Browsing Category
Top Stories
ଆଜି ପୁଣି ରାଜ୍ୟରୁ କରୋନାରେ ୭ ଜଣଙ୍କର ପ୍ରାଣହାନୀ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
କିଏ ଏହି ଭାରତର ୟଙ୍ଗ୍ ଅଫିସର, ଯିଏକି ଜାତି ସଂଘରେ ଇମ୍ରାନଙ୍କୁ ଧୂଳି ଚଟାଇଛି?
ନୂଆଦିଲ୍ଲୀ: ପାକିସ୍ତାନ ସାମନାରେ କେତେ ବି ବଡ଼ ସମସ୍ୟା ଥାଉ ନା କାହିଁକି, ସେସବୁକୁ ଛାଡ଼ି ଅନ୍ତର୍ଜାତୀୟ ଫୋରମ୍ ରେ କାଶ୍ମୀର ପ୍ରସଙ୍ଗକୁ ନେଇ ନିଜର ରାଗ ଉଗାଳିବା କେବେ ବି ବନ୍ଦ କରେ ନାହିଁ । ଶନିବାର ଦିନ ଜାତିସଂଘର…
ଆଜି ରାଜ୍ୟରେ ୬୦୨ କରୋନା ପଜିଟିଭ୍: ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ମାଡ଼ିଆସୁଛି ବାତ୍ୟା: ଗଭୀର ଅବପାତର ରୂପନେଲା ଅବପାତ, ଗୋପାଳପୁର-ବିଶାଖାପାଟଣା ମଝି କଳିଙ୍ଗପଟ୍ଟନମରେ କରିବ ଲ୍ୟାଣ୍ଡଫଲ୍
ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବର ୫୧୦ କିମି ଦୂରରେ ଏହା ରହିଥିବା ବେଳେ ଶେଷ ୬ ଘଣ୍ଟାରେ ୧୨ କିମି ବେଗରେ ଉପକୂଳକୁ…
ମାତ୍ର ୨୩ ହଜାର ଟଙ୍କାରେ କିଣନ୍ତୁ ସ୍କୁଟର, ଏକ ବର୍ଷ ପାଇଁ ରହିଛି ୱାରେଣ୍ଟି
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପେଟ୍ରୋଲର ଦର କମିବାର ନାଁ ଧରୁନାହିଁ । ତେଣୁ ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କ ପାଇଁ ଇଲେକ୍ଟ୍ରିକ ଯାନ ଏକ ପ୍ରମୁଖ ବିକଳ୍ପ ପାଲଟିଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ କମ୍ପାନୀ…
୧୨ ବର୍ଷର ବାଳକର ରୋଜଗାର ୩ କୋଟି, ଜାଣନ୍ତୁ କେମିତି ହେଲା ଏହା ସମ୍ଭବ
ନୂଆଦିଲ୍ଲୀ: ପଇସା ରୋଜଗାର କରିବା ଏତେ ସହଜ ନୁହେଁ, ଏକଥା ଆପଣ ଅନେକ ଥର ଶୁଣିଥିବେ । ମାତ୍ର ଜଣେ ୧୨ ବର୍ଷର ବାଳକ ଏକଥାକୁ ଭୁଲ୍ ପ୍ରମାଣିତ କରିଛି । ଲଣ୍ଡନରେ ରହୁଥିବା ବେନିୟାମିନ ଅହମ୍ମଦ ୩ କୋଟି ଟଙ୍କା ରୋଜଗାର…
ପଞ୍ଚଭୂତରେ ଲୀନ ହେଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ
କେନ୍ଦୁଝର(ଓଡ଼ିଶା ଭାସ୍କର): ପଞ୍ଚଭୂତରେ ଲୀନ ହେଲା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପାର୍ଥିବ ଶରୀର । ଜନ୍ମମାଟି କେନ୍ଦୁଝର ଜିଲ୍ଲା ରାଇକଳା ଗାଁରେ ତାଙ୍କର ଶେଷକୃତ୍ୟ ହୋଇଛି । ଅରିନ୍ଦମଙ୍କ ଅକାଳ ବିୟୋଗରେ ଗଁ।ରେ…
ମୁଣ୍ଡଳିରେ ବୋଟ୍ ଓଲଟିବା ଘଟଣା: ଉଦ୍ଧାର ହୋଇଥିବା ମୃତଦେହ ସୀତାରାମଙ୍କର ନୁହେଁ ବୋଲି କହିଲେ SRC
କଟକ(ଓଡ଼ିଶା ଭାସ୍କର): ମୁଣ୍ଡଳିରେ ଗଜରାଜ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା ରାଜ୍ୟରେ ଚହଳ ପକାଇଛି । ଏହି ଘଟଣାରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଓଡ଼୍ରାଫ୍ ବୁଡ଼ାଳି ସୀତାରାମ ମୁର୍ମୁ ନିଖୋଜ…
ଏଣିକି ମହିଳା ପୋଲିସ କର୍ମୀ କେବଳ ୮ ଘଣ୍ଟା ଡ୍ୟୁଟି କରିବେ, ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ
ନୂଆଦିଲ୍ଲୀ: ଏଣିକି ମହିଳା ପୋଲିସ କେବଳ ୮ ଘଣ୍ଟା ଡ୍ୟୁଟି କରିବେ । ପୂର୍ବରୁ ଏହି ଡ୍ୟୁଟି ଟାଇମ ୧୨ ଘଣ୍ଟା ଥିବାବେଳେ ଏବେ ତାହା ୪ ଘଣ୍ଟା ହ୍ରାସ କରାଯାଇଛି । ପୂର୍ବରୁ ଡ୍ୟୁଟି ଟାଇମ ବହୁତ ଲମ୍ବା ଥିବାରୁ ଏହି…
ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ କି ନା, ଜାଣନ୍ତୁ ଏନେଇ କ’ଣ କହିଲେ ମୁଖ୍ୟ ଦାବିଦାର ଟିଏସ୍ ସିଂହଦେବ
ନୂଆଦିଲ୍ଲୀ: ଛତିଶଗଡ଼ରେ କଂଗ୍ରେସ ସରକାରର ଅଢ଼େଇ ବର୍ଷିଆ ଫର୍ମୂଲାକୁ ନେଇ ବିବାଦ ଜୋର ଘନେଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଦାବିଦାର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେବଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ…