Browsing Category
Top Stories
କୋଇଲା ଅଭାବରେ ଚାଲିଯିବ ପୂରା ଦେଶର ବିଜୁଳି? ୩ ରାଜ୍ୟରେ ବନ୍ଦ ହେଲା ୨୦ଟି ଥର୍ମାଲ ପାୱାର୍ ଷ୍ଟେସନ୍
ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କୋଇଲା ସଙ୍କଟ ଦେଖା ଦେଇଛି । କୋଇଲାର ଅଭାବ କାରଣରୁ ଦେଶରେ ବିଜୁଳି ବନ୍ଦ ହୋଇଯିବା ନେଇ ଆଶଙ୍କା କରାଯାଉଛି । ଏହି କ୍ରମରେ ପଞ୍ଜାବ, କେରଳ ଓ ମହରାଷ୍ଟ୍ରରେ ୧୩ଟି ଥର୍ମାଲ ପାୱାର୍…
ଶସ୍ତା ହେବ ଖାଇବା ତେଲ: ବ୍ୟବସାୟୀ ରଖିପାରିବେନି ଷ୍ଟକ, ଜାଣନ୍ତୁ କେବେଠାରୁ ହେବ ଲାଗୁ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଖାଇବା ତେଲର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାକୁ ନିୟନ୍ତ୍ରର କରିବା ପାଇଁ କେନ୍ଦ୍ର ସରକାର ଷ୍ଟକ୍ ସୀମା ନିର୍ଦ୍ଧାରଣ କରିଛନ୍ତି । ବ୍ୟବସାୟୀମାନେ କେତେ ପରିମାଣରେ ତେଲ ନିଜ…
ଆଜି ଟ୍ୱିନସିଟିରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ, ୨୦ ତାରିଖ ଯାଏଁ ବଳବତ୍ତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଟ୍ୱିନସିଟିରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ପାର୍ବଣକୁ ଆଖି ଆଗରେ ରଖି କମିଶନରେଟ୍ ପୋଲିସ୍ ପକ୍ଷରୁ ନାଇଟ୍ କର୍ଫ୍ୟୁ ସମୟରେ ସବୁ ଅଞ୍ଚଳରେ କଡ଼ା ନଜର ରଖାଯିବ । ନିୟମ…
ଭିଜିଲାନ୍ସ ଜାଲରେ ଜେଇ
ଦେବଗଡ଼(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ତିଲେଇବଣି ବ୍ଲକ୍ ବଡ଼ଛାପଲ ଜିପିଟିଏ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସଂମ୍ପତ୍ତି ଠୁଳ ଅଭିଯୋଗରେ ତିଲେଇବଣି ବ୍ଲକର ଗ୍ରାମ ପଞ୍ଚାୟତ ଟେକ୍ନିକାଲ ଆସିଷ୍ଟାଣ୍ଟ ବିକାଶ…
ଜମ୍ମୁ-କାଶ୍ମୀରରେ ୨ଟି ଏନକାଉଣ୍ଟର୍
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳରେ ଏନକାଉଣ୍ଟର୍ ହୋଇଛି । ଅନନ୍ତନାଗ ଓ ବାନ୍ଦିପୋରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଅନନ୍ତନାଗରେ ଜଣେ ଆତଙ୍କବାଦୀ…
ରାଶିଫଳ(ସୋମବାର,୧୧ ଅକ୍ଟୋବର ,୨୦୨୧)
ମେଷ - ଆଜି ନିଜ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ମନେ ରଖନ୍ତୁ କେବଳ ଥଣ୍ଡା ମନରେ ଧର୍ୟ୍ୟ ରଖନ୍ତୁ ଆପଣଙ୍କ ପରିସ୍ଥିତିକୁ…
ଉତ୍ଥାପ୍ପା ଓ ଗାଏକ୍ୱାଡଙ୍କ ଅର୍ଦ୍ଧଶତକ, ଧୋନୀଙ୍କ ଧୂଆଁଧାର ବ୍ୟାଟିଂ; ନବମ Ipl ଫାଇନାଲରେ Super Kings
ନୂଆଦିଲ୍ଲୀ: ଚତୁର୍ଦ୍ଦଶ ସଂସ୍କରଣ ଆଇପିଏଲରେ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଅଧିନାୟକ ମହେନ୍ଦ୍ର ସିଂ ଧୋନଙ୍କ ୬ ବଲ ୧୮ ରନ ଇନିଂସ ବଳରେ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ…
ଆପଣାନ୍ତୁ ଏହି ଘରୋଇ ଉପାୟ; ମଶାଙ୍କ ଦୌରାତ୍ମ୍ୟରୁ ମିଳିବ ମୁକ୍ତି
ବର୍ଷାଦିନେ ମଶାମାଛିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଦେଖାଯାଇଥାଏ । ଏବେ ଡେଙ୍ଗୁର ଭୟ ବଢ଼ିବାରେ ଲାଗିଛି । ମଶା କାରଣରୁ ବିଭିନ୍ନ ରୋଗ ହେବାର ମଧ୍ୟ ଆଶଙ୍କା ଥାଏ । ତେବେ କେତୋଟି ସରଳ ଉପାୟରେ ଘରୁ ମଶା ଦୂରେଇ ହେବ ।…
ଛୁଆ ଜନ୍ମ କରିବାକୁ ଚାହୁଁନାହାନ୍ତି ଆଧୁନିକ ମହିଳା; ମନ୍ତ୍ରୀଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ: ମହିଳାଙ୍କ ସମ୍ପର୍କରେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି ଜଣେ ବିଜେପି ମନ୍ତ୍ରୀ । ଆଧୁନିକ ମହିଳା ମାନେ ସିଙ୍ଗଲ ରହିବାକୁ ପସନ୍ଦ କରୁଥିବା ବେଳେ ଛୁଆ ଜନ୍ମ ଦେବାକୁ ଆଗ୍ରହୀ ନଥିବା କହିଛନ୍ତି କର୍ଣ୍ଣାଟକ…
ଆସନ୍ତାକଲି ଇଣ୍ଡିଆନ୍ ସ୍ପେସ୍ ଆସୋସିଏସନ୍ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସ୍ପେସ ଆସୋସିଏସନ(ଆଇଏସପିଏନ)କୁ ଲଞ୍ଚ କରିବାକୁ ଯାଉଛନ୍ତି । ଆସନ୍ତାକାଲି ସକାଳ ୧୧ଟାରେ ଏହାକୁ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ । ଏହି ଉନ୍ମୋଚନ…