Browsing Category

Top Stories

ବଢୁଛି ହୀରାକୁଦ: ଜଳସ୍ତର ୬୨୮.୩୯ ଫୁଟ;୨୪ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ନାହିଁ ନଥିବା ପରସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୩୯ ଫୁଟ…

ସକାଳୁ ଚା ପିଉଛନ୍ତି କି; ଭୋଗି ପାରନ୍ତି ଏହି ସବୁ ସମସ୍ୟା

କୁହାଯାଏ ଯଦି ସକାଳ ଭଲରେ ଆରମ୍ଭ ହେବ ତେବେ ଦିନ ଯାକ ଭଲରେ କଟିଥାଏ । ତେଣୁ ସକାଳୁ ଅନେକ ଲୋକ ବାହାରର ସୁସ୍ଥ ଓ ଶାନ୍ତ ବାତାବରଣରେ ବ୍ୟାୟାମ ଆଦି କରିଥାନ୍ତି । କିନ୍ତୁ ଅନେକ ଲୋକ ଥାଆନ୍ତି ଯେଉଁମାନେ ସକାଳୁ ଉଠି…

ଏୟାର ଇଣ୍ଡିଆ ବିନିବେଶ: ଦୌଡରେ ଆଗୁଆ ଟାଟା ଗ୍ରୁପ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଦୌଡରେ ଆଗୁଆ ରହିଛି ଟାଟା ଗ୍ରୁପସ ଓ ସ୍ପାଇସ ଜେଟ୍ । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏହି ବିନିବେଶ ଶେଷ କରିବା…

ଅନଲାଇନ୍ ଖାଇବା ହେବ ମହଙ୍ଗା; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ:ବର୍ତ୍ତମାନ ଅନଲାଇନ ଫୁଡ ଡେଲିଭରିର ଅନେକ ଚାହିଦା ରହିଛି । କିନ୍ତୁ ଏହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଆଗକୁ ମହାଙ୍ଗା ହୋଇପାରେ ଅନଲାଇନ୍ ଫୁଡ ଡେଲିଭରି । ଜିଏସଟି କାଉନସିଲ କମିଟିର ବୈଠକରେ ଏନେଇ…

ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆଇଟି ରେଡ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆଇଟି ବିଭାଗ ପକ୍ଷରୁ ରେଡ କରାଯାଇଛି । ଆୟକର ଠକେଇ ଅଭିଯୋଗରେ ବୁଧବାର ଆୟକର ବିଭାଗ ପକ୍ଷରୁ ଏକା ସାଙ୍ଗରେ ୬ଟି ସ୍ଥାନରେ ଚଢାଉ କରାଯାଇଥିଲା । ମୁମ୍ବାଇ ଏବଂ…

୧୪ ଦିନିଆ ବିଚାର ବିଭାଗୀୟ ହାଜତରେ କୋଟିପତି ଅଙ୍ଗନବାଡି ଦିଦି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆୟବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ବିଚରାର ବିଭାଗୀୟ ହାଜତକୁ ଯାଇଛନ୍ତି କୋଟିପତି ଅଙ୍ଗନବାଡି ଦିଦି । ବୁଧବାର ଭିଜିଲାନ୍ସ ଦ୍ୱାରା ଶେଷରେ ଗିରଫ ହୋଇଥିବା କୋଟିପତି ଅଙ୍ଗନବାଡି ଦିଦି…

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ ହେଲା ରାମାୟଣ ଓ ମହାଭାରତ

ନୂଆଦିଲ୍ଲୀ:ବୈଷୟିକ ଶିକ୍ଷାରେ ସାଂସ୍କୃତିକ ବିଭବ ଭର୍ତ୍ତି କରିବାକୁ ଯାଇ ମଧ୍ୟପ୍ରଦେଶ ସରକାର ରାଜ୍ୟର ଇଂଜିନିୟରିଂ ପାଠ୍ୟକ୍ରମରେ ରାମାୟଣ ଓ ମହାଭାରତ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଇଂଜିନିୟରିଂ…

ଟଙ୍କା ମତେ ମୋଦୀ ଦେଇଛନ୍ତି, ମୁଁ ଫେରେଇବିନି: ଭୁଲରେ ଯାଇଥିବା ଟଙ୍କା ପାଇବାକୁ ବ୍ୟାଙ୍କ ଅଧିକାରୀ ନାକେଦମ

ନୂଆଦିଲ୍ଳୀ: ବିହାରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଭୁଲରେ ଟଙ୍କା ଆସିଥିବା ବେଳେ ଏହାକୁ ନେଇ ବ୍ୟାଙ୍କ ଅଧିକାରୀ ନାକେଦମ ହୋଇଛନ୍ତି । ବିହାର ଅନ୍ତର୍ଗତ ଖଗାରିଆ ଜିଲ୍ଲାରେ ଏହି ଘଟଣା ଘଟିଥିଲା । ବ୍ୟାଙ୍କର ବୈଷୟିକ…

ଦୀପାବଳୀରେ ଫୁଟିବନି ବାଣ; କଟକଣା ଜାରିକଲେ ସରକାର

ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାଇବା ଉପରେ ଜାରି ହୋଇଛି କଟକଣା । କ୍ରମାଗତ ତୃତୀୟ ବର୍ଷ ପାଇଁ ବାଣ ଫୁଟାଇବା ତଥା ବିକ୍ରି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ବୁଧବାର ଦିଲ୍ଳୀ ସରକାରଙ୍କ ପକ୍ଷରୁ ଏହି…

ଅଙ୍ଗନବାଡି ଦିଦିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭିଜିଲାନ୍ସ ଦ୍ୱାରା ଶେଷରେ ଗିରଫ ହୋଇଛନ୍ତି କୋଟିପତି ଅଙ୍ଗନବାଡି ଦିଦି କବିତା ମଥାନ । ମଥାନଙ୍କଘରୁ ୪ କୋଟି ଟଙ୍କାର ଆୟବହିର୍ଭୂତସମ୍ପତ୍ତି ଜବତ କରାଯାଇଥିଲା । ଏହା ସହିତ ୧୦ଟି…