
Browsing Category
Top Stories
ମାଲେଶିଆରୁ ବ୍ରିଟେନ ପର୍ଯ୍ୟନ୍ତ ଏହି ୧୦ ଦେଶରେ ମଧ୍ୟ ଧୁମଧାମରେ ପାଳନ ହୁଏ ଦୀପାବଳି
ଦୀପାବଳି ହେଉଛି ଆଲୋକ ଉଦ୍ଧୀପନାର ପର୍ବ । ହିନ୍ଦୁ ଧର୍ମର ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ରାମ ୧୪ ବର୍ଷ ବନବାସ ଜୀବନ ବିତାଇବା ପରେ ଅଯୋଧ୍ୟାକୁ ଫେରିଥିଲେ ଏବଂ ଏହି ଖୁସିରେ ଭଗବାନଙ୍କ ରାମଙ୍କ…
ପିଆଜ ରସରୁ ମିଳିଥାଏ ଏହି ଫାଇଦା
ଘରେ ପିଆଜର ବ୍ୟବହାର ଏକ ସାଧାରଣ କଥା । ରୋଷେଇରେ ଅନେକ ପ୍ରକାରରେ ପିଆଜ ବ୍ୟବହାର ହୋଇଥାଏ । ପିଆଜର ରସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ଅନେକ ରୋଗକୁ ଠିକ କରିବାରେ ରାମବାଣ ଭଳି କାମ କରେ ।…
ଏମଏସ ଧୋନୀଙ୍କ ସୁପରବାଇକ୍ କଲେକ୍ସନ
ଭାରତୀୟ କ୍ରିକେଟ ଦଳ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଖରେ ଅନେକ କାର ସହ ବାଇକ କଲେକ୍ସନ ମଧ୍ୟ ରହିଛି । କ୍ରିକେଟ କ୍ୟାରିୟର ଆରମ୍ଭ ଦିନରୁ ଧୋନୀଙ୍କୁ ବାଇକ ଚଲାଇବା ଖୁବ ପସନ୍ଦ । ଧୋନୀଙ୍କ ପାଖରେ ସୁପର…
ବ୍ରିଟେନ ମୁଦ୍ରାରେ ସ୍ଥାନିତ ହେଲା ମହାତ୍ମା ଗାନ୍ଧୀଙ୍କ ଫଟୋ ଏବଂ ପଦ୍ମ ଫୁଲ, ଦୀପାବଳୀରେ ହେଲା ଉନ୍ମୋଚନ
ନୂଆଦିଲ୍ଲୀ: ଜାତିର ପିତା ତଥା ଭାରତର ସ୍ୱାଧୀନତା ଆନ୍ଦୋଳନର ନେତା ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ଆଦର୍ଶକୁ ପ୍ରଥମ ଥର ବ୍ରିଟିଶ କଏନ ଦ୍ୱାରା ସ୍ମରଣ କରାଯାଇଛି । ବ୍ରିଟେନର ଟ୍ରେଜେରୀ ପ୍ରମୁଖ ୠଷି ସନକ ଗୁରୁବାର…
ଓଡ଼ିଶାରେ ହେବ ଭବ୍ୟ ମେଡିକାଲ କଲେଜ
ଭୁବନେଶ୍ୱର: କିଙ୍ଗ୍ସ କଲେଜ ଲଣ୍ଡନ ଏବଂ ଜାପାନିଜ ଗ୍ରୁପ ସହଭାଗିତାରେ ଓଡ଼ିଶାରେ ସ୍ଥାପନ ହେବ ମେଡିକାଲ କଲେଜ । ଓଡ଼ିଶାର ବାଲୁଗାଁରେ ହେବ ଏହି ମେଡିକାଲ କଲେଜ । ସ୍ଥାନୀୟ ଶ୍ରୀ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟ ସହ ମିଶି…
ପାଣିରେ ବୁଡ଼ିଗଲା ୩୦ ବର୍ଷର ଯୁବକ, କ୍ୟାମେରାରେ କଏଦ ହେଲା ଦୃଶ୍ୟ; ଦେଖନ୍ତୁ ଭାଇରାଲ ଭିଡିଓ
ପିପିଲି କଣ୍ଟି ଅଞ୍ଚଳ ବାଲିଘାଟ ନିକଟରେ ପାଣିରେ ବୁଡ଼ିଗଲା ୩୦ ବର୍ଷର ଯୁବକ । କ୍ୟାମେରାରେ କଏଦ ହେଲା ଭିଡିଓ...
https://www.youtube.com/watch?v=UOZcZgiwWIk
ଆସନ୍ତା ୭ରୁ ରାଜ୍ୟରେ ବଢ଼ିବ ଶୀତ, ସୂଚନା ଦେଲା ପାଣିପାଗ ବିଜ୍ଞାନ କେନ୍ଦ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଖୁବଶୀଘ୍ର ଫେରିବ ଶୀତ । ଆସନ୍ତା ୭ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢ଼ିବ । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ…
ବଢ଼ିଲା ସମୀର ୱାଙ୍ଖଡ଼େଙ୍କ ପାଇଁ ଅଡ଼ୁଆ: ଚାକିରି ପାଇଁ ନକଲି ଜାତି ପ୍ରମାଣ ପତ୍ର ଦେଖାଇଥିବା ଅଭିଯୋଗ ଆଣିଲା ଦଳିତ ସଂଗଠନ
ମୁମ୍ବାଇ: ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି । କ୍ରୁଜ ଡ୍ରଗ୍ସ ମାମଲାର ଯାଞ୍ଚ ମଧ୍ୟରେ ନିଜେ ଅନେକ ମାମଲାରେ ଫସିଥିବାର ଦେଖାଯାଉଛି । ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ…
ଆସାମରେ ୩.୭ ତୀବ୍ରତାର ଭୂମିକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
ଆସାମ: ଗୁରୁବାର ସକାଳେ ଆସାମରେ ଭୂମିକମ୍ପ ଅନୁଭୁତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଗୁରୁବାର ସକାଳ ପ୍ରାୟ ୧୦:୧୯ରେ ତେଜପୁର ଠାରୁ ୩୫ କିମି ଦୂରରେ ପଶ୍ଚିମ-ଦକ୍ଷିଣ କ୍ଷେତ୍ରରେ ଭୂମିକମ୍ପ…
ଏସିଏଫ୍ ସୌମ୍ୟ କେସରେ ସନ୍ଦେହରେ ଥିଲେ ଜଙ୍ଗଲ ମନ୍ତ୍ରୀ, ମମିତା କେସରେ ଗୃହ ମନ୍ତ୍ରୀ: ଦୁଃଖର କଥା କାହାକୁ ମିଳୁନି ନ୍ୟାୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଏକଦା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ସୌମ୍ୟଙ୍କ ପରିବାର ବର୍ଗ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ…