fbpx
Browsing Category

Top Stories

ଆଗାମୀ ୧୦ ବର୍ଷ ମଧ୍ୟରେ ପୃଥିବୀ ମାନଚିତ୍ରରୁ ଲିଭିଯିବ ଏହି ମହାସାଗର, ଜାଣନ୍ତୁ କାରଣ

ବହୁ ବର୍ଷ ଧରି ପ୍ରଦୂଷଣ ବୃଦ୍ଧି ହେତୁ ଜଳବାୟୁ ପରିବର୍ତ୍ତନ ଓ ଏହାର ପରିଣାମ ଭୋଗ କରୁଛି ବିଶ୍ୱ । ଏହି କାରଣରୁ ବିଶ୍ୱରେ ଅନେକ ପରିବର୍ତ୍ତନ ଘଟୁଛି । ବିଶେଷଜ୍ଞମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନକୁ ନେଇ ଉଦବେଗ ପ୍ରକାଶ…

ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୪(ଓଡ଼ିଶା ଭାସ୍କର): ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ନିଜ ଅଞ୍ଚଳରେ କାହାରିକୁ ଭୋକିଲା ନରଖିବାକୁ…

କରୋନା ଔଷଧ ଭାବି ପିଇଗଲେ ବିଷ: ୬୦୦ ମୃତ, ୩୦୦୦ରୁ ଅଧିକ ଅସୁସ୍ଥ

କରୋନା ଭାଇରସ୍ ଯୋଗୁ ଇରାନରେ ବର୍ତ୍ତମାନ ସୁଦ୍ଧା ୩୮୦୦ ଜଣଙ୍କର ମୃତ୍ୟୁ ଘଟିସାରିଛି । କିନ୍ତୁ ବିଷାକ୍ତ ମଦ ପିଇ ଏଠାରେ ୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦୦ରୁ ଅଧିକ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି…

ଏହି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କଲେ ଲକ୍-ଡାଉନ୍ ଉଲ୍ଲଙ୍ଘନ, ଚାକିରିରୁ ବିଦା

କରୋନା ଭାଇରସ୍ ଯୋଗୁଁ ବିଶ୍ୱର ପ୍ରାୟ ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ବିଭିନ୍ନ ଦେଶରେ ଯେଉଁମାନେ ଏହାକୁ ଅନୁସରଣ କରୁନାହାନ୍ତି, ସେମାନଙ୍କୁ ଦଣ୍ଡ ଦିଆଯାଉଛି । ସେହିପରି ଲକ୍-ଡାଉନ୍ ମାନି ନଥିବା ନ୍ୟୁଜିଲ୍ୟାଣ୍ଡର…

ମାଗଣାରେ କରୋନା ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୮ା୪: ଦେଶରେ ମାଗଣାରେ କରୋନା ପରୀକ୍ଷା କରାଯିବ । ଏନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଘରୋଇ ଲ୍ୟାବରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଉ ବୋଲି ମଧ୍ୟ କୁହାଯାଇଛି ।…

ପାରଳା ଖେମୁଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଡ଼ ହସ୍ପିଟାଲ

ଭୁବନେଶ୍ୱର, ୮ା୪(ଓଡ଼ିଶା ଭାସ୍କର): କରୋନା ଭଳି ଯୁଦ୍ଧକାଳିନ ପରିସ୍ଥିତିରେ ପାରଖେମୁଣ୍ଡିରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ଼ ହସ୍ପିଟାଲ । ଭାରତମାତା ହଷ୍ଟେଲ ପରିସରରେ ୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହୋଇଛି । ଏନେଇ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଏବଂ ଝିଅ ତିଆରି କରୁଛନ୍ତି ମାସ୍କ..

ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ଏବଂ ଝିଅ । ଲକ୍ ଡାଉନ୍ ସମୟରେ ଘରେ ତିଆରି କରୁଛନ୍ତି ମାସ୍କ । କିଛିଦିନ ପୂର୍ବରୁ ଘରେ ତିଆରି ମାସ୍କ ବ୍ୟବହାର କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ…

ଲକ ଡାଉନ ସମୟରେ ଗରିବ ବୃଦ୍ଧାଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ମାନବିକତାର ପରିଚୟ ଦେଲେ ମହିଳା ସବ୍ଇନିସପେକ୍ଟର

ସମଗ୍ର ବିଶ୍ୱରେ କରୋନା ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍‌ିତି ସୃଷ୍ଟି ହୋଇଥିବା ବେଳେ ଜଣେ ଗରିବ ଭୋକିଲା ବୃଦ୍ଧା ଙ୍କୁ ନିଜହାତରେ ଖାଦ୍ୟଖୁଆଇ ମାନବିକତାର ପରିଚୟ ଦେଇଛନ୍ତି ମାଲକାନଗିରି ଥାନାରେ ତାଲିମ…

ହ୍ୱାଟ୍ସଆପର ନୂଆ ପଦକ୍ଷେପ! ଗ୍ରୁପ୍ ଭିଡିଓ କଲିଂରେ ବଡ ପରିବର୍ତ୍ତନ

ହ୍ୱାଟ୍ସଆପରେ ଗୋଟିଏରୁ ଅଧିକ ଜଣକୁ ମେସେଜ୍ ପରୱାଡର ଲିମିଟ୍ ସ୍ଥିର କରିବା ପରେ ଗ୍ରୁପ୍ ଭିଡିଓ କଲିଂରେ ଏକ ପରିବର୍ତ୍ତନ ଘୋଷଣା କରିଛି । ମଙ୍ଗଳବାର ରାତିରେ ଟ୍ୱିଟ୍ କରି ହ୍ୱାଟ୍ସଆପ୍ କହିଛି ଯେ, ହ୍ୱାଟ୍ସଆପରେ ଗ୍ରୁପ…