରେ ନିଜ ରାଶି ହିସାବରେ କରନ୍ତୁ କାମ, ଶତ୍ରୁଙ୍କ ଉପରେ ସର୍ବଦା ମିଳିବ ବିଜୟ

ଦଶହରା ଦିନ ଭଗବାନ ଶ୍ରୀରାମ ରାବଣର ବଧ କରିଥିଲେ । ଦଶହରା ଦିନରେ କିଛି ଖାସ୍ ଉପାୟ ମାଧ୍ୟମରେ ଶତ୍ରୁ ଉପରେ ବିଜୟ ହାସଲ କରାଯାଇ ପାରିବ । ଦଶହରାରେ ନିଜ ରାଶି ହିସାବରେ କିଛି କାମ କରିବା ଦ୍ୱାରା ଆପଣ ବି ଶତ୍ରୁଙ୍କ…

ଦୁର୍ଗାମଣ୍ଡପରେ ଗୁଳିଚାଳନା; ଜଣଙ୍କର ମୃତ୍ୟୁ ଏକାଧିକ ଆହତ

ନୂଆଦିଲ୍ଳୀ: ପାର୍ବଣ ସମୟରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଘଟିଯାଇଛି ଗୁଳିକାଣ୍ଡ । ଏକ ଦୁର୍ଗା ମଣ୍ଡପରେ ଗୁଳିଚାଳନା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନାବାଳିକା ଆହତ ହୋଇଛନ୍ତି । ବୁଧବାର ଦିନ ୧୦ଟା…

ଭାରତର ଏହି ସହରରେ ସବୁଠାରୁ ଶସ୍ତାରେ ମିଳୁଛି ପେଟ୍ରୋଲ; ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ୍ ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ମେଟ୍ରୋ ସହର ମାନଙ୍କରେ ଏହି ଦୁଇ ଇନ୍ଧନର ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି ପେଟ୍ରୋଲିୟମ୍ କମ୍ପାନୀ ପକ୍ଷରୁ ପେଟ୍ରୋଲ ଦର ୩୫ ପଇସା…

ମନୀଷଙ୍କୁ ହତ୍ୟା କରି ପାଣିକୁ ଫୋପଡା ଯାଇଥିଲା; ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଗୁମର!

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ତନାଘନା କରୁଛି କମିଶନରେଟ ପୋଲିସ । କମିଶନରେଟ ପୋଲିସକୁ ଏହି ମାମଲାରେ ଏକ ନୂତନ ସୁରାକ ମିଳିଥିବା ବେଳେ ତାଙ୍କୁ…

ଗ୍ୟାସ ସିଲିଣ୍ଡର୍ ବୁକ୍ କଲେ ମିଳିବ ୧୦ହଜାର ଟଙ୍କାର ସୁନା ଜିତିବାର ମଉକା, ଜାଣନ୍ତୁ କଣ ରହିଛି ଦୁର୍ଗା ପୂଜା ଅଫର୍

ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି । ବର୍ତ୍ତମାନ ପେଟ୍ରୋଲ-ଡିଜେଲ୍ ଦର ମଧ୍ୟ ବଢ଼ିଚାଲିଛି । ତେଣୁ ବିଭିନ୍ନ ଜିନିଷର ଦରଦାମ୍ ବୃଦ୍ଧି…

ମନୀଷ ମୃତ୍ୟୁ ମାମଲାରେ ଖୋଲିଲା ଗୁମର, ସାମ୍ନାକୁ ଆସିଲା କାଳ ରାତିର ସତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଜାଣିବାକୁ ଲାଗିପଡିଛି ପୋଲିସ । ତଦନ୍ତ ଯେତେ ଆଗକୁ ଯାଉଛି, ସେତେ ଗୁମରର ଖୁଲାସା ହେଉଛି । ଏହାରି…

ଜାଣନ୍ତୁ ମହା ନବମୀର ମହାତ୍ମ୍ୟ

ଆଜି ମା'ଦୁର୍ଗାଙ୍କ ମହାନବମୀ ବା ନବରାତ୍ରୀର ଶେଷ ଦିନ । ୮ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବା ପରେ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଦେବୀ ଦୁର୍ଗାଙ୍କ ନଅ ରୂପ ମଧ୍ୟରୁ…

ପାର୍ବଣ ସମୟରେ ରାଜ୍ୟରୁ ବାହାରିଲେ ୫୨୧ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…