Browsing Category

Top Stories

କ୍ରିକେଟର ଭଗବାନଙ୍କୁ ଭେଟିଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ: କ୍ରିକେଟର ଭଗବାନ ତଥା କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି ଭାରତୀୟ ଭାରୋତ୍ତଳିକା ମୀରାବାଇ ଚାନୁ । ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ଚାନୁ ବୁଧବାର ସଚିନ ତେନ୍ଦୁଲକରଙ୍କୁ ମୁମ୍ବାଇରେ…

ବୁହା ହେଲେ ରୋଗୀ, ରାସ୍ତା ପାଇଁ ହୀନସ୍ତାର ବାସ୍ତବ ଚିତ୍ର

କୋରାପୁଟ(ଓଡ଼ିଶା ଭାସ୍କର): ପୁଣି ଭାରରେ ବୁହାହେଲେ ରୋଗୀ । ରୋଗ ଯନ୍ତ୍ରଣାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । ଡକାଇଲେ ଆମ୍ବୁଲାନ୍ସ, କିନ୍ତୁ ରାସ୍ତା ଅସୁବିଧା ଯୋଗୁଁ ଗାଁକୁ ପହଞ୍ଚି ପାରିଲାନି…

‘ଦୁଷ୍କର୍ମ କେବଳ ୧୧ ମିନିଟ’; ଏମିତି କହି ଦଣ୍ଡ କମାଇଲେ ମହିଳା ଜଜ୍, ଜାଣନ୍ତୁ ପୂରା ଘଟଣା

ଓଡ଼ିଶା ଭାସ୍କର ବ୍ୟୁରୋ: କୋର୍ଟରେ ଚାଲିଲା ଦୁଷ୍କର୍ମ ମାମଲାର ଶୁଣାଣି । ହେଲେ ପୀଡ଼ିତାଙ୍କ ପକ୍ଷରେ ଗଲାନି ରାୟ । ମାତ୍ର ୧୧ ମିନିଟ୍ ଦୁଷ୍କର୍ମ କରାଯାଇଛି ବୋଲି ଦର୍ଶାଇବା ସହ ଜଜ୍ କମାଇଦେଲେ ଦୋଷୀର ଦଣ୍ଡ । ଏପରିକି…

ଲୋକାୟୁକ୍ତଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଲୋକାୟୁକ୍ତଙ୍କ ବିରୋଧରେ ଅଭିଯୋଗ କରିବା ସହିତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଲୋକାୟୁକ୍ତ ଜଷ୍ଟିସ୍ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ…

ସହିଦ ଦୟାନିଧିଙ୍କୁ ଭୁଲିଯାଇଛି ପ୍ରଶାସନ, ପ୍ରତିମୂର୍ତ୍ତିକୁ ବି ପଚାରୁ ନାହାନ୍ତି

ଭଦ୍ରକ(ଓଡ଼ିଶା ଭାସ୍କର): ଦେଶକୁ ବାହ୍ୟ ଶତ୍ରୁ କବଳରୁ ସୁରକ୍ଷା ଦେବା ପାଇଁ ଯିଏ ନିଜ ଜୀବନକୁ ବାଜି ଲଗାଏ, ସେହି ବୀର-ପରାକ୍ରମୀ ଯବାନମାନେ ଆମର ଚିର ନମସ୍ୟ । ଦେଶ ମାତୃକା ପାଇଁ ଲଢ଼ି ନିଜ ଜୀବନକୁ ବଳି ଦେଇ ଆମକୁ…

ବୀରେନ୍ଦ୍ର ଓ ଅମିତଙ୍କୁ ମିଳିଲା DSP ପଦ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚି ଫେରିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଡିଏସପି ପାହ୍ୟା ପ୍ରଦାନ କରାଯାଇଛି । ଏହା ସହିତ…

୬୭ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ୧୯ ବର୍ଷୀୟ ଯୁବତୀ, କୋର୍ଟ କହିଲେ ଏମିତି

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ମାନେନାହିଁ କୌଣସି ପ୍ରତିବନ୍ଧ । ପ୍ରେମ କାହାକୁ ବି ହେଇପାରେ । ଏଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ହରିୟାଣାର ବଲବଲ ଜିଲ୍ଲାର ହଥୀନଠାରେ । ଯେଉଁଠାରେ ଜଣେ ୬୭ ବର୍ଷୀୟ…

ହକି ଅଧିନାୟକଙ୍କୁ କଂଗ୍ରେସ ମୁଖପାତ୍ରଙ୍କ ନିନ୍ଦା; କହିଲେ ଏମିତି

ନୂଆଦିଲ୍ଳୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ୪୧ ବର୍ଷ ପରେ ଇତିହାସ ରଚିଥିବା ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର । ଖେଳରତ୍ନ ପୁରସ୍କାରର ନାମ…

UGC NET ପରୀକ୍ଷା ତାରିଖ ହେଲା ଘୋଷଣା, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ୟୁଜିସି ନେଟ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନେଇ ବିଭାଗୀୟ ୱେବସାଇଟ୍ ugcnet.nta.nic.in ରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି । କରୋନା କାରଣରୁ ୨୦୨୦ ଡିସେମ୍ବର ପରୀକ୍ଷା ସ୍ଥଗିତ ରହିଥିଲା ।…

କମେଡି କ୍ୱିନଙ୍କ ଟ୍ରାଜେଡି ଲାଇଫ୍ ଷ୍ଟୋରି, ଯନ୍ତ୍ରଣାର କୋଳରେ ନିଃଶ୍ୱାସ ମାରୁଛନ୍ତି ମୀରା

ଓଡ଼ିଶା ଭାସ୍କର ବ୍ୟୁରୋ: ଯାଯାବର, ପ୍ରତିଧ୍ୱନି, ସୁବର୍ଣ୍ଣ ସୀତା, କିଏ କାହାର, ସମୟ ବଡ଼ ବଳବାନ, ତ୍ରିନାଥ ମେଳା, କା, ରାମାୟଣ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟର ପରାକାଷ୍ଠା ଦେଖାଇଥିଲେ ମୀରା ମହାନ୍ତି । ସତରେ ନାମରେ…