Browsing Category

Top Stories

କଳହ ପରେ ସ୍ତ୍ରୀ ଚାଲିଗଲା ବାପଘର, ରାଗିଯାଇ ଚାରି ଛୁଆଙ୍କ ଗଳାକାଟି ହତ୍ୟା କଲା ପିଶାଚ ବାପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପା କୁରାଢ଼ିରେ ଚାରି ପିଲାଙ୍କ ଗଳା କାଟି ହତ୍ୟା କରିଛି । ଏହା ପରେ ସେ ମଧ୍ୟ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ,…

ରାମ ମନ୍ଦିର ପାଖରୁ ଆରମ୍ଭ ହେଲା କଂଗ୍ରେସର ପଦଯାତ୍ରା, ସରକାର ପାଖରେ ସାହସ ନାହିଁ କହିଲେ ବିରୋଧୀ

ଭୁବନେଶ୍ୱର: କଂଗ୍ରେସ ଆରମ୍ଭ କଲା ପଦଯାତ୍ରା । ରାମମନ୍ଦିର ପାଖରୁ ଆରମ୍ଭ ହେଲା ପଦଯାତ୍ରା । ସାଧାରଣ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି । ପଦଯାତ୍ରାରେ ପିସିସି…

Jio ଲଞ୍ଚ କଲା ୧୦୦ ଟଙ୍କିଆ ଶସ୍ତା ପ୍ଲାନ, ମିଳିବ ୯୦ ଦିନର Validity, ମଉଜ କରିବେ IPL ପ୍ରେମୀ

ନୂଆଦିଲ୍ଲୀ: ଜିଓ ବିଗତ ଦିନରେ ଜିଓହଟଷ୍ଟାରର ଅନେକ ପ୍ଲାନ ଲଞ୍ଚ କରିଥିଲା। କମ୍ପାନୀ ଆଇପିଏଲର ୧୮ ତମ ସଂସ୍କରଣରେ ୧୦୦ ଟଙ୍କିଆ ଆଉ ଏକ ଶସ୍ତା ରିଚାର୍ଜ ପ୍ଲାନ ଜାରି କରିଛି। ଏଥିରେ ୟୁଜର୍ସଙ୍କୁ ୯୦ ଦିନର…

Breaking: ବିଜେଡିର ଅଭିନବ ପ୍ରତିବାଦ, ପବିତ୍ର ଗୃହରେ ଛିଞ୍ଚିଲେ ଗଙ୍ଗାଜଳ

ଭୁବନେଶ୍ୱର: ବିଧାନସଭା ଗୃହରେ ଗଙ୍ଗାଜଳ ଛିଞ୍ଚିଲା ବିରୋଧୀ ଦଳ ବିଜେଡି । କଂଗ୍ରେସର ୧୪ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରିବା ନେଇ କଂଗ୍ରେସର ପ୍ରତିବାଦ ପ୍ରଦର୍ଶନ କରିଛି । ଆଟିକାରେ ଗଙ୍ଗାଳଜ ସାଙ୍ଗକୁ…

Personal Loanର EMI ସୁଝିବାରେ ଅସୁବିଧା ଭୋଗୁଛନ୍ତି କି? ଏହି ଉପାୟକୁ ଅପଣାଇ କରଜ ଜାଲରୁ ପାଇପାରିବେ ମୁକ୍ତି

ନୂଆଦିଲ୍ଲୀ: ଅଚାନକ ଆମର ଚାକିରି ଚାଲିଯିବା ଏବଂ ବିଜନେସ ନ ଚାଲିବାରେ ଆମେ କରିଥିବା ଲୋନର ଇଏମଆଇ ସୁଝିବାରେ ଅସୁବିଧା ଭୋଗିଥାଉ। ଏଭଳି ପରିସ୍ଥିତିରେ ଆପଣ ବିଚଳିତ ହୁଅନ୍ତୁ ନାହିଁ। ଆପଣ କିଛି ଉପାୟ ଅବଲମ୍ବନ କରି ଏହି…

ରାମମନ୍ଦିର ଛକରେ ଭିଡ଼: ଏକାଠି ହେଲେ କଂଗ୍ରେସ ନେତା ଓ କର୍ମୀ

ଭୁବନେଶ୍ୱର: ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ। ଏ ନେଇ ଭୁବନେଶ୍ୱର ରାମମନ୍ଦିର ଛକରେ ଭିଡ଼ ଦେଖିବାକୁ ମିଳିଛି। ଏଠାରେ ଧିରେ ଧିରେ ଏକାଠି ହେଉଛନ୍ତି କଂଗ୍ରେସ ନେତା ଓ କର୍ମୀ। ମାଷ୍ଟରକ୍ୟାଣ୍ଟିନରେ ବି କଂଗ୍ରେସ…

ଓଡିଶା ହାଇକୋର୍ଟଙ୍କ ବଡ଼ ରାୟ: ପତ୍ନୀଙ୍କୁ ଭରଣପୋଷଣ ଦେବା ସ୍ୱାମୀଙ୍କ କର୍ତ୍ତବ୍ୟ

କଟକ: ସ୍ତ୍ରୀଙ୍କ ଭରଣପୋଷଣ କରିବା ସ୍ୱାମୀଙ୍କ ମୌଳିକ କର୍ତ୍ତବ୍ୟ । କ୍ଷମତା ଓ ସାମର୍ଥ୍ୟ ଅନୁସାରେ ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ସ୍ୱାମୀଙ୍କ ଦାୟିତ୍ୱ ବୋଲି ଭରଣପୋଷଣ ସଂକ୍ରାନ୍ତ ଏକ ମାମଲାର ଶୁଣାଣି ଅବସରରେ ଓଡ଼ିଶା…

ମାଡ଼ିଆସୁଛନ୍ତି କଂଗ୍ରେସ କର୍ମୀ… ରାଜଧାନୀ ଜଗିଛନ୍ତି ୮୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର: ବିଧାନସଭା ଘେରାଉ କରିବା ପାଇଁ ସାରା ରାଜ୍ୟର କଂଗ୍ରେସ କର୍ମୀ ଆଜି ଭୁବନେଶ୍ୱର ମୁହାଁ ହୋଇଛନ୍ତି । ଅନେକ ସ୍ଥାନରେ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକାଇ ରଖିଥିବା ସୂଚନା ମିଳିଛି । ସହରରେ ବ୍ୟାପକ…

ସବୁଦିନ ପାଇଁ ରହିବେ ଯୁବା, କମିବ ମୋଟାପଣ, ସକାଳୁ ଖାଲିପେଟରେ ସେବନ କରନ୍ତୁ ମେଥି

ଓଡ଼ିଶା ଭାସ୍କର: ମେଥି ପାଣିରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଛୁର ପରିମାଣରେ ଥାଏ, ଯାହା ପାଚନ ତନ୍ତ୍ରକୁ ମଜବୁତ ରଖିଥାଏ। ଏହା ପେଟରେ ଗ୍ୟାସ ଏବଂ ଅନ୍ୟାନ୍ୟ ସମସ୍ୟାରୁ ଆରମ ପ୍ରଦାନ କରିବାରେ ସହାୟକ ହୋଇଥାଏ।…

ଘାଟିରେ ଓଲଟିଲା ବସ୍‌, ୨ ଗୁରୁତର, ୨୩ ଆହତ

ରାୟଗଡ଼ା: ଘାଟିରେ ଓଲଟିଲା ବସ୍‌। ଏଥିରେ ୨ ଜଣ ଗୁରୁତର ଅଛନ୍ତି ଏବଂ ଅନ୍ୟ ୨୩ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ହିଞ୍ଜିଳିକାଟୁରୁଟିକିରି ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାର ସଙ୍ଗେ…