Browsing Category
Top Stories
Kathua Encounter: କାଠୁଆ ଏନକାଉଣ୍ଟରରେ 3 ଯବାନ ଶହୀଦ, ଟଳିଲେ 3 ଆତଙ୍କୀ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଦିନସାରା ଚାଲିଥିବା ଏନକାଉଣ୍ଟରରେ ତିନି ଜଣ ଯବାନ ଶହୀଦ ହୋଇଯାଇଛନ୍ତି । ଏହି ଏନକାଉଣ୍ଟର ସମୟରେ, ଡିଏସପିଙ୍କ ସମେତ ସାତ ଜଣ ପୋଲିସ କର୍ମଚାରୀ ଆହତ…
୨୭ ଜିଲ୍ଲାରେ ହ୍ରାସ ପାଇଛି ଭୂତଳ ଜଳସ୍ତର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟର ୨୭ଟି ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଡ଼ ସୂଚନା ଦେଇଛନ୍ତି। ଗୁରୁବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି…
HIVକୁ ନେଇ ସଙ୍କଟରେ ଦୁନିଆ ! ୨୦୩୦ ସୁଦ୍ଧା ଏହି କାରଣରୁ ୩୦ ଲକ୍ଷ ଲୋକଙ୍କର ହେବ ମୃତ୍ୟୁ, ବୈଜ୍ଞାନିକଙ୍କ ଚେତାବନୀ
ନୂଆଦିଲ୍ଲୀ: HIV ନିବାରଣ ଏବଂ ଚିକିତ୍ସା କାର୍ଯ୍ୟକ୍ରମ ପାଇଁ ଆନ୍ତର୍ଜାତୀୟ ପାଣ୍ଠିରେ ହ୍ରାସ ଏକ ଗମ୍ଭୀର ସଙ୍କଟ ସୃଷ୍ଟି କରିପାରେ। ଗୁରୁବାର ସଦ୍ୟ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ବୈଜ୍ଞାନିକମାନେ ସତର୍କ ସୂଚନା…
ATMରୁ 2 ହଜାର କୋଟିର ଲାଭ ପାଇଲା SBI, ଅନ୍ୟ ବ୍ୟାଙ୍କର ବିପୁଳ କ୍ଷତି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦରେ ସରକାରୀ ବ୍ୟାଙ୍କଗୁଡ଼ିକର ଏଟିଏମ୍ ରୁ ଆୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଲୋକସଭାରେ ସାଂସଦ ମାଲା ରାୟଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଅର୍ଥ…
PM Internship Scheme 2025: ହାତରେ ଆଉ ମାତ୍ର 4 ଦିନ, ଦଶମ ପାସ୍ କରିଥିଲେ ମିଳିବ ବଡ଼ ବ୍ରାଣ୍ଡ ସହିତ କାମ କରିବାର ସୁଯୋଗ!
ନୂଆଦିଲ୍ଲୀ: ଯଦି ଚାକିରି ଖୋଜୁଛନ୍ତି ଏବଂ କାର୍ଯ୍ୟ ଅଭିଜ୍ଞତା ହାସଲ କରିବାକୁ ଚାହୁଁଛନ୍ତି, ତେବେ ଏହା ଏକ ଖୁସି ଖବର ହୋଇପାରେ । ଭାରତ ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା (PMIS)ର ଦ୍ୱିତୀୟ ପର୍ଯ୍ୟାୟ…
ଡୋନାଲ୍ଡ ଟ୍ରମ୍ପଙ୍କ ଯୋଗୁଁ ଲଗାତାର ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହେଲା ସୁନା, କ’ଣ ପୁଣି କରିବ କି ରେକର୍ଡ?
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟ ଲଗାତାର ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି । ଯାହା ଯୋଗୁଁ ସୁନା ପୁଣି ଥରେ ୯୧ ହଜାର ଟଙ୍କା ଅତିକ୍ରମ କରିଛି । ବିଶେଷଜ୍ଞଙ୍କ ମତରେ, ଡୋନାଲ୍ଡ ଟ୍ରମ୍ପଙ୍କ ଅଟୋ…
ଅନ୍ୟ ଦେଶରେ ରହିବାକୁ ଚାହୁଁଛନ୍ତି ଭାରତର ୨୨ ପ୍ରତିଶତ ଧନୀ: ସର୍ଭେ
ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ଲୋକଙ୍କ ମଧ୍ୟରୁ ୨୨ ପ୍ରତିଶତ ଦେଶ ଛାଡିବାକୁ ଏବଂ ବିଦେଶକୁ ରହିବାକୁ ଚାହୁଁଛନ୍ତି । କୋଟକ ପ୍ରାଇଭେଟ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ପ୍ରାୟ ପାଞ୍ଚ ଧନୀଙ୍କ…
ଆମାଜନ ଓ ଫ୍ଲିପକାର୍ଟ ଗୋଦାମ ଉପରେ ଚଢଉ: ୭୬ଲକ୍ଷ ଟଙ୍କାର ଖରାପ ମାଲ ଜବତ କଲା BIS
ନୂଆଦିଲ୍ଲୀ : ଇଣ୍ଡିଆନ ବ୍ୟୁରୋ ଅଫ ଷ୍ଟାଣ୍ଡାର୍ଡ (ବିଆଇଏସ) ଖାଉଟି ସୁରକ୍ଷା ଓ ଉତ୍ପାଦର କ୍ୱାଲିଟି କାୟମ ରଖିବା ପାଇଁ ଇ-କମର୍ସ ଦିଗ୍ଗଜ ଆମାଜନ ଓ ଫ୍ଲିପକାର୍ଟ ଗୋଦାମ ଉପରେ ଚଢଉ କରିଛି। ଏହି ଚଢଉ କାଳରେ ହଜାର ହଜାର…
କାଲିଠୁ ରାଜ୍ୟରେ ପୁଣି ଗ୍ରୀଷ୍ମପ୍ରବାହ, ୨ରୁ ୪ ଡିଗ୍ରୀ ବଢ଼ିଯିବ ତାପମାତ୍ରା!
ଭୁୁବନେଶ୍ୱର: କାଳବୈଶାଖୀ ପରେ ପରେ ରାଜ୍ୟରେ ତାପମାତ୍ରା ଧିରେ ଧିରେ ବଢ଼ିବାରେ ଲାଗିଛି । କାଲିଠୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ପୁଣି ହେବ ବୋଲି ସତର୍କ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ପୁଣି ବଢ଼ିବ । ଆଗାମୀ…
ଭିଜିଲାନ୍ସ ଜାଲରେ ଅଙ୍ଗନୱାଡ଼ି ସୁପରଭାଇଜର, ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଟିମ୍
କୋରାପୁଟ: ରାଜ୍ୟରେ ଦୁର୍ନୀତି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଙ୍ଗନୱାଡ଼ି…