Browsing Category

Top Stories

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଜିନିଷ, ଘୋର ଅସୁବିଧାରେ ପଡିପାରନ୍ତି

ସୁସ୍ଥ ଜୀବନ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍ । ସଠିକ ସମୟରେ ଖାଦ୍ୟ ନଖାଇବା ଦ୍ୱାରା ଅନେକ ପ୍ରକାର ପେଟଜନିତ ସମସ୍ୟା ଉପୁଜିଥାଏ । ଅନେକ ଖାଦ୍ୟ ରହିଛି ଯାହା ଯାହା ଖାଲି ପେଟରେ ଖାଇବା ଦ୍ୱାରା…

ରାଶିଫଳ(ବୁଧବାର,୧୫ ସେପ୍ଟେମ୍ବର,୨୦୨୧)

ମେଷ - ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ ଅଶାନ୍ତି ରହିବ । ପରିବାରର ସୁଖମୟ ରହିବ । ଶତ୍ରୁଙ୍କୁ…

ONESIDE LOVEରେ ଆପଣାନ୍ତୁ ଏହି ସବୁ ଉପାୟ; ମିଳିବ ସଫଳତା

କୁହାଯାଏ ପ୍ରେମ ସତ୍ୟ, ଶାଶ୍ୱତ ଓ ଚିରନ୍ତନ । ଯିଏ ଯାହାକୁ ପ୍ରେମ କରେ ଏହା ତା ଜୀବନର ଏକ ସୁନ୍ଦର ଅନୁଭବ ହୋଇଥାଏ । କେତେବେଳେ ଯୁବପିଢି ପ୍ରେମରେ ପଡିଯାଆନ୍ତି, ସେମାନେ ଜାଣିପାରନ୍ତି ନାହିଁ । ମାତ୍ର ଯଦି ଆପଣ…

ଅକ୍ଟୋବର ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଚଳିତ ବର୍ଷ କରୋନା କାରଣରୁ ଯୁକ୍ତ ଦୁଇ ପରୀକ୍ଷା ହୋଇପାରିନଥିଲା  । ତେବେ ମାଟ୍ରିକ ପରୀକ୍ଷା ଓ ବିଦ୍ୟାଳୟ ପରୀକ୍ଷା ଆଧାରରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କର ବିକଳ୍ପ ମୂଲ୍ୟାଙ୍କନ…

ଅଙ୍ଗନବାଡି ଦିଦିଙ୍କ ଘରୁ ବାହାରିଲା ୪ କୋଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର):କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ତାଙ୍କର କୋଟି କୋଟି ଟଙ୍କା ସମ୍ପତି ଏବେ ଅନେକଙ୍କୁ ଚକିତ କରିଛି । ତେବେ ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ କବିତା…

ମହିଳାଙ୍କ ପାଇଁ ଓଲାର ବଡ ଘୋଷଣା; ୧୦ ହଜାର ନୂତନ ନିଯୁକ୍ତି

ନୂଆଦିଲ୍ଲୀ: ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନକୁ ନେଇ ବଡ଼ ଧରଣର ପୁଞ୍ଜିନିବେଶ କରିଥିବା ଓଲା ପକ୍ଷରୁ ମହିଳା ସଶକ୍ତୀକରଣ ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । କଂପାନି ଏହାର କାରଖାନାରେ ୧୦ ହଜାର ମହିଳାଙ୍କୁ…

ୟାକୁ କୁହନ୍ତି ପୋଲିସ; ଅଡିଓ କ୍ଲିପରୁ ଅପରାଧୀର ତଣ୍ଟିଯାଏଁ ପହଞ୍ଚିଲା

ନୂଆଦିଲ୍ଳୀ: ଅଡିଓ କ୍ଲିପରୁ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି ପୋଲିସ । ୨୪ ବର୍ଷୀୟା ଜାତୀୟ ଖୋ ଖୋ ଖେଳାଳିଙ୍କୁ ହତ୍ୟା କରିଥିବା ଜଣେ ଅପରାଧୀକୁ ଧରିବାରେ ସଫଳ ହୋଇଛି ବିଜନୋର ପୋଲିସ । ଏହି ଘଟଣା ସେପ୍ଟେମ୍ବର ୧୦…

SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ଏତିକି ସମୟ ବନ୍ଦ ରହିବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା ରହିଛି । ଆସନ୍ତା କାଲି ସେପ୍ଟେମ୍ବର ୧୫ ତାରିଖରେ କିଛି ସମୟ ପାଇଁ ନେଟ୍ ବ୍ୟାଙ୍କିଙ୍କ୍ ସେବା ବନ୍ଦ ରହିବ । ତେଣୁ ଗ୍ରାହକଙ୍କ ନେଟ୍…

ରାଜ୍ୟସଭା ଗଲେ ସୁସ୍ମିତା ଦେବ; କଂଗ୍ରେସ ଛାଡି ଟିଏମସିରେ ମିଶିଥିଲେ

ନୂଆଦିଲ୍ଳୀ: ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ସୁସ୍ମିତା ଦେବ ଆଜି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେବାର ଏକ ମାସ ମଧ୍ୟରେ ସୁସ୍ମିତା ଦେବଙ୍କୁ ପୁରସ୍କୃତ କରାଯାଇଛି । ମଙ୍ଗଳବାର…

ଟୁଥପେଷ୍ଟ ଭାବି ମୂଷା ମାରିବା ଔଷଧରେ ଦାନ୍ତ ଘଷିଲେ ଯୁବତୀ, ତାପରେ…

ମୁମ୍ବାଇ: ଟୁଥପେଷ୍ଟ ଭାବି ଯୁବତୀ ର୍ୟାଟ୍ କିଲର୍ ବା ମୂଷା ମରାଯାଉଥିବା ଔଷଧରେ ଦାନ୍ତ ଘଷି ପ୍ରାଣ ହରାଇଛନ୍ତି । ଏଭଳି ଏକ ଖବର ଶୁଣିବାକୁ ମିଳିଛି ମୁମ୍ବାଇର ଧାରାବୀ ଅଞ୍ଚଳରୁ । ଏଠାରେ ଜଣେ ୧୮ ବର୍ଷୀୟ ଯୁବତୀ…