
Browsing Category
Top Stories
ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ବିସିସିଆଇ କ୍ଷୁବ୍ଧ: T-20 ଓ ଦିନିକିଆରୁ ବିଦାହେବେ କୋହଲି
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ ଯୋଗୁଁ ଦଳ ସେମି ଫାଇନାଲରେ ପହଞ୍ଚିବାକୁ ସଂଘର୍ଷ କରୁଛି । ଦଳ ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ବରଣ କରିବା ପରେ ଆଗାମୀ ୩ଟି ମ୍ୟାଚ ଖେଳିବାକୁ ବାକି…
ମନ୍ତ୍ରୀ ଟୁକୁନି ସାହୁଙ୍କୁ ତାଲା ପକାଇଲେ ବିଜେପି ଓ କଂଗ୍ରେସ କର୍ମୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇ ହଟହଟା ହୋଇଛନ୍ତି ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । କୁଚିଣ୍ଡାରେ ମନ୍ତ୍ରୀଙ୍କୁ ତୀବ୍ର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି…
ପଶ୍ଚିମବଙ୍ଗରେ ପୁଣି ଦିଦିଙ୍କ ଯାଦୁ: ୪ଟି ବିଧାନସଭା ଆସନକୁ ପୋଛିନେଲା TMC, ଅମାନତ ହରାଇଲା BJP
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି ଦିଦିଙ୍କ ଯାଦୁ । ନିକଟରେ ଶେଷ ହୋଇଥିବା ୪ଟି ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି । ତେବେ ଏଥିରେ ଦିଦି ୪ଟି ଆସନକୁ ମୂଳପୋଛ କରିଦେଇଥିବା ବେଳେ ବିଜେପି ୩ଟି…
ରାଶିଫଳ(ବୁଧବାର,୦୩ ନଭେମ୍ବର,୨୦୨୧)
ମେଷ - ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ ।…
ରିଜୱାନ ଓ ଆଜମଙ୍କ ଅର୍ଦ୍ଧଶତକ: ପାକିସ୍ତାନ ସେମିରେ
ନୂଆଦିଲ୍ଳୀ: ନାମିବ୍ୟା ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ମୁକାବିଲାକୁ ୪୫ ରନରେ ଜିତିବା ସହିତ ସେମି ଫାଇନାଲ ପ୍ରବେଶ କରିଛି ପାକିସ୍ତାନ । ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ଅର୍ଦ୍ଧଶତକ ସହାୟତାରେ କ୍ରମାଗତ…
ମିଲିଟାରୀ ହସ୍ପିଟାଲରେ ବିସ୍ଫୋରଣ; ୧୯ ମୃତ, ୫୦ରୁ ଅଧିକ ଆହତ
ନୂଆଦିଲ୍ଳୀ: ମିଲିଟାରୀ ହସ୍ପିଟାଲ ଉପରେ ଏକ ଭୟଙ୍କର ଆକ୍ରମଣରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଫଗାନିସ୍ତାନର ସର୍ବବୃହତ ମିଲିଟାରୀ ହସ୍ପିଟାଲରେ ଆକ୍ରମଣ ଘଟିବା ସହିତ ୧୯…
ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଅର୍ଜୁନ ପୁରସ୍କାର
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ସମୁଦାୟ ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ବେଳେ ଏହି…
ଟେଣ୍ଡର ପ୍ରକ୍ରିୟାକୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଠିକାଦାରଙ୍କ ଧାରଣା
ବାଲେଶ୍ୱର (ଓଡ଼ିଶା ଭାସ୍କର): ଜଳେଶ୍ୱର ପୂର୍ତ୍ତ ବିଭାଗ (ରାସ୍ତା ଓ ଗୃହ) ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କୁ ନେଇ ଅନଶନରେ ବସିଲେ ଠିକାଦାର।…
ଇତିହାସ ରଚିଲେ ପ୍ରମୋଦ ଭଗତ; ପ୍ରଥମ ଓଡ଼ିଆ ଭାବେ ଜିତିଲେ ଖେଳରତ୍ନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଆ ପାରା ଅଲିମ୍ପିଆନ ପ୍ରମୋଦ ଭଗତ ରାଜ୍ୟ ପାଇଁ ଆଉ ଏକ ସଫଳତା ହାସଲ କରିଛନ୍ତି । ପ୍ରଥମ ଓଡ଼ିଆ ଆଥଲେଟ ଭାବରେ ଖେଳରତ୍ନ ପୁରସ୍କାର ହାସଲ କରିବାକୁ ଯାଉଛନ୍ତି ପ୍ରମୋଦ ଭଗତ । ପ୍ରମୋଦ…
ଦଳରେ ଯୋଗ ଦେବା ପାଇଁ ମୋଦୀଙ୍କୁ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ: ଏମିତି ଜବାବ ଦେଲେ ମୋଦୀ, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ଗ୍ଲାସଗୋରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ଟ । ଉଭୟ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରଥମ ବୈଠକ ବେଶ…