Browsing Category
Top Stories
ଏପ୍ରିଲ ମାସରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ? ଦେଖନ୍ତୁ ଛୁଟି ଲିଷ୍ଟ୍
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ବ୍ୟାଙ୍କିଙ୍ଗ କାମ ଘରେ ବସି ମୋବାଇଲ୍ ମାଧ୍ୟମରେ କରାଯାଉଛି । କିନ୍ତୁ ଏପରି ଅନେକ କାମ ଅଛି ଯାହା ପାଇଁ ବ୍ୟାଙ୍କକୁ ଯିବାକୁ ପଡିଥାଏ । ଏଥିରେ ଋଣ ନେବା, ନଗଦ ଜମା କରିବା, ବଡ଼ ପରିମାଣର…
କୁମାରୀତ୍ବ ପରୀକ୍ଷା ମହିଳାଙ୍କ ଗାରିମାର ମୌଳିକ ଅଧିକାରର ଦହନ : ଛତିଶଗଡ଼ ହାଇକୋର୍ଟ
ନୂଆଦିଲ୍ଲୀ: ଛତିଶଗଡ଼ ହାଇକୋର୍ଟ ସ୍ୱାମୀଙ୍କ ଆବେଦନକୁ ଖାରଜ କରି ପତ୍ନୀଙ୍କ କୁମାରୀତ୍ୱ ପରୀକ୍ଷାର ଦାବିକୁ ଅସାମ୍ବିଧାନିକ ବୋଲି କହିଛନ୍ତି । କୁମାରିତ୍ବ ପରୀକ୍ଷା କରିବା ମହିଳାଙ୍କ ଅଧିକାରର ଉଲ୍ଲଂଘନ ବୋଲି…
ଇଦ୍ ଉପହାର ଦେଲେ ୟୁଏଇ ରାଷ୍ଟ୍ରପତି: ୫୦୦ ଭାରତୀୟଙ୍କ ସମେତ ୧୫୦୦ରୁ ଅଧିକ କଏଦୀଙ୍କୁ କଲେ ମୁକ୍ତ
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହୟାନ୍ ଫେବୃଆରୀ ଶେଷରେ ଏକ ବଡ଼ ଘୋଷଣା କରିଥିଲେ । ରମଜାନ ପୂର୍ବରୁ ରାଷ୍ଟ୍ରପତି କଏଦୀମାନଙ୍କୁ କ୍ଷମା କରିବା ବିଷୟରେ…
NCRTCରେ କାମ କରିବାର ସୁବର୍ଣ୍ଣ ସୁଯୋଗ ! ଆଜିହିଁ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ନ୍ୟାସନାଲ କେପିଟାଲ ରିଜନ ଟ୍ରାନ୍ସପୋର୍ଡ କର୍ପୋରେସନ ଲିମିଟେଡ୍ (NCRTC) ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା…
Researchରୁ ବଡ଼ ଖୁଲାସା: Energy Drink କମାଇ ଦେବ ଆୟୁଷ, ମାତ୍ରାଧିକ ସେବନ ବଢ଼ାଏ ହୃଦଘାତ ଆଶଙ୍କା
ଓଡ଼ିଶା ଭାସ୍କର: ଆଜିକାଲି ଏନର୍ଜି ଡ୍ରିଙ୍କର ଜମାନା । କାରଣ ସବୁ ସେଲବ୍ରିଟି ଓ ଇଣ୍ଟରନେଟ୍ ଇନଫ୍ଲୁଏନ୍ସର ଏନର୍ଜି ଡ୍ରିଙ୍କର ଆଡଭାଟାଇଜମେଣ୍ଟ କରୁଛନ୍ତି, ଯାହାକୁ ଲୋକେ ଦେଖି ଏହି ଡ୍ରିଙ୍କ ପ୍ରତି ଆଗ୍ରହ ପ୍ରକାଶ…
ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ୧୭ଟି ଆପ୍ ବ୍ୟାନ୍, ଆପଣ କରୁନାହାଁନ୍ତି ତ ବ୍ୟବହାର ?
ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୭ଟି ବିଦେଶୀ କ୍ରିପ୍ଟୋ ଏକ୍ସଚେଞ୍ଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି। ଗୁଗୁଲ୍ ପରେ ଆପଲ୍ ମଧ୍ୟ ନିଜ ଷ୍ଟୋରରୁ ଏହି ଆପ୍ସ ବିରୋଧରେ ବଡ଼…
29ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଓଡ଼ିଶାରେ ଦୃଶ୍ୟମାନ ହେବ କି ନାହିଁ ଜାଣନ୍ତୁ
ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ 29 ତାରିଖରେ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟପରାଗ ହେବ । ପରାଗ ସମୟରେ ପୃଥିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟର ଅବସ୍ଥିତି ଅନୁସାରେ, ତିନି ପ୍ରକାରର ପରାଗ ହୋଇଥାଏ ।
ଆସନ୍ତା…
ପାଣିପାଗ ବିଭାଗର ପୂର୍ବାନୁମାନ, ଆଜି 42 ଡିଗ୍ରୀ ଛୁଇଁପାରେ ତାପମାତ୍ରା
ଭୁବନେଶ୍ବର: କିଛିଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଗ୍ରୀଷ୍ମ ପ୍ରବାହ । 8ଟି ସହରରେ ତାପମାତ୍ରା 40 ଡିଗ୍ରୀ ଛୁଇଁଛି । ତେବେ ଆସନ୍ତା 3 ଦିନ ପାଇଁ କିଛି ଜିଲ୍ଲାକୁ ହିଟଓ୍ବେଭ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ…
Breaking: ବିଳମ୍ବିତ ରାତ୍ରୀରେ ଢାବା ନିକଟରେ ଗୁଳିମାଡ଼, 2 ଅଟକ
ଭୁବନେଶ୍ବର: ସାମାନ୍ୟ ବଚସାରୁ ପୁଣି ରାଉରକେଲାରେ ଫୁଟିଲା ଗୁଳି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଗୁଳିମାଡ଼ ହୋଇଥିବା ସୂଚନା ରହିଛି ।
ରଘୁନାଥପାଲି ଥାନା ଦେ'ଗାଁର ଏକ ଢାବା ନିକଟରେ ଫାୟାରିଂ ହୋଇଥିବା…
୨୭ଟି ଦେଶ ଆଲର୍ଟ, ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଚେତାବନୀ ଜାରୀ ! ବିପଦରେ ୪୫ କୋଟି ଜୀବନ
ନୂଆଦିଲ୍ଲୀ: ୟୁରୋପୀୟ ସଂଘ ନିଜର ୪୫୦ ନିୟୁତ ନାଗରିକଙ୍କୁ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି । ରିପୋର୍ଟ ଅନୁଯାୟୀ, ୟୁରୋପୀୟ ସଂଘ ଲୋକମାନଙ୍କୁ ଅତି କମରେ ୭୨ ଘଣ୍ଟା ପାଇଁ…