Browsing Category

Top Stories

‘ବିନା କୌଣସି ଚେତାବନୀ’ରେ ୩୦୦ କର୍ମଚାରୀଙ୍କୁ ଚାକିରିରୁ କାଢିଦେଲା Zomato, ରେଡିଟ ୟୁଜରଙ୍କ ଦାବି

ନୂଆଦିଲ୍ଲୀ: ଜୋମାଟୋର ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ ଆଣିଛନ୍ତି ଯେ, କମ୍ପାନୀ ବିନା କୌଣସି ସୂଚନାରେ ୩୦୦ରୁ ଅଧିକ କର୍ମଚାରୀଙ୍କୁ ଅଚାନକ ଚାକିରିରୁ ବାହାର କରିଦେଇଛି। ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ…

ମଧୁମେହ-କର୍କଟ ରୋଗୀଙ୍କ ପାଇଁ ବଡ଼ ଝଟକା! ବଢ଼ିପାରେ ଔଷଧର ଦାମ୍

ନୂଆଦିଲ୍ଲୀ: ମଧୁମେହ ଏବଂ କର୍କଟ ରୋଗୀମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । ଏକ ରିପୋର୍ଟ ଅନୁଯାୟୀ, କର୍କଟ-ମଧୁମେହ, ହୃଦରୋଗ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ସମେତ ସରକାରୀ ନିୟନ୍ତ୍ରିତ ଔଷଧଗୁଡ଼ିକ ଖୁବ୍ ଶୀଘ୍ର…

ଗିରଫ ହେଲେ ପିସିସି ସଭାପତିଙ୍କ ସମେତ ବରିଷ୍ଠ ନେତା ଓ କର୍ମୀ, ସ୍ଥିତି ସାମାନ୍ୟ ହେଉଥିବା ସୂଚନା

ଭୁବନେଶ୍ୱର: ଲୋୟର ପିଏମଜିରୁ ପିସିସି ସଭାପତି ଭକ୍ତ ଦାସ, ବିଧାୟକ ତାରାବାହିନୀ ପତି ଏବଂ ମହମ୍ମଦ ମୋକିମଙ୍କୁ ଗିରଫ କରିନେଇଛି ପୋଲିସ । ମାଜିଷ୍ଟ୍ରେଟଙ୍କ ଅର୍ଡର ପରେ ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି…

ଶିଲାଜିତ୍ ଅସଲି ନା ନକଲି? ଏଭଳି ସରଳ ଉପାୟରେ ପରୀକ୍ଷା କରି ଜାଣନ୍ତୁ

ନୂଆଦିଲ୍ଲୀ: ଶିଲାଜିତ୍ ହେଉଛି ସବୁଠାରୁ ଶକ୍ତିଶାଳୀ ଆୟୁର୍ବେଦିକ ଔଷଧି ମଧ୍ୟରୁ ଗୋଟିଏ । ଏହା ଶତାବ୍ଦୀ ଧରି ଏକ ପାରମ୍ପରିକ ଔଷଧ ଭାବରେ ବ୍ୟବହୃତ ହୋଇଆସୁଛି । ଏହା ଏକ ପ୍ରାକୃତିକ ଆୟୁର୍ବେଦିକ ଔଷଧି ଯାହା କେବଳ…

Breaking: ଲୋୟର ପିଏମଜିରେ ଲଢ଼େଇ: ଗୋଡ଼ାଇ ଗୋଡ଼ାଇ ପିଟିବା ପରେ ପାଣି ମାଡ଼ କଲା ପୋଲିସ, କର୍ମୀ ଫିଙ୍ଗିଲେ ଢ଼େଲା, ଚେୟାର

ଭୁବନେଶ୍ୱର: କଂଗ୍ରେସ କର୍ମୀଙ୍କ ଉପରେ ଲାଠି ଚାର୍ଜ କଲା ପୋଲିସ । ପଥର ମାଡ଼ କଲେ କଂଗ୍ରେସ କର୍ମୀ । ଲାଠି ଚାର୍ଜ ପରେ ପୋଲିସକୁ ଚେୟାର ଏବଂ ପଥର ପିଙ୍ଗିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ଶାନ୍ତି ଶୃଙ୍ଖଳାରେ…

ସିକନ୍ଦରର ରିଲିଜ ମଧ୍ୟରେ ସଲମାନଙ୍କୁ ମିଳୁଛି ଲରେନ୍ସ ବିଷ୍ଣୋଇଙ୍କ ଧମକ, ଅଭିନେତା କହିଲେ- ମୋର ଯେତିକି ଆୟୁଷ ଲେଖାଯାଇଛି..

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କର ମୋଷ୍ଟ ଆୱେଟେଡ ଫିଲ୍ମ ‘ସିକନ୍ଦର’ ରିଲିଜ ହେବାର ସମସ୍ତ ପ୍ରସ୍ତୁତି ସରିଛି। ଏହି ଫିଲ୍ମର ନିର୍ମାତା ସାଜିଦ ନାଡିୟାଡୱାଲା, ଏବଂ ଏଥିରେ ରଶ୍‌ମିକା ମନ୍ଦାନା ମଧ୍ୟ…

କ୍ଷତିରେ ଚାଲିଛି OSRTC, ୧୦୯ ସରକାରୀ ବସ୍‌ ଅଚଳ

ଭୁବନେଶ୍ବର: ଘାଟାରେ ଚାଲୁଛି OSRTC । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଉଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ୨୦୨୩-୨୪ ଆର୍ଥିକ ବର୍ଷରେ ୧୫୬ କୋଟି ୪୩ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟର ପରିମାଣ…

World Theatre Day: ଥିଏଟରରେ କିପରି କରିବେ କ୍ୟାରିଅର, ଜାଣନ୍ତୁ କେଉଁଠାରେ କରିହେବ ଆଡ଼ମିଶନ

ନୂଆଦିଲ୍ଲୀ : ଭାରତୀୟ ରଙ୍ଗମଞ୍ଚ କେବଳ ମନୋରଞ୍ଜନର ଏକ ମାଧ୍ୟମ ନୁହେଁ ବରଂ ଭାବନା, ଚିନ୍ତାଧାରା ଏବଂ ବାସ୍ତବତାକୁ ଜୀବନ୍ତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ । ଏଠାରେ ପ୍ରତ୍ୟେକ ନାଟକ ଏକ ନୂତନ କାହାଣୀ କହେ, ପ୍ରତ୍ୟେକ…

Kuruganti Apsara murder case: ହତ୍ୟାକାରୀ ପୁରୋହିତଙ୍କୁ ମିଳିଲା ଆଜୀବନ କାରାଦଣ୍ଡ, କୋର୍ଟଙ୍କ ବଡ଼ ଶୁଣାଣି

ନୂଆଦିଲ୍ଲୀ: ରଙ୍ଗାରେଡୀ ଜିଲ୍ଲା କୋର୍ଟ ବୁଧବାର ଦିନ ଜଣେ ପୁରୋହିତଙ୍କୁ ଜୁନ ୨୦୨୩ରେ ଜଣେ ଟିଭି ଅଭିନେତ୍ରୀଙ୍କ ହତ୍ୟା ପାଇଁ ଆଜୀବନ କାରାଦଣ୍ଡର ଦଣ୍ଡ ଶୁଣାଣି କରିଛନ୍ତି। ଅପରାଧୀ ଇୟାଗରୀ ଭେଙ୍କଟ ସାଇ କୃଷ୍ଣା…

ବିରୋଧୀଙ୍କ ଉପରେ ବର୍ଷିଲେ ମନମୋହନ, କହିଲେ ‘ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ’

ଭୁବନେଶ୍ବର: ରାଜଧାନୀରେ କଂଗ୍ରେସର ଗର୍ଜନ ଦେଖିବାକୁ ମିଳିଛି । ଶହ ଶହ କର୍ମୀ ପଦଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାତ୍ରା କରୁଛନ୍ତି । ବିଧାନସଭା ଘେରାଉ ନେଇ ଚେତାବନୀ ଦେଇଛି କଂଗ୍ରେସ । ଏହାରି ଭିତରେ ଏକ…