Browsing Category

Top Stories

ଆଜିଠୁ ଖୋଲୁଛି ଏସିଆର ସବୁଠୁ ବଡ଼ ଟୁଲିପ ଗାର୍ଡେନ, ଫୁଟିବ ଫୁଲର ରଙ୍ଗ-ବିରଙ୍ଗି ଦୁନିଆର ଦ୍ୱାର

ନୂଆଦିଲ୍ଲୀ: କାଶ୍ମୀର ବୁଲିବାକୁ ଯାଉଥିବା ଲୋକଙ୍କ ପାଇଁ ଖୁସି ଖବର। ଆଜିଠୁ ଏସିଆର ସର୍ବବୃହତ ଟୁଲିପ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ। ଏହି ଉଦ୍ୟାନ ବିଶ୍ୱ ପ୍ରସିଦ୍ଧ ଡାଲ ହ୍ରଦ କୂଳରେ ଥିବା ପର୍ବତମାଳାର…

ପ୍ରକାଶ ପାଇଲା ଗୃହ ବିଭାଗର ଶ୍ବେତପତ୍ର: ବଢ଼ିଛି ସାଇବର ଅପରାଧ, ହ୍ରାସ ପାଇଛି ମାଓ ହିଂସା

ଭୁବନେଶ୍ବର: ଗୃହ ବିଭାଗର ଶ୍ବେତପତ୍ର ପ୍ରକାଶ ପାଇଛି । ମୋଟ୍‌ ଆପରାଧିକ ମାମଲା ୨ ଲକ୍ଷ ଟପିଛି । ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଶ୍ରେଣୀ ଅପରାଧ ହୋଇଛି । ପ୍ରକାଶଥାଉକି, ୨୦୨୩ରେ ଏହି ସଂଖ୍ୟା ୧ ଲକ୍ଷ…

ED ପରେ CBI, ଭୂପେଶ ବଘେଲଙ୍କ ବାସଭବନରେ CBIର ଚଢ଼ାଉ

ନୂଆଦିଲ୍ଲୀ: ଛତିଶଗଡ଼ରେ ସିବିଆଇ ରେଡ୍ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ସିବିଆଇ ଟିମ୍ ପହଞ୍ଚିଛି । ଏହାର ୧୫ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖରେ, ଇଡି ଟିମ୍ ପୂର୍ବତନ…

“ଗଛ କାଟିବା, ମଣିଷକୁ ହତ୍ୟା କରିବାଠାରୁ ବି ବଡ଼ ଅପରାଧ”, ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଏହି ନିର୍ଦ୍ଦେଶରେ ସେ କହିଛନ୍ତି ଯେ, ବହୁ ସଂଖ୍ୟାରେ ଗଛଗୁଡ଼ିକୁ କାଟିବା, କୌଣସି ମଣିଷର ହତ୍ୟା କରିବା ଠାରୁ ବି ବଡ଼ ଅପରାଧ।…

ଗୋଟିଏ ଦିନରେ ୧୦୦୦ ଗୋଲ୍ଡ କାର୍ଡ ବିକ୍ରି, 44 କୋଟିରେ ମିଳିବ ଆମେରିକା ନାଗରିକତା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଗୋଲ୍ଡ କାର୍ଡ ଯୋଜନା ଆରମ୍ଭ କରିଥିଲେ । ଏହା ଅଧୀନରେ ଆମେରିକାରେ 5 ନିୟୁତ ଡଲାର ନିବେଶ କରୁଥିବା ଲୋକଙ୍କୁ ସ୍ଥାୟୀ ବାସିନ୍ଦା ଏବଂ ଇଚ୍ଛାଧୀନ…

ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ ଏହି ଭିଟାମିନର ଅଭାବ, ଗଭୀର ରୋଗକୁ ଦେଇଥାଏ ଜନ୍ମ

ଓଡ଼ିଶା ଭାସ୍କର: ଶରୀର ଭଳି ମସ୍ତିଷ୍କକୁ ସୁସ୍ଥ ରଖିବା ଲାଗି ମଧ୍ୟ ଭିଟାମିନର ଆବଶ୍ୟକ ପଡିଥାଏ। ମସ୍ତିଷ୍କକୁ ସୁସ୍ଥ ରଖିବା ଲାଗି ଅନେକ ଭିଟାମିନର ଅବଶ୍ୟକତା ପଡିଥାଏ। ଭିଟାମିନ ବି-୧ର ଅଭାବରେ ଶରୀରରେ ଅନେକ…

ପ୍ରେମ ପାଇଁଁ ରେଲଓ୍ବେ ଷ୍ଟେସନରେ ଟ୍ରିପଲ ମର୍ଡର, ପ୍ରଥମେ ବାପା-ଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି ମାରିଦେଲା ଦୁର୍ବୃତ୍ତ

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ବିହାରର ଆରା ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ଜଣେ ୧୬ ବର୍ଷୀୟା ଝିଅ ଏବଂ ତାଙ୍କ ବାପାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହା ପରେ ଅଭିଯୁକ୍ତ ଜଣକ ନିଜକୁ ମଧ୍ୟ ଗୁଳି…

Chaitra Amavasya: 28 ନା 29 କେବେ ପାଳିବେ ଚୈତ୍ର ଅମବାସ୍ୟା, ଜାଣନ୍ତୁ ଦାନର ଶୁଭ ସମୟ

 ନୂଆଦିଲ୍ଲୀ:  ଅମାବାସ୍ୟାର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି । ବିଶ୍ୱାସ ଅନୁସାରେ, ଚୈତ୍ର ମାସରେ ପଡୁଥିବା ଅମାବାସ୍ୟାକୁ ଚୈତ୍ର ଅମାବାସ୍ୟା ଏବଂ ଦର୍ଶନ ଅମାବାସ୍ୟା ମଧ୍ୟ କୁହାଯାଏ । ଅମାବାସ୍ୟାରେ ପବିତ୍ର…

ବିଧାୟକଙ୍କୁ ସସପେଣ୍ଡ ପରେ ଜୋରଦାର ପ୍ରତିବାଦ, ରାସ୍ତା ଉପରେ ଶୋଇଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ କଂଗ୍ରେସର ହାଇଡ୍ରାମା ଦେଖିବାକୁ ମିଳିଛି । ପ୍ରଥମେ ବିଧାନସଭାରେ ବସି ବିଧାୟକମାନେ ପ୍ରତିବାଦ କରିବା ପରେ ରାତି ଅଧରେ ସେମାନଙ୍କୁ ଉଠାଇ ଆଣି ପୋଲିସ ରାସ୍ତାରେ…

କେନ୍ଦ୍ରାପଡ଼ାରେ ହଇଚଇ: ୪ ପଞ୍ଚାୟତ ନିର୍ବାହୀ ଅଧିକାରୀ ହେଲେ ନିଲମ୍ବିତ

କେନ୍ଦ୍ରାପଡ଼ା: ରାଜ୍ୟରେ ଦୁର୍ନୀତି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନେକ ସରକାରୀ ଅଧିକାରୀ ମାନେ ବିଭିନ୍ନ ପ୍ରକାରର କାରନାମା କରି ଧରାପଡୁଛନ୍ତି । ଏହାରି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି…