Browsing Category
Top Stories
କଟକରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ଉତ୍ସବ, ମୁଖ୍ୟ ଅତିଥି ହେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ଦିବସ ପାଇଁ ଆତିଥି ତାଲିକା ପ୍ରସ୍ତୁତ ହୋଇଯାଇଛି । ଏ ନେଇ ଆୟୋଜିତ ରାଜ୍ୟ ସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କଟକ ସତ୍ୟଭାମାପୁରରେ…
Breaking: ବଦଳିଲା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ସମୟ, ଜୁନରୁ ନୂଆ ସମୟରେ ଗଡ଼ିବ
ଭୁବନେଶ୍ୱର: ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସେବାରେ ସଂଶୋଧନ କରାଯାଇଛି । ମଙ୍ଗଳବାର ବ୍ୟତୀତ ସବୁଦିନ ଚାଲିବ ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ।
ପୂର୍ବରୁ ଶନିବାର ବ୍ୟତିତ…
ବିମାନ ଡେଣା ପାଲଟିଲା ସାହାରା, ରାତିକ ପାଇଁ ବାପା, ୨ ଝିଅଙ୍କୁ ଦେଲା ଆଶ୍ରୟ
ଅଲାକ୍ସା: ପାଇଲଟ ଏବଂ ତାଙ୍କ ୨ ଝିଅଙ୍କୁ ଏରୋପ୍ଲେନ୍ ଡେଣାରେ ରାତି କାଟିବାକୁ ପଡ଼ିଛି । ଦୁର୍ଘଟଣା ଯୋଗୁ ବିମାନର ଭଗ୍ନାବଶେଷ ସହ ବରଫାବୃତ୍ତ ଆଲାକ୍ସା ହ୍ରାଦରେ ରାତି ବିତାଇଛନ୍ତି ପାଇଲଟ୍ ।
ଦୁର୍ଘଟଣାରେ ଅଳ୍ପେକେ…
ମହିଳା ସମୃଦ୍ଧି ଯୋଜନା: ମାସିକ ୨୫୦୦ ଟଙ୍କା ପାଇବାକୁ, ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ସରକାର ଆଣିଛନ୍ତି ମହିଳାଙ୍କ ପାଇଁ ଆଉ ଏକ ଲାଭକାରୀ ଯୋଜନା । ଯେଉଁଥିରେ ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା । ଏହା ସାହାଯ୍ୟରେ ସେମାନେ ଘରେବସି ଟଙ୍କା ରୋଜଗାର କରିବା ସହ ନିଜର ଲଘୁ ବ୍ୟବସାୟ…
PF ଆକାଉଣ୍ଟରୁ ୬୦ ବର୍ଷ ପରେ କେତେ ମିଳିବ ଦରମା, ବୁଝନ୍ତୁ ହିସାବ
ନୂଆଦିଲ୍ଲୀ: ଯଦି ଆପଣ ଚାକିରି କରୁଛନ୍ତି ଏବଂ ଆପଣଙ୍କର ପିଏଫ ଆକାଉଣ୍ଟ ଅଛି ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଅବଶ୍ୟ ଆସୁଥିବ ଯେ, ଅବସର ପରେ ଆପଣଙ୍କୁ କେତେ ମିଳିବ ପେନସନ। ଅବସରର ବୟସ ୬୦ ବର୍ଷ ପର୍ଯ୍ୟନ୍ତ ରହିଥାଏ।…
ଛୁଆକୁ କୁତୁକୁତୁ କରି ହସାଉଥିଲେ ହୋଇଯାଆନ୍ତୁ ସାବଧାନ! ସ୍ବାସ୍ଥ୍ୟ ଉପରେ ପଡିପାରେ ଏହି କୁପ୍ରଭାବ
ନୂଆଦିଲ୍ଲୀ: ପିଲାମାନଙ୍କୁ କୁତୁକୁତୁ କରିବା ମଜାଦାର । ଯେତେବେଳେ ବାପାମାଆ କିମ୍ବା ପରିବାରର କୌଣସି ସଦସ୍ୟ ପିଲାକୁ କୁତୁକୁତୁ କରନ୍ତି, ଘର ହସରେ ଗୁଞ୍ଜରିତ ହୁଏ । ପିଲାମାନଙ୍କୁ ଅଧିକ କୁତୁକୁତୁ କରିବା ସେମାନଙ୍କ…
ବୁଝାସୁଝା ବେଳେ ଅତିରିକ୍ତ ସିପିଙ୍କ କଲର ଧରିଲେ କଂଗ୍ରେସ କର୍ମୀ! ପୋଷାକରେ ଲାଗିଥିବା ଷ୍ଟାରକୁ ମଧ୍ୟ ଭିଡିଲେ
ଭୁବନେଶ୍ବର: ଆଜି ବିଧାନସଭା ବାହାରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ବିଧାନସଭା ବାହାରେ କଂଗ୍ରେସ କର୍ମୀ ଏବଂ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ଅତିରିକ୍ତ ସିପିଙ୍କ କଲର ଧରିଲେ କଂଗ୍ରେସ କର୍ମୀ ।…
ଶ୍ରଦ୍ଧା କପୁରଙ୍କ ‘ଏକ୍ସ’ ଆକାଉଣ୍ଟ ହୋଇଗଲା ହ୍ୟାକ୍! ଏମିତି ଆସିଲା ପୋଷ୍ଟ, ଫ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଏକ ରହସ୍ୟମୟୀ ପୋଷ୍ଟ ସାମ୍ନାକୁ ଆସିବା ପରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଛି ଯେ, ବୋଧହୁଏ ଅଭିନେତ୍ରୀଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି।…
‘ବକ୍ଷ ଧରିବା, ବସ୍ତ୍ର ଚିରିବା.. ଦୁଷ୍କର୍ମ ନୁହେଁ’, ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍
ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବିବାଦ ଘେରରେ ଥିଲା। କୋର୍ଟ କହିଥିଲେ ଯେ, ଜଣେ ନାବାଳିକାଙ୍କ ବକ୍ଷ ଧରିବା, ତାର ଡ୍ରେସ ଚିରିବା ଦୁଷ୍କର୍ମ କରିବା ପାଇଁ ପ୍ରୟାସ କରିବା ନୁହେଁ।
ଏହି ମାମଲାର…
ଅମରନାଥ ଯାଉଥିବା ଭକ୍ତଙ୍କ ପାଇଁ ଖୁସି ଖବର, ଏହି ତାରିଖରୁ ଆରମ୍ଭ ହେବ ପ୍ରି-ରେଜିଷ୍ଟ୍ରେସନ
ନୂଆଦିଲ୍ଲୀ: ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଖୁସି ଖବର । ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି ଏବଂ ତାରିଖ ମଧ୍ୟ ପୂର୍ବରୁ ଘୋଷଣା କରାଯାଇଛି । ପ୍ରି-ରେଜିଷ୍ଟ୍ରେସନ ପାଇଁ ତାରିଖ ଘୋଷଣା…