Browsing Category
Top Stories
୩୧ ମାର୍ଚ୍ଚରେ ବ୍ୟାଙ୍କ ଖୋଲିବାର ବଡ଼ କାରଣ! ଇଦ୍ରେ ମଧ୍ୟ ଛୁଟି ରହିବ ନାହିଁ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ : ଇଦ୍-ଉଲ୍-ଫିତରରେ ସରକାରୀ ଛୁଟି ସତ୍ତ୍ୱେ ମାର୍ଚ୍ଚ ୩୧ରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାରବାର ପାଇଁ ବ୍ୟାଙ୍କ ଖୋଲା ରହିବ। ଆର୍ଥିକ କାର୍ଯ୍ୟରେ ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରିଜର୍ଭ…
ଆଜି ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଉପରେ ଆଲୋଚନା
ଭୁବନେଶ୍ୱର : ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ୨.୯୦ ଲକ୍ଷ କୋଟି ଟଙ୍କାର ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। କିଛି ବିଭାଗର ଖର୍ଚ୍ଚଦାବି ଗୃହରେ ଆଲୋଚନା ପରେ ପାରିତ କରାଯାଇ ଥିବାବେଳେ ଶୁକ୍ରବାର…
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନକାଉଣ୍ଟରରେ ଟଳିଲେ ୧୫ରୁ ଅଧିକ ମାଓବାଦୀ
ନୂଆଦିଲ୍ଲୀ : ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା । ଏନକାଉଣ୍ଟରରେ ଏକାଥରକେ ୧୫ରୁ ଅଧିକ ମାଓବାଦୀ ସଫା ହୋଇଛନ୍ତି । ଏହି ଏନକାଉଣ୍ଟର ସୁକୁମା କେରଲାପାଳ ଜଙ୍ଗଲରେ ହୋଇଥିବା ସୂଚନା ମିଳିଛି ।
ଏବେ…
ମିଆଁମାରରେ ୧୪ଟି ଭୂ-କମ୍ପ: ମୃତ୍ୟୁ ସଂଖ୍ୟା ୬୯୪ କୁ ବୃଦ୍ଧି, ସାହାଯ୍ୟ ପଠାଇବା ପାଇଁ ଭାରତ ଆରମ୍ଭ କଲା ‘ଅପରେସନ ବ୍ରହ୍ମା’
ନୂଆଦିଲ୍ଲୀ: ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଶୁକ୍ରବାର ଦିନ ୭.୭ ତୀବ୍ରତାର ଭୂ-କମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ମିଆଁମାରରେ ଭୂ-କମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୬୯୪ କୁ ବୃଦ୍ଧି ପାଇଛି ଏବଂ ଆହତଙ୍କ ସଂଖ୍ୟା ୧,୬୭୦ କୁ…
₹୨୮,୨୩,୪୩,୭୧,୦୦,୦୦୦ ରେ ବିକ୍ରି ହେଲା ଏଲୋନ ମସ୍କଙ୍କ ‘ଏକ୍ସ’, ନୂଆ ମାଲିକ କିଏ? ଜାଣନ୍ତୁ
ନୂଆଦିଲ୍ଲୀ: ଆମେରିକୀୟ ବ୍ୟବସାୟୀ ଏଲୋନ ମସ୍କ କିଛି ବର୍ଷ ପୂର୍ବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିଥିଲେ ଏବଂ ତା’ପରେ ଏହାର ନାମ ପରିବର୍ତ୍ତନ କରି ‘ଏକ୍ସ’ ରଖିଥିଲେ । ମସ୍କ ପରିଚାଳନା ଦାୟିତ୍ୱ ନେବା…
ଭୂ-କମ୍ପ ହେବା ମାତ୍ରେ ଆପଣଙ୍କ ଫୋନ୍ କରିବ ଆଲର୍ଟ, ଅନ୍ କରନ୍ତୁ ଏହି ସେଟିଂସ୍
ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ, ମିଆଁମାର ଏବଂ ଉତ୍ତର-ପୂର୍ବ ଭାରତରେ ଘଟିଥିବା ୭.୭ ତୀବ୍ରତାର ଶକ୍ତିଶାଳୀ ଭୂ-କମ୍ପ ଲୋକଙ୍କ ମନରେ ୨୦୦୪ ମସିହାର ସ୍ମୃତିକୁ ଫେରାଇ ଆଣିଛି । ଏହି ଶକ୍ତିଶାଳୀ ଭୂ-କମ୍ପର ଝଟକା…
(Video) ୧୦ ଦିନର ବାହାଘରରେ ସ୍ତ୍ରୀକୁ ଗର୍ଭବତୀ କରି ଚମ୍ପଟ ମାରିଛି ସ୍ୱାମୀ, ଥାନା-ଥାନା ବୁଲି ଗେରସ୍ତକୁ ଖୋଜୁଛି ସ୍ତ୍ରୀ…
ଢେଙ୍କାନାଳ: ପ୍ରେମ ନାଁରେ ପ୍ରତାରଣା ବଢ଼ି ଚାଲିଛି। କିଏ ପ୍ରେମିକକୁ ହତ୍ୟା କରୁଛି ତ ଆଉ କେଉଁଠି ପ୍ରେମିକାକୁ ଅଧାବାଟରେ ଛାଡି ଚାଲିଯାଉଛି। ଏ ଭଳି ଘଟଣା ପରେ ବି ଆଜିର ଯୁବ ଗୋଷ୍ଠୀ ପ୍ରେମରେ ପାଗଳ ହୋଇ…
ମିଆଁମାର ଭୂକମ୍ପରେ ସବୁ ଛାରଖାର; ଥାଇଲାଣ୍ଡରେ ଏମର୍ଜେନ୍ସୀ, ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଉଠିଲା ମିଆଁମାର । ଗୋଟିଏ ନୁହେଁ ଦୁଇ ଦୁଇଟି ଭୂକମ୍ପରେ ଥରିଲା ମାଟି, ଭାଙ୍ଗିଲା ଅଟ୍ଟାଳିକା । ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି । ଚୀନ, ଥାଇଲାଣ୍ଡ ଏବଂ…
ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏବଂ ଶନି ଗ୍ରହର ଗୋଚର କାହା ପାଇଁ ହେବ ଅଶୁଭ? ଜାଣନ୍ତୁ
ହିନ୍ଦୁ ଧର୍ମରେ ଅନେକ ପର୍ବ ପ୍ରଥମ ମାସରେ ପାଳନ କରାଯାଏ । ହିନ୍ଦୁ ଧାର୍ମିକ ଗ୍ରନ୍ଥ ଅନୁସାରେ, ଚୈତ୍ର ମାସରେ ନୂଆ ବର୍ଷ ପାଳନ କରାଯାଏ । ଏହି ଦିନ ପ୍ରତ୍ୟେକ ଘରେ ନୂଆ ବର୍ଷକୁ ବହୁତ ଉତ୍ସାହର ସହିତ ପାଳନ କରାଯାଏ ।…
ରାତିରେ ଶୋଇବା ପୂର୍ବରୁ ଭୁଲରେ ବି ଦେଖନ୍ତୁନି ଫୋନ, ସବୁ ବୟସର ଲୋକଙ୍କ ଉପରେ ପଡିପାରେ ଏହି ପ୍ରଭାବ
ନୂଆଦିଲ୍ଲୀ: ପ୍ରାୟତଃ ଲୋକମାନେ ରାତିରେ ଶୋଇବା ସମୟରେ ମୋବାଇଲ ବ୍ୟବାହ କରିଥାନ୍ତି । ଏହି ଅଭ୍ୟାସକୁ ଶୀଘ୍ର ପରିବର୍ତ୍ତନ କରିବା ଆବଶ୍ୟକ ବୋଲି କୁହାଯାଇଛି । ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଏକ ଅଧ୍ୟୟନରୁ ଜଣାପଡିଛି…