Browsing Category
Top Stories
ଲଖିମପୁର ହିଂସା: ୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା, ଯୋଗୀ ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ହିଂସାକୁ ନେଇ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି ଶୁଣାଣି । ଏହି ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିବା ସହ ବର୍ଷିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ…
ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ନିର୍ବାଚନ କମିଶନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ । ସରପଞ୍ଚ ସଂରକ୍ଷଣ ତାଲିକ ଚୁଡ଼ାନ୍ତ ପ୍ରସଙ୍ଗରେ ସେ…
ମା’ର ଜନ୍ମଦିନରେ ପୁଅର ଜାମିନ୍ ଆବେଦନର ହେବ ଶୁଣାଣି, ବେଲ୍ ନା ଜେଲ? ଚାଲିଛି ଫଇସଲା
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଫସିଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଯାଇଛି । ତେବେ ଆଜି ଆର୍ଯ୍ୟନଙ୍କ ଜାମିନ୍ ଆବେଦନକୁ ନେଇ ଶୁଣାଣି…
ନବରାତ୍ରିରେ ଶ୍ରୀଦୁର୍ଗା ସପ୍ତଶତୀ ପାଠ କଲେ ଦୂର ହୋଇଯିବ ଜୀବନର ସମସ୍ତ ସମସ୍ୟା
ଶାରଦୀୟ ନବରାତ୍ରିରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ଓ ତାଙ୍କର କୃପା ଲାଭ କରିବା ପାଇଁ ସପ୍ତଶତୀ ପାଠ କରିବା ବିଧି ବିଧାନ ରହିଛି । ଦୁର୍ଗା ସପ୍ତଶତୀରେ ମୋଟ ୧୩ଟି ଅଧ୍ୟାୟ ରହିଥିବା ବେଳେ ଏହାକୁ ନବରାତ୍ରିରେ…
ନବରାତ୍ରିରେ ଏହି ୪ ରାଶିର ଲୋକଙ୍କ ଉପରେ ରହିବ ମା’ ଦୁର୍ଗାଙ୍କ କୃପା
ହିନ୍ଦୁଧର୍ମରେ ନବରାତ୍ରି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହି ସମୟରେ ଭକ୍ତମାନେ ମା’ଙ୍କୁ ପ୍ରସନ୍ନ କରିବାକୁ ପାଇଁ ଉପବାସ କରନ୍ତି ଓ ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ୯ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାଙ୍କର ଏହି ୯ଦିନ…
RBIର ଗୁରୁତ୍ୱପୁର୍ଣ୍ଣ ଘୋଷଣା ପରେ ୬୦,୦୦୦ ପାର୍ କଲା ସେନସେକ୍ସ, ୧୭,୮୮୦ ଉପରେ ନିଫ୍ଟି
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୌଦ୍ରିକ ନୀତି ସମିତିର ବୈଠକରେ ନିଆଯାଇଥିବା ନିଷ୍ପତି ଘୋଷଣା କରାଯିବା ପରେ ଆଜି ସପ୍ତାହର ଶେଷ ବ୍ୟବସାୟିକ ଦିନ ଅର୍ଥାତ୍ ଶୁକ୍ରବାର ଦିନ ସେୟାର ବଜାରରେ…
ରଞ୍ଜିତ ସିଂ ହତ୍ୟା ମାମଲା: ଗୁରମିତ ରାମ୍ ରହିମ୍ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ୍ ରହିମ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହରିୟାଣାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାମ ରହିମ୍ । ରଞ୍ଜିତ ସିଂ ହତ୍ୟା ମାମଲାରେ ସିବିଆଇ…
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଜୁଲାଇ ୨୧ରୁ…
କ୍ଷୀର ସହିତ ଏହି ଖାଦ୍ୟ ଜମାରୁ ମିଶାଇ ଖାଆନ୍ତୁ ନାହିଁ, ଏହା ନେଇପାରେ ଆପଣଙ୍କ ଜୀବନ
କ୍ଷୀର ପିଇବା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । କ୍ଷୀରରେ କ୍ୟାଲସିୟମ, ଫସଫରସ, ଭିଟାମିନ-ବି, ଭିଟାମିନ-ଡି, ପ୍ରୋଟିନ ଆଦି ରହିଛି । ଏହା ଶରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇବା ସହ ଆମର ହାଡ଼କୁ ମଜବୁତ କରିଥାଏ ।…
ଦେଶବାସୀଙ୍କ ପାଇଁ ଖୁସିଖବର, IMPSର ସୀମାକୁ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କଲା ଆରବିଆଇ
ନୂଆଦିଲ୍ଲୀ: ପାର୍ବଣ ଋତୁରେ ଦେଶବାସୀଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଆଜି ସାମ୍ବାଦିକ ସମ୍ମିଳନୀରେ ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବା ସହିତ କହିଥିଛନ୍ତି ଯେ,…